ଦେଶ ବିଦେଶ

୨୩ ବର୍ଷ ଇତିହାସରେ ପ୍ରଥମ କ୍ରାସ ହେଲା ତେଜସ୍ – bajravana

[ad_1]

ନୂଆଦିଲ୍ଲୀ, ୧୨/୩ : ପରୀକ୍ଷଣର ୨୩ ବର୍ଷ ପରେ ପ୍ରଥମ ଥର ପାଇଁ କ୍ରେସ ହେଲା ତେଜସ୍ । ରାଜସ୍ଥାନର ଜୟସେଲମେରରେ ବିମାନଟି କ୍ରାସ ହୋଇଥିବା ଜଣାପଡିଛି । ମେଘଓ୍ବାଲ ଛାତ୍ରାବାସ ଉପରେ ବିମାନଟି କ୍ରେସ ହୋଇ ପଡିଥିବା ଜଣାପଡିଛି । ବିସ୍ଫୋରଣ ଘଟି ଏଥିରେ ନିଆଁ ଲାଗି ଯାଇଥିଲା । ତେବେ କ୍ରାସ ପୂର୍ବରୁ ଏଥିରେ ଥିବା ପାଇଲଟି ସୁରକ୍ଷିତ ଅବତରଣ କରିଯାଇଥିଲେ । ବାୟୁସେନାର ତେଜସ ପ୍ରଶିକ୍ଷଣ ସମୟରେ ଏହି ବିମାନ ଦୁର୍ଘଟଣା ଘଟିଛି । ବିମାନ ଦୁର୍ଘଟଣା ନେଇ ବାୟୁସେନା ପକ୍ଷରୁ ସୋସିଆଲ ମିଡିଆ ଏକ୍ସରେ ଏହି ସୂଚନା ଦିଆଯାଇଛି । ୨୦୦୧ ମସିହାରେ ଏହି ବିମାନର ପ୍ରଥମ ପରୀକ୍ଷଣ ହୋଇଥିଲା । ଏହାପରେ ୨୦୧୬ରେ ବିମାନକୁ ଭାରତୀୟ ବାଯୁସେନାରେ ସାମିଲ କରାଯାଇଥିଲା ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button