ଦେଶ ବିଦେଶ

ଆଜି ଶପଥ ନେବେ ଚମ୍ପାଇ ସୋରେନ – bajravana

[ad_1]

ରାଞ୍ଚି,୨ /୨ : ଝାଡ଼ଣ୍ଡରରେ ବିଧାୟକ ଦଳ ନେତା ଭାବେ ଚୟନ ହୋଇଥିବା ଜେଏମଏମର ବରିଷ୍ଠ ନେତା ଚମ୍ପାଇ ସୋରେନ ଆଜି ମୁଖ୍ୟମନ୍ତ୍ରୀ ପଦରେ ଶପଥ ନେବେ। ଗୁରୁବାର ରାତିରେ ରାଜ୍ୟପାଳ ସି.ପି. ରାଧାକୃଷ୍ଣନଙ୍କୁ ଚମ୍ପାଇ ସାକ୍ଷାତ କରିଥିଲେ। ଏହା ପରେ ରାଜ୍ୟପାଳ ଜେଏମଏମକୁ ସରକାର ଗଠନ କରିବାକୁ ଆମନ୍ତ୍ରଣ କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ସହ କେତେ ଜଣ ଶପଥ ନେବେ ତାହା ସ୍ପଷ୍ଟ ହୋଇ ନାହିଁ। ରାଜ୍ୟପାଳଙ୍କୁ ସାକ୍ଷାତ କରି ଚମ୍ପାଇ ସୋରେନ ତାଙ୍କ ସମର୍ଥନରେ ୪୩ ବିଧାୟକ ରହିଥିବା ଦାବି କରିଥିଲେ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button