ଦେଶ ବିଦେଶ

Fକଣ ଆପଣ ବି ଫଟା ଗୋଇଠି ପାଇଁ ଚିନ୍ତିତ ଅଛନ୍ତି ? ମାତ୍ର 2 ଦିନରେ ହିଁ ଫଟା ଗୋଇଠି ରୁ ପାଇବେ ମୁକ୍ତି, ଜାଣନ୍ତୁ କିପରି ?

ବନ୍ଧୁଗଣ ରେ ପାଦ ଫାଟିବା ଏକ ସାଧାରଣ ସମସ୍ଯା ଅଟେ । କିନ୍ତୁ ଏହା ପାଇଁ ବହୁ ପ୍ରକାରର ସମମସ୍ୟା ର ସମ୍ମୁଖୀନ ହେବାକୁ ପଡିଥାଏ । କିଛି ଲୋକ ଙ୍କର ପାଦ ସବୁ ଋତୁ ରେ ଫାଟିବା ଦେଖା ଯାଇଥାଏ, କିନ୍ତୁ କିଛି ଲୋକ ଙ୍କର ପାଦ କେବଳ ଶୀତ ଦିନରେ ହିଁ ଫାଟିବାର ଦେଖାଯାଇ ଥାଏ । ଏହା ଅଧିକ ଭାବରେ ଫାଟିଲେ ଗୋଡ ତଳେ ରଖିବାରେ ମଧ୍ୟ ସମସ୍ଯା ହୋଇ ପାରେ । କାରଣ ଅଧିକ ଭାବରେ ଗୋଡ ଫାଟିବା ଦ୍ଵାରା ଗୋଡ ରେ ଯନ୍ତ୍ରଣା ହେବା ମଧ୍ୟ ଆରମ୍ଭ ହୋଇଯାଏ । ତାହାସହ ହିଲ୍ସ ଆଦି ପିନ୍ଧି ମଧ୍ୟ ହୋଇ ନଥାଏ ।

ଏହାଛଡା ଯେଉଁ ମାନଙ୍କର ବୟସ ଟିକେ ଅଧିକା ହୋଇ ଯାଇଥାଏ, ସେମାନେ ଯଦି କୌଣସି ନେଟ ଶାଢୀ ବା ଆଉ କିଛି ଅଲଗା କଷ୍ଟଲି ଶାଢୀ ଆଦି ପିନ୍ଧିଥାନ୍ତି, ତେବେ ଗୋଇଠି ଅଧିକା ଫାଟି ଥିଲେ, ଗୋଇଠି ରେ ଶାଢୀ ଲାଗି ଶାଢୀ ନଷ୍ଟ ହୋଇଯିବାର ମଧ୍ୟ ସମ୍ଭାବନା ଥାଏ ।

ଗୋଡ ର ଠିକ ଭାବରେ ଯତ୍ନ ନ ନେବା କାରଣ ରୁ ହିଁ ଗୋଇଠି ଏହି ପରି ବାବରେ ଫଟି ଥାଏ ତେଣୁ ଗୋଡ ର ଠିକ ବହବରେ ଯତ୍ନ ନେବା ଉଚିତ । ଆଜି ଆମେ ଆପଣ ମାନଙ୍କ ପାଇଁ ଯେଉଁ ରେମିଡି ଟିକୁ ନେଇ କରି ଆସିଛୁ ତାହା ସାହାର୍ଯ୍ୟରେ ଆପଣ ମାତ୍ର କିଛି ଦିନ ମଧ୍ୟରେ ହିଁ ପାଦ ବା ଗୋଇଠି ଫାଟିବା ସମସ୍ଯା ରୁ ମୁକ୍ତ ହୋଇ ଯାଇ ପାରିବେ ।

