ଓଡିଶା

ରାଜଧାନୀରେ କଂଗ୍ରେସର ବିକ୍ଷୋଭ ପ୍ରଦର୍ଶନ: ପୁଲିସ ସହ ଧସ୍ତାଧସ୍ତି – bajravana

[ad_1]

ଭୁବନେଶ୍ବର: ରାଜଧାନୀରେ ରାଜ୍ୟ ସରକାରଙ୍କ ଦୁର୍ନୀତି ବିରୋଧରେ କଂଗ୍ରେସର ଗର୍ଜନ। ରାଜଧାନୀରେ ରାସ୍ତାକୁ ଓହ୍ଲାଇଲେ ହଜାର ହଜାର କଂଗ୍ରେସ କର୍ମୀ ।ସାରା ରାଜ୍ୟରୁ କଂଗ୍ରେସ ନେତା ଓ କର୍ମୀ ବିକ୍ଷୋଭରେ ସାମିଲ ହୋଇଛନ୍ତି। ଲୋକସେବା ଭବନ ଘେରାଉ ପାଇଁ ଯିବା ବାଟରେ କଂଗ୍ରେସ ନେତା ଓ କର୍ମୀଙ୍କୁ  ଅଟକାଇଥିଲା ପୁଲିସ। ବ୍ୟାରିକେଡ ଡେଇଁ ଯିବାକୁ ଉଦ୍ୟମ ବେଳେ କଂଗ୍ରେସ କର୍ମୀ ଓ ପୁଲିସ ମଧ୍ୟରେ ଧସ୍ତାଧସ୍ତି ପରିସ୍ଥିତି ସୃଷ୍ଟି ହୋଇଥିବାର ଦେଖିବାକୁ ମିଳିଥିଲା। ଅନେକ କର୍ମୀଙ୍କୁ ପୁଲିସ ଉଠାଇ ନେଇଛି। ରାଜ୍ୟରେ ଉତ୍କଟ ବେକାରୀ ସମସ୍ୟା ଓ ନାରୀ ନିର୍ଯାତନା ବୃଦ୍ଧି ପ୍ରସଙ୍ଗରେ କଂଗ୍ରେସ କର୍ମୀମାନେ ବିକ୍ଷୋଭ ପ୍ରଦର୍ଶନ କରୁଛନ୍ତି ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button