ଦେଶ ବିଦେଶ

ମୂଷା ଘର ଛାଡ଼ି ପଳାଇବେ,ଘରୋଇ Medical ଉପାୟ କରିଲେ ଆପଣଙ୍କ ଘରେ ଆଉ କେବେ ମଧ୍ୟ ଆସିବେ ନାହିଁ ମୂଷା…

ବନ୍ଧୁଗଣ ମଶା ଓ ମୂଷା ଆମ ମନୁଷ୍ୟ ମାନଙ୍କ ପାଇଁ ଏକ କାଳ ଅଟେ । ମଶା କାମୁଡିଲେ ମ୍ୟାଲେରିଆ ଠାରୁ ଆରମ୍ଭ କରି କେଉଁ କେଉଁ ରୋଗ ସବୁ ହୋଇଥାଏ, ତାହା ତ ଆପଣ ନିଶ୍ଚୟ ହିଁ ଜାଣିଥିବେ, କିନ୍ତୁ ମୂଷା କାମୁଡିଲେ କଣ ହୋଇଥାଏ, ଆପଣ ଜାଣିଛନ୍ତି କି ? ମୂଷା ଏକ ଏପରି ଜୀବ ଅଟେ, ଯାହା ଦେଖିବାକୁ ତ ଛୋଟ କିନ୍ତୁ ଏହା ଯଦି କୌଣସି ମଣିଷ କୁ କାମୁଡି ଦିଏ, ତେବେ ସେହି ମଣିଷ କୁ ପ୍ଲେଗ ରୋଗ ହେବାର ସମ୍ଭାବନା ଥାଏ ।

ଆଉ ବନ୍ଧୁଗଣ ପ୍ଲେଗ ରୋଗ ଏକ ଏଭଳି ରୋଗ ଯାହା ହେବା ଦ୍ଵାରା ମଣିଷ ର ମୃତ୍ୟୁ ହେବାର ମଧ୍ୟ ସମ୍ଭାବନା ରହିଛି । ଏହା ବ୍ୟତୀତ ମୂଷା ଯଦି କୌଣସି ଖାଦ୍ୟ ଜିନିଷ ରେ ମୁହଁ ମାରି ଦିଏ , ତେବେ ସେହି ଖାଦ୍ୟ କୁ ଖାଇବା ଦ୍ଵାରା ମଧ୍ୟ ଅନେକ ରୋଗ ହେବାର ସମ୍ଭାବନା ରହିଛି ।

ତାହାସହ ଘରେ ମୂଷା ଥିଲେ ଘରର ଦରକାରୀ କାଗଜ ପତ୍ର ଠାରୁ ଆରମ୍ଭ କରି ଲୁଗା ପଟା ତଥା ଖାଦ୍ୟ ସାମଗ୍ରୀ ମାନଙ୍କୁ ଖାଇ କାଟି ଧ୍ଵଂସ ନଷ୍ଟ କରି ଦେଇଥାଏ । ତେଣୁ ଆଜି ଆମେ ଆପଣ ମାନଙ୍କ ପାଇଁ ଏକ ଏପରି ଉପାୟ ଟିକୁ ନେଇ ଆସିଛୁ । ଯାହା ସାହାର୍ଯ୍ୟ ରେ ଆପଣ ନିଜ ଘରୁ ମୂଷା କୁ ବାହାର କରି ଦେଇ ପାରିବେ ।

ଆଜିର ଏହି ଉପାୟ ଟିକୁ କରିବା ପାଇଁ ଆପଣଙ୍କୁ ସର୍ବ ପ୍ରଥମେ କିଛି ବାଦାମ ର ଆବଶ୍ୟକ ପଡିବ । ଏହି ଉପାୟ ଟି କରିବା ପାଇଁ ଆପଣ କିଛି ବାଦାମ ନେଇ ତାହାକୁ ଚୋପା ଛଡାଇ ହେମଦସ୍ତା ସାହାର୍ଯ୍ୟ ରେ ଭଲ ଭାବରେ କୁଟି ନିଅନ୍ତୁ । ଏହା ପରେ ଆପଣ ଙ୍କର ଦ୍ଵିତୀୟ ସାମଗ୍ରୀ ର ଆବଶ୍ୟକ ପଡିବ ତାହା ଅଟେ ବେକିଙ୍ଗ ସୋଢା ।

ଏହା ପରେ ଆପଣ ଦୁଇ ଚାମଚ ବେକିଙ୍ଗ ସୋଢା ଓ ଏହା ପରେ ଆପଣ ଦୁଇ ଚାମଚ ଚିନୀ ଓ ଏକ ଚାମଚ କୋଲଗେଟ ତାହାସହ ଏକ ଚାମଚ ପାଖା ପାଖି ମଇଦା ନେଇ ସବୁକୁ ମିଶାଇ ଭଲ ଭାବରେ ଗୋଳାଇ ଏକ ଗୋଳା ପ୍ରସ୍ତୁତ କରି ନିଅନ୍ତୁ ।

ବର୍ତ୍ତମାନ ମୂଷା କୁ ଘରୁ ଘଉଡାଇବା ପାଇଆନ ଆମର ଏହି ହୋମ ରେମିଡି ଟି ପ୍ରସ୍ତୁତ ହୋଇଯାଇଛି । ବର୍ତ୍ତମାନ ଆପଣ ଏହି ଗୋଳା ରୁ କିଛି ଛୋଟ ଛୋଟ ଖଣ୍ଡ କରି ସେ ଗୁଡିକୁ ନେଇ ମୂଷା ମାନଙ୍କ ଯାତାୟତ ସ୍ଥାନରେ ନେଇ ରଖି ଦିଅନ୍ତୁ । ଏପରି କରିବା ପରେ ଆପଣ ଦେଖିବେ କି ଘରେ ଥିବା ମୂଷା ଘରୁ ପଳାଇବେ ।

ବନ୍ଧୁଗଣ ଏହି ଉପ[ଆଯ ଟି ଅତ୍ୟନ୍ତ ପୂରଣ ଉପାୟ ଅଟେ । ଏହି ଉପାୟ କୁ ବହୁ ପୁରାତନ ସମୟ ରୁ ହିଁ ଅନେକ ଲୋକ ପ୍ରୟୋଗ କରି ଲାଭାନ୍ଵିତ ହୋଇଛନ୍ତି । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ, ତେବେ ଆପଣ ମାର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button