ସ୍ୱାସ୍ଥ୍ୟ

କବ୍ଜ, ଗ୍ଯାସ, ଏସିଡିଟି ଭଳି ପେଟର ସବୁ ରୋଗକୁ ମାତ୍ର 2 ମିନିଟ ରେ ମୂଳରୁ କରିଦେବ ଶେଷ

ଆମ ଜୀବନ ଶୈଳୀ ରେ ଅନେକ ପରିବର୍ତ୍ତନ ଦେଖିବାକୁ ପାଇ ଥାଉ । ଆମେ  ଯେଉଁ ପ୍ରକାରର ଖାଦ୍ୟ ଖାଇଥାଉ ତାହା ଆମ ଶରୀରରେ ଭଲଭାବରେ ହଜମ ହୋଇନଥାଏ । ଯାହା ଫଳରେ ଆମ କୁ ଗ୍ୟାଷ୍ଟିକ ଓ ଝାଡା ଯିବା ସମୟରେ ବହୁତ କଷ୍ଟ ହୋଇଥାଏ । ଏହି ସମସ୍ୟା ସମସ୍ତକ ଘରେ ଦେଖିବାକୁ ପାଇ ଥାଉ । କିନ୍ତୁ ଯଦି ଆପଣ ଏହି ଘରୋଇ ଉପକରଣ କୁ ବ୍ୟବହାର କରିବା ଦ୍ଵାରା ଏହି ସବୁ ଅସୁବିଧା ଦୂର ହୋଇଥାଏ , ଯେପରିକି ଲାଗିଥାଏ ମୂଳରୁ ଶେଷ ହୋଇଛି ବୋଲି ।

 

ଏହି ଘରୋଇ ଉପକରଣ କୋଣସି ପ୍ରତିକାରକ କରିନଥାଏ ବହୁ ଦୀର୍ଘ ସମୟ ପାଇଁ ଏହାକୁ ବ୍ୟବହାର କରିପାରିଥାଉ ।  ଆମେ ଗ୍ୟାଷ୍ଟିକ ଓ ହଜମନ ହେବା  ଅସୁବିଧା ପାଇଁ ଏହି ଉପାୟକୁ ଘରେ ତିଆରି କରିପାରୁ କେବଳ ପାଞ୍ଚ ରୁ ସାତ ମିନିଟ ରେ ଏହା ତିଆରି ହୋଇଥାଏ । ଏହାର ପ୍ରଥମ ଆବଶ୍ୟକ ଜିନିଷ ହେଉଛି ଏକ ଚାମୁଚ ଜିରା ଓ ଏକ ଚାମୁଚ ଜୁଆଣି , ଏକ ଚାମୁଚ ପାନମଧୁରୀ ଏବଂ ଅଧା ଚାମୁଚ କଳା ଲୁଣ ଓ କିଛି ମାତ୍ରା ରେ ଆବଶ୍ୟକ ହୋଇଥାଏ ହିଙ୍ଗ ।

ଏକ ପାତ୍ର ରେ ଜିରା ଓ ଜୁଆଣି କୁ ପକେଇ କିଛି ସମୟ ଉତ୍ତାପ ଦେବେ । ଏହା ପରେ ଏହାକୁ  ଗ୍ରାଇଣ୍ଡିଙ୍ଗ କରିନେବେ ଏବଂ ଏଥିରେ ପକେଇବେ ଏକ ଚାମୁଚ ପାନମଧୁରୀ ମିଶେଇ ଗ୍ରାଇଣ୍ଡିଙ୍ଗ କରିନେବେ । ଏହା ଯେବେ ପାଉଡର ରେ ପରିଣତ ହୋଇଯାଏ , ତେବେ ଏହାକୁ ଏକ ଡବା ରେ ନେଇ କଳା ଲୁଣ ମିଶେଇ ରଖିନେବେ ।

 

ଆମେ କରିଥିବା ଏହି ପାଉଡର କୁ ପବନ ଓ ଖରାରୁ ବଞ୍ଚେଇ ରଖିବାର ଅଛି ନଚେତ୍ ଏହା ଖରାପ ହୋଇଯାଇଥାଏ । ଯଦି ଆପଣଙ୍କୁ ଗ୍ୟାଷ୍ଟିକ ବା ଏସିଡିଟି ଆଦି ଅସୁବିଧା ହୋଇଥାଏ , ତେବେ ତୁରନ୍ତ ଏକ ଗ୍ଳାସ ପାଣିରେ ଏହାକୁ ସେବନ କରିବା ଦ୍ଵାରା ଆପଣଙ୍କ  ଅସୁବିଧା ଦୂର ହୋଇଥାଏ ॥ ଏହା ଏକ ବହୁତ ଶକ୍ତିଯୁକ୍ତ ଘରୋଇ ଉପଚାର ଅଟେ । ଯଦି ବହୁତ ଦିନରୁ ଏହି ଭଳି ସମସ୍ୟା ରହିଥାଏ , ତେବେ ଏହି ଉପାୟକୁ ସବୁ ଦିନ କରିପାରିବେ ।

 

ଦିନକର ଖାଇବା ପରେ ବା ରାତ୍ରି ଭୋଜନ ପରେ ଏହାର ସେବନ କରିପାରିବେ ।  ଯଦି ଝାଡା ଯିବା ବା ମୂଳଦ୍ଵାର ସମସ୍ୟା  ର ସମୁଖୀନ ହୋଇଥାଆନ୍ତି , ତେବେ ରାତ୍ରିରେ ଶୋଇବା ପୂବରୁ ନଖ ଉଷୁମ ପାଣିରେ ଏହାକୁ ସେବନ କରନ୍ତୁ । ଏହା ଦ୍ଵାରା  ସକାଳେ ଆପଣଙ୍କ ପେଟ ସଫା ହୋଯାଇଥାଏ ଦିନ ସାରା ଆପଣଙ୍କୁ ପୁର୍ତି ଓ ବହୁତ ଶାନ୍ତି ଅନୁଭବ କରିଥାଆନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button