ଓଡିଶା

ମହାକାଳପଡ଼ାରେ ଅଭାବନୀୟ ଘଟଣା: ନିଜକୁ ଗୁଳିମାରି ଜୀବନ ହାରିଲେ ଯବାନ – bajravana

[ad_1]

ମହାକାଳପଡ଼ା: କିଆରବାଙ୍କ ଡିଆରଡିଓ ଅଫିସରେ ସୈନ୍ୟବାହିନୀର ଜଣେ ଯବାନଙ୍କ ଆତ୍ମହତ୍ୟା। ମୃତକ ହେଲେ ତାମିଲନାଡ଼ୁର ରାଜେଶ କରନ୍(୩୫)। ସେ ଡ୍ୟୁଟିରେ ଥିବା ବେଳେ ରାତି ୧ଟା ୫୫ ମିନିଟ ସମୟରେ ନିଜର ସର୍ଭିସ ବନ୍ଧୁକରୁ ଗୁଳି ଫୁଟାଇ ପ୍ରାଣ ହରାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button