ଦେଶ ବିଦେଶ

ନିବସ୍ତ୍ର ହୋଇ ସ୍ନାନ କରିବା ଶୁଭ ନା ଅଶୁଭ ! ଏହାଦ୍ବାରା କ’ଣ ହୋଇଥାଏ ବଡ କ୍ଷତି ! କାରଣ ଜାଣିଲେ ଆଶ୍ଚର୍ଯ୍ୟ ହୋଇଯିବେ…

ବନ୍ଧୁଗଣ ନିୟମ ଏକ ଏପରି ଡୋରୀ ହୋଇଥାଏ । ଯେଉଁଥିରେ ସମସ୍ତେ ବାନ୍ଧି ହୋଇ ରହିଥାନ୍ତି ।  ପ୍ରତ୍ଯେକଟି କାର୍ଯ୍ୟ ପୂର୍ବରୁ ତାହାର ସରିବା ପର୍ଯ୍ୟନ୍ତ ଆମକୁ ନୀତିନିୟମ ମାନି କାର୍ଯ୍ୟ କରିବାକୁ ପଡିଥାଏ । ହେଲେ ଯେତେବେଳେ କୌଣସି ବ୍ୟକ୍ତି ନିୟମର ଡୋରୀକୁ ଉଲଂଘନ କରି କାର୍ଯ୍ୟ କରିଥାଏ । ସେହି ବ୍ୟକ୍ତିକୁ ତାହାର ଭୟଙ୍କର ପରିଣାମ ମଧ୍ୟ ଭୋଗିବାକୁ ପଡିଥାଏ । ଯାହାକି ବ୍ୟକ୍ତିର ଜୀବନକୁ ସୁଖ ଆଣିବା ବଦଳରେ ଦୁଃଖ, ଦରିଦ୍ରତା ନେଇକି ଆସିଥାଏ ।

ତେବେ ପ୍ରତ୍ଯେକ ବ୍ୟକ୍ତି ସବୁଦିନ ସ୍ନାନ କରିଥାନ୍ତି । ହେଲେ ଅନେକ ଲୋକ ସ୍ନାନ କରିବା ସମୟରେ ନିବସ୍ତ୍ର ହୋଇ ସ୍ନାନ କରିଥାନ୍ତି । ତେବେ ବିନା ବସ୍ତ୍ରରେ ସ୍ନାନ କରିବା ଉଚିତ ନା ଅନୁଚିତ ! ଚାଲନ୍ତୁ ସେ ସମ୍ପର୍କରେ ଆଲୋଚନା କରିବା । ତେବେ ସ୍ନାନ କରିବା ସମୟରେ ନିବସ୍ତ୍ର ହୋଇ ସ୍ନାନ କରିବାକୁ ସବୁବେଳେ ବର୍ଜିତ କରାଯାଇ ଆସିଛି । ତେବେ ସ୍ନାନ ସମୟରେ କଣ ପାଇଁ ବିନା ବସ୍ତ୍ରରେ ସ୍ନାନ କରିବା ଉଚିତ ହୋଇନଥାଏ ଏକ କଥା ମାଧ୍ୟମରେ ଜାଣିବା ।

ତେବେ ପ୍ରଭୁ ଶ୍ରୀକୃଷ୍ଣ ନିବସ୍ତ୍ର ହୋଇ ସ୍ନାନ କରିବା ଉପରେ ଏକ କଥା ଗୋପୀ ମାନଙ୍କୁ ଏକ ଜ୍ଞାନ ଦେଇଛନ୍ତି । ତେବେ ପୌରାଣିକ କଥା ଅନୁଯାଇ ଯେତେବେଳେ ଗୋପୀ ମାନେ ନିବସ୍ତ୍ର ହୋଇ ନଦୀ ମଧ୍ୟକୁ ସ୍ନାନ କରିବାକୁ ଯାଇଥିଲେ । ସେତେବେଳେ ଗୋପୀ ମାନଙ୍କର ବସ୍ତ୍ର ଶ୍ରୀକୃଷ୍ଣ ଚୋରାଇ ନେଇ ଗଛ ଉପରେ ଥୋଇ ଦେଇଥିଲେ । ତାପରେ ଗୋପୀ ମାନଙ୍କୁ ନିଜ ନିଜର ବସ୍ତ୍ର ଗଛ ଉପରୁ ଆସି ନେବାକୁ କହିଥିଲେ ।

ହେଲେ ଗୋପୀ ମାନେ ବିନା ବସ୍ତ୍ରରେ ଥିବା କାରଣରୁ ଗଛ ପାଖକୁ ଯାଇ ନିଜର ବସ୍ତ୍ର ଆଣିପାରିନଥିଲେ । ତାପରେ ଗୋପୀ ମାନେ ଶ୍ରୀକୃଷ୍ଣଙ୍କୁ କହିଥିଲେ । ହେ କୃଷ୍ଣ ଯେତେବେଳେ ଆମେ ନଦୀକୁ ସ୍ନାନ କରିବାକୁ ଆସିଥିଲୁ ସେତେବେଳେ ଏଠାରେ କେହି ନଥିଲେ । ତେଣୁ ଆମେ ନିବସ୍ତ୍ର ହୋଇ ସ୍ନାନ କରୁଥିଲୁ । ତାପରେ ଗୋପୀ ମାନଙ୍କୁ କୃଷ୍ଣ କହିଥିଲେ ।

ଯେ ତୁମେ ଯେଉଁ ସମୟରେ ନଦୀ ବସ୍ତ୍ରରେ ନିବସ୍ତ୍ର ହୋଇ ସ୍ନାନ କରୁଥିଲ । ସେତେବେଳେ ଆକାଶରେ ଉଡୁଥିବା ଚଢେଇ ମାନେ ତୁମକୁ ଦେଖିଥିଲେ । ତୁମେ ସ୍ନାନ କରୁଥିବା ନଦୀର ଜଳଚର ପ୍ରାଣୀ ମଧ୍ୟ ତୁମକୁ ଦେଖିଥିଲେ । ଏଥିସହ ଜଳ ରୂପରେ ଥିବା ବରୁଣ ଦେବ ମଧ୍ୟ ତୁମକୁ ନିବସ୍ତ୍ର ହୋଇ ସ୍ନାନ କରୁଥିବାର ଦେଖିଥିଲେ । ଏହା ଛଡା ଯେତେବେଳେ କୌଣସି ବ୍ୟକ୍ତି ସ୍ନାନ କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button