ଅପରାଧ

ଲୁଟେରା ଗ୍ୟାଙ୍ଗ୍‌ ଠାବ : ୪ ଗିରଫ – bajravana

[ad_1]

ଭୁବନେଶ୍ୱର, ୨୦/୦୯ : ଆଜି ଲୁଟେରା ଗ୍ୟାଙ୍ଗକୁ ଠାବ କରିଛି ଯାଜପୁର ପୋଲିସ । ଦଶରଥପୁର ବ୍ଲକ୍ ରାମବାଗ ବାମଦେବପୁର ଗାଁର ସୁଦୀପ ମହାରଣାଙ୍କ ଘରୁ ସୁନା ଓ ରୂପା ଅଳଙ୍କାର ସହିