ଦେଶ ବିଦେଶ

ଯେତେବେଳେ ଆପଣଙ୍କୁ କିଏ ହୃଦୟରୁ ଭାବିଥାଏ ? ସେତେବେଳେ ଆପଣଙ୍କୁ ଏହି 5 ଟି Love Sign ନିହାତି ମିଳେ…

ଦୁନିଆରେ ପ୍ରତ୍ଯେକଟି ବ୍ୟକ୍ତିଙ୍କ ପାଇଁ ତାଙ୍କର ଲାଇଫ ପାର୍ଟନର ହିସାବରେ କେହି ନା କେହି ରହିଥାନ୍ତି । ହେଲେ ଯେଉଁ ପର୍ଯ୍ୟନ୍ତ ଆମେ ଆମ ପାର୍ଟନରକୁ ଦେଖି ନଥାଉ । ଆମେ ଜାଣିପାରିନଥାଉ ସେହି ବ୍ୟକ୍ତି ଜଣଙ୍କ କିଏ ? ହେଲେ ଯଦି ଆପଣଙ୍କୁ କୌଣସି ବ୍ୟକ୍ତି କିମ୍ବା ଆପଣଙ୍କୁ ପସନ୍ଦ କରୁଥିବା ଲୋକ ଆପଣଙ୍କ କଥା ବାରମ୍ବାର ମନେ ପକାଇଥାନ୍ତି । ତେବେ ଆପଣଙ୍କୁ ନିହାତି ଏହି 5 ସଙ୍କେତ ଅନୁଭବ ହୋଇବ । ଯେଉଁ ସଂକେତର ଆଭାଷ ପାଇ ଜାଣିପାରିବେ, ଆପଣଙ୍କୁ ହୃଦୟରୁ କିଏ ମନେ ପକାଉଛି ।

 

ସ୍ଵପ୍ନ;- ଯଦି ବାରମ୍ବାର ଆପଣଙ୍କୁ ଜଣଙ୍କର ଚେହେରା ସ୍ଵପ୍ନରେ ଆସୁଛି । କିଛି ଦିନ ଛାଡି କିଛି ଦିନ ମଧ୍ୟରେ ତାଙ୍କୁ ନେଇ ଆପଣ ସ୍ଵପ୍ନ ଦେଖୁଛନ୍ତି । ତେବେ ଜାଣି ରଖନ୍ତୁ ସେ ଆପଣଙ୍କ କଥା ତାଙ୍କ ହୃଦୟରୁ ହିଁ ଭାବୁଛନ୍ତି ।

ଭାବନା;- ଯଦି ଆପଣ ନିଜକୁ କୌଣସି ନା କୌଣସି କାର୍ଯ୍ୟରେ ବ୍ୟସ୍ତ ରଖି ମଧ୍ୟ କାହାର ଭାବନା ଆପଣଙ୍କ ମନକୁ ଆସିଯାଉଛି । ତାଙ୍କ ଠାରୁ ବହୁତ ଦୂରରେ ରହିକି କିମ୍ବା ତାଙ୍କ କଥା ଆପଣ ନଭାବି ମଧ୍ୟ ତାଙ୍କ କଥା ଆପଣଙ୍କର ମନେ ପଡିଯାଉଛି । ଏହା ମଧ୍ୟ ଏକ ସଂକେତ ଯେ ହୃଦୟରୁ ମନେ ପକାଉଛି ।

 

ଭଲ ଭାବନା;- ଯଦି ଆପଣଙ୍କର ହଟାତ କିଛି କାରଣ ନଥାଇ ମଧ୍ୟ କୌଣସି ନିର୍ଦ୍ଧିଷ୍ଠ କୌଣସି ବ୍ୟକ୍ତି ଆପଣଙ୍କ ସହ କରିଥିବା ଭଲ କଥା ସବୁ ମନେ ପଡିଯାଉଛି । ତେବେ ସେ ନିହାତି ଆପଣଙ୍କ ବିଷୟରେ ସେ ସମୟରେ ହିଁ ବସି ସଉ ଭଲ ଭଲ ଭାବୁଥିବେ ବୋଲି ଜାଣି ରଖନ୍ତୁ ।

ନାମ;- ଯଦି ଆପଣଙ୍କ କଥା ହୃଦୟରୁ କିଏ ଭାବୁଥାଏ ? ତେବେ ତାଙ୍କ ନାମ ଆପଣଙ୍କୁ ସବୁଆଡେ ଦେଖାଯିବାକୁ ଆରମ୍ଭ କରିବ । ଯେପରି ଆପଣ କୁଆଡେ ଯାଇଥିବେ, ହଟାତ କେଉଁ ଜାଗାରେ ବା କାହା ମୁହଁରୁ ତାଙ୍କ ନାମ ଶୁଣିବାକୁ ପାଇବେ । ଟିଭି ବା କୌଣସି ବହି ପଢୁଥିବେ । ହଟାତ ବାରମ୍ବାର ଗୋଟିଏ ନାମ ସାମ୍ନାକୁ ଚାଲି ଆସୁଥିବ ।

 

ମନ ଅସ୍ଥିର;- ଯଦି ଆପଣଙ୍କର କାହା ସହ କୌଣସି ପ୍ରକାର ମନମାଳିନ୍ୟ ହୋଇଯାଇଥିବ । ତାପରେ ତାଙ୍କ ସହ ଆପଣଙ୍କର କଥାବାର୍ତ୍ତା ହେବ ବନ୍ଦ ହୋଇଯାଇଥିବ । ପରେ ପରେ ତାଙ୍କ ସହ ଆପଣ କଥା ନହୋଇବି ଯଦି ସେହି ବ୍ୟକ୍ତିଙ୍କୁ ନେଇ ମନ ଅସ୍ଥିର ରହୁଥିବ । କୌଣସି କାମରେ ମନ ଲାଗୁ ନଥିବ । ତାଙ୍କ ସହ ପୁଣି ସବୁ ରାଗରୁଷା ଭୁଲି କଥା ହେବାକୁ ଇଚ୍ଛା ହେଉଥିବ ।

Related Articles

Leave a Reply

Your email address will not be published. Required fields are marked *

Back to top button