ଓଡିଶା

୩ରେ ଓଡ଼ିଶା ଆସୁଛନ୍ତି ମୋଦୀ – bajravana

[ad_1]

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଫେବୃଆରୀ ୩ ତାରିଖରେ ଓଡ଼ିଶା ଆସିବେ । ଏହି ଅବସରରେ ମୋଦୀ ଆଇଆଇଏମ୍ ସମ୍ବଲପୁର କାର୍ଯ୍ୟକ୍ରମରେ ଯୋଗଦେବେ । ଏହାସହ ସାଧାରଣ ସଭାରେ ମଧ୍ୟ ଯୋଗଦେବେ । ଏନେଇ ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button