ଅପରାଧ

ହସ୍ପିଟାଲରେ ବିନା ପୋଷାକରେ ବୁଲୁଥିବା ଡାକ୍ତରଙ୍କ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ – bajravana

[ad_1]

ମୁମ୍ବାଇ: ମହାରାଷ୍ଟ୍ରର ଏକ ସରକାରୀ ହସ୍ପିଟାଲରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ଘଟିଛି। ହସ୍ପିଟାଲ ସିସିଟିଭିରେ ଏହି ଭିଡ଼ିଓ ରେକର୍ଡ ହୋଇଛି। ପରେ ଏହାକୁ କେହି ଜଣେ ସୋସିଆଲ ମିଡ଼ିଆରେ ପୋଷ୍ଟ କରିଥିଲେ। ଫଳରେ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।

ଭିଡ଼ିଓରେ ଜଣେ ଡାକ୍ତର ବିନା ପୋଷାକରେ ନଗ୍ନ ହୋଇ ହସ୍ପିଟାଲରେ ବୁଲୁଥିବା ଦେଖିବାକୁ ମିଳୁଛି। ଏହି ଘଟଣା ଛତ୍ରପତି ସମ୍ଭାଜୀନଗର ଜିଲ୍ଲାର ବୋଲି କୁହାଯାଉଛି।

ବିଡକିନ ଗ୍ରାମୀଣ ସରକାରୀ ହସ୍ପିଟାଲରେ ୪୫ ବର୍ଷ ବୟସ୍କ ଡାକ୍ତର ଏଭଳି କରିଛନ୍ତି। ସେ ପ୍ରଚୁର ମଦ୍ୟପାନ କରିଥିବା କୁହାଯାଇଛି। ଡାକ୍ତର ନିଶାରେ ସାରା ହସ୍ପିଟାଲ ନଗ୍ନ ହୋଇ ବୁଲିଥିଲେ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button