ସ୍ୱାସ୍ଥ୍ୟ

ଗ୍ୟାସ ଜନିତ ସମସ୍ୟାର ଶିକାର ଥିଲେ ନିଶ୍ଚୟ ପଢନ୍ତୁ ।

ଗ୍ୟାସ ଏବଂ ଆସିଡିଟି କୁ ଘରୋଇ ଉପାୟ ରେ କିପରି ଆମେ କମ୍ କରିବା । ଆଜିକାଲି କାଲିର ଜୀବନ ଶୈଳୀରୁ ଗ୍ୟାସ ସମସ୍ୟା ବାହାରିବା ସାଧାରଣ କଥା ଆଜି କାଲିର ଖାଦ୍ୟ ବିଶେଷ କରି ଫାଷ୍ଟ ଫୁଡ଼ ଓ ଆମର ଖାଦ୍ୟ ପ୍ରତି ଅସଚେତନତା ଆମକୁ ଏହି ସବୁ ସମସ୍ୟା ଭିତରକୁ ଟାଣି ଆଣିଛି । ଆସନ୍ତୁ ଜାଣିବା କିଛି ଏମିତି ଜିନିଷ ବିଷୟରେ ଯାହା କରିବା ଦ୍ୱାରା ଏହି ଗ୍ୟାସ ସମସ୍ୟା ଦିରେଇଯାଏ ।ଗ ଯେତେବେଳେ ଆମର ଗ୍ୟାସ କି ଆସିଡିଟି ହୁଏ , ଆମେ ଔଷଧ ଖାଇଥାଉ କିନ୍ତୁ ଔଷଧ ରେ ମଧ୍ୟ କମି ନଥାଏ ଏବଂ ଗ୍ୟାସ ଅଧିକ ବଢିଥାଏ।

କିନ୍ତୁ ବିନା ଖର୍ଚ୍ଚ ରେ ଆମେ ଘରୋଇ ଉପଚାର ଏହି ଗ୍ୟାସ ସମସ୍ୟାକୁ ଦୁରେଇଦେଇ ପାରେ ଏହି ଭଳି ଗ୍ୟାସ ସମସ୍ୟା ଜନିତ କିଛି ଅସୁବିଧା ଦେଖା ଦେଲେ ଏହି କାର୍ଯ୍ୟ କରନ୍ତୁ ।

କୌଣସି ଖାଦ୍ୟପେୟ ଗ୍ରହଣ କରୁବା ପୁର୍ବରୁ କିମ୍ଭା ଖାଇବା ର ଅଧଘଣ୍ଟା ପରେ ପାଣି ରେ ଅଂଳା ପାଉଡର୍ ପକାଇ ପିଇଲେ ଗ୍ୟାସ କମିଥାଏ ଏହି ଉପାୟ ଯଦି ବହୁତ ଦିନ କରନ୍ତି ତେବେ ଏହା ଧୀରେ ଧୀରେ ସମ୍ପୂର୍ଣ୍ଣ ରୂପେ କମିଥାଏ ଏହା ଗ୍ୟାସ ରୋଗର ଏକ ରାମବାଣ ଉପାୟ ।

 

। ଯଦି ବେକିଗ୍ଂ ସୋଢା ପାଉଡ଼ର୍ ଓ ଟିକେ ଲେମ୍ବୁ କୁ ପାଣି ରେ ଚିପୁଡି ପିଇବେ ତେବେ ଆସିଡିଟି ଦୂରେଇ ଥାଏ। ଟିକେ ଅଦା ରସ, ଟିକେ ଲେମ୍ବୁ ରସ ଓ ଟିକେ ଜୀରା ପାଉଡ଼ର୍ କୁ ଉସୁମ୍ ପାଣି ରେ ପକାଇ ପିଇଲେ ମଧ୍ୟ ଆସିଡିଟି ଓ ଗ୍ୟାସ ଦୂରେଇ ଥାଏ। ଯଦି ଆପଣ ସବୁଦିନ ଖାଇବା ପରେ ଗୁଡ ନହେଲେ ଜୁଆଣୀ ଖାଇଲେ ଗ୍ୟାସ କମିଥାଏ।

 

ଏହିପରି ଭାବେ ଗ୍ୟାସ ଓ ଆସିଡିଟି କୁ ଘରୋଇ ଉପାୟରେ ଦୂରେଇ ପାରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button