ଖେଳ ଖବର

ଇଣ୍ଡିଆନ୍‌ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌: ଅମିତାଭ ମୁମ୍ବାଇ ମାଲିକ – bajravana

[ad_1]

ନୂଆଦିଲ୍ଲୀ: ମେଗାଷ୍ଟାର୍‌ ଅମିତାଭ ବଚ୍ଚନ ଇଣ୍ଡିଆନ୍‌ ଷ୍ଟ୍ରିଟ୍‌ ପ୍ରିମିୟର ଲିଗ୍‌ (ଆଇଏସ୍‌ପିଏଲ୍‌) ସହ ଯୋଡ଼ି ହୋଇଛନ୍ତି। ଏହି ଟେନିସ ବଲ୍‌ ଟି-୧୦ କ୍ରିକେଟ୍‌ ପ୍ରତିଯୋଗିତାରେ ସେ ମୁମ୍ବାଇ ଦଳର ମାଲିକ ହୋଇଛନ୍ତି। ଏହି ବିଷୟରେ ଅମିତାଭ ନିଜ ବ୍ଲଗ୍‌ରେ ସ୍ପଷ୍ଟ କରିଛନ୍ତି। ଅମିତାଭଙ୍କ ସହ ଅନ୍ୟ ଦୁଇ ଅଭିନେତା ଅକ୍ଷୟ କୁମାର ଓ ହ୍ରିତିକ ରୋଶନ ଯଥାକ୍ରମେ ଶ୍ରୀନଗର ଓ ବେଙ୍ଗାଲୁରୁର ମାଲିକ ଅଛନ୍ତି। ପ୍ରଥମ ଥର ଲାଗି ଆୟୋଜିତ ଏହି ପ୍ରତିଯୋଗିତା ମାର୍ଚ୍ଚ ୨ରୁ ୯ ତାରିଖ ପର୍ଯ୍ୟନ୍ତ ମୁମ୍ବାଇରେ ଖେଳାଯିବ। ୬ ଦଳ ହାଇଦ୍ରାବାଦ, ମୁ୍ମ୍ବାଇ, ବେଙ୍ଗାଲୁରୁ, ଚେନ୍ନାଇ, କୋଲ୍‌କାତା ଓ ଶ୍ରୀନଗର ଭାଗନେବେ। ମୋଟ ୧୯ ମ୍ୟାଚ୍‌ ଖେଳାଯିବ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button