ଦେଶ ବିଦେଶ

‘ଆଦିତ୍ୟ ଏଲ୧’ ପଠାଇଲା ସୂର୍ଯ୍ୟର ଫଟୋ – bajravana

[ad_1]

ବାଙ୍ଗାଲୁରୁ: ଭାରତର ସୂର୍ଯ୍ୟ ମିଶନ ‘ଆଦିତ୍ୟ ଏଲ୧’ରେ ଲାଗିଥିବା ପେଲୋଡ ସୁଟ ସୂର୍ଯ୍ୟର ଫଟୋ ଉଠାଇଛି । ଏନେଇ ଇସ୍ରୋ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି ।

ଇସ୍ରୋ ସୋସିଆଲ ମିଡିଆ ସାଇଟ ଏକ୍ସରେ ସୂଚନା ଦେଇଛି ଯେ, ସୁଟ ପେଲୋଡ ଅଲଟ୍ରାଭାଓଲେଟ ୱେବଲେନଥ ସୂର୍ଯ୍ୟର ସମ୍ପର୍ଣ୍ଣ ଫଟୋ ଉଠାଇଛି । ଫଟୋରେ ୨୦୦ରୁ ୪୦୦ ଏନଏମ ପର୍ଯ୍ୟନ୍ତ ୱେବଲେନଥରେ ସୂର୍ଯ୍ୟର ପ୍ରଥମ ଫୁଲ ଡିସ୍କ ରିପ୍ରେଜେଣ୍ଟେସନ ସାମିଲ ରହିଛି । ଏହି ଫଟୋ ସୂର୍ଯ୍ୟର ଫ୍ରୋଟୋସ୍ଫିୟର ଓ କ୍ରୋମୋସ୍ଫିୟରର ଜଟିଳ ବିବରଣୀ ପ୍ରଦାନ କରିଥାଏ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button