ଦେଶ ବିଦେଶ

ଅଟଳ ସେତୁର ଉଦ୍‌ଘାଟନ କଲେ ମୋଦୀ – bajravana

[ad_1]

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଟଳ ସେତୁର ଉଦ୍‌ଘାଟନ କରିଛନ୍ତି । ମୋଦୀ ୨୦୧୬ ଡିସେମ୍ବରରେ ଏହି ସେତୁର ଶିଳାନ୍ୟାସ କରିଥିଲେ । ଏହା ହେଉଛି ଭାରତର ସବୁଠୁ ଲମ୍ବା ପୋଲ । ଏହା ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦର ଏବଂ ନବୀ ମୁମ୍ବାଇ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରକୁ ସିଧାସଳଖ ଯାଗାଯୋଗ ପ୍ରଦାନ କରିବ । ଏହାଦ୍ୱାରା ମୁମ୍ବାଇ ବନ୍ଦରଗାର ଓ ଜବାହାରଲାଲ ବନ୍ଦରଗାର ମଧ୍ୟରେ ଯୋଗାଯୋଗ ସହଜ ହେବ । ମୁମ୍ବାଇରୁ ପୁଣେ, ଗୋଆ ଓ ଦକ୍ଷିଣ ଭାରତ ଯାତ୍ରା ମଧ୍ୟ ସହଜ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button