କିନ୍ତୁ ଆପଣଙ୍କୁ ଏହି ଉପଚାର ଟିକୁ ବ୍ୟବହାର କରିବା ସହ ନିଜ ପାଦ ର ମଧ୍ୟ ବିଶେଷ ଭାବରେ ଯତ୍ନ ନେବାକୁ ପଡିବ । ତେବେ ଯାଇ ଆପଣ ଏହି ପାଦ ଫାଟିବା ସମସ୍ଯା ରୁ ସବୁ ଦିନ ପାଇଁ ମୁକ୍ତି ପାଇ ପାରିବେ । ଆଜିର ଏହି ଉପଚାର ଟିକୁ ପ୍ରସ୍ତୁତ କରିବା ପାଇଁ ଆପଣ ସର୍ବ ପ୍ରଥମେ କିଛି ଆଲୋବେରା ର ପତ୍ର କୁ ନେଇ ନିଅନ୍ତୁ । ଏହା ପରେ ଏହି ଆଲୋବେରାର ପତ୍ର ରୁ ଆପଣ ଏକ ପାତ୍ରରେ ଭଲ ଭାବରେ ଆଲୋବେରା ର ଜେଲ କୁ କାଢି ନିଅନ୍ତୁ ।

ଏହାପରେ ଆପଣ ମହମବତୀ ରୁ ମହମ କିଛି କାଢି ନେଇ ନିଅନ୍ତୁ । ବର୍ତମାନ ଏକ ପାତ୍ରରେ ଆପଣ ଏକ ଚାମଚ ମହମ ଓ ଦୁଇ ଚାମଚ ଆଲୋବେରା ଜେଲ ଓ 2 ଚାମଚ ସୋରିଷ ତେଲ ଓ 1 ଚାମଚ ନଡିଆ ତେଲ ଓ ଏହାସହ ଏକ ଭିଟାମିନ-E ର କ୍ୟାପସୁଲ କୁ ନେଇ ମିଶାଇ ଦିଅନ୍ତୁ । ବର୍ତ୍ତମାନ ଆପଣ ଏହି ସମସ୍ତ ସାମଗ୍ରୀ କୁ ଏକତ୍ରିତ କରି ଗ୍ଯାସ ର କମ ଆଞ୍ଚ ରେ ରଖି କିଛି ସମୟ ପାଇଁ ଏହାକୁ ଗରମ କରି ନିଅନ୍ତୁ ।

ଏହା ପରେ ଏହାକୁ ଥଣ୍ଡା କରି କୌଣସି ଏକ ଏୟାର ଟାଇଟ ଜାର ରେ ଷ୍ଟୋର କରି ରଖି ଦିଅନ୍ତୁ । ଆପଣ ପ୍ରତ୍ଯେକ ଦିନ ରାତି ରେ ଶୋଇବା ସମୟରେ ଗୋଡ କୁ ଭଲ ଭାବରେ ଧୋଇ ସଫା କରି ଗୋଡ କୁ ପୋଛି ସଫା କରି ନିଅନ୍ତୁ । ଏହା ପରେ ଆପଣ ପୂର୍ବରୁ ପ୍ରସ୍ତୁତ କରି ରଖିଥିବା ସେହି କ୍ରିମ ରୁ ଚାମଚ ସାହାର୍ଯ୍ୟ ରେ କିଛି ନେଇ ତାହାକୁ ଅଳ୍ପ ଉଷୁମ କରି ଗୋଡ ରେ ଭଲ ବହବରେ ସବୁ ସ୍ଥାନ ରେ ଲାଗାଇ କିଛି ସମୟ ପାଇଁ ମାଲିସ କରନ୍ତୁ ।

ଆପଣ ଦେଖିବେ ଏପରି ମାତ୍ର ସପ୍ତାହ ରେ 2 ରୁ 3 ଥର କରିବା ପରେ ଆପଣ ଙ୍କର ଗୋଡ ଫାଟିବା ସଂପୂର୍ଣ୍ଣ ରୂପରେ ଭଲ ହେବାକୁ ଲାଗିବ । ଆପଣ ଏହାକୁ ବ୍ୟବହାର କରିବା ସହ ଗୋଡର ବିଶେଷ ଭାବରେ ଯତ୍ନ ମଧ୍ୟ ନିଅନ୍ତୁ ।ଯେପରିକି ପ୍ରଥମେ ଖାଲି ପାଦରେ ଚାଲୁଥିଲେ ଖାଲି ପାଦ ରେ ଚାଲିବା ବନ୍ଦ କରି ଦିଅନ୍ତୁ । ସବୁବେଳେ ଚପଲ ର ବ୍ୟବହାର କରି ଚାଲିବା ଆରମ୍ଭ କରି ଦିଅନ୍ତୁ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଆମର ଏହି ପୋଷ୍ଟ ଟି ଭଲ ଲାଗିଥିଲେ, ଆପଣ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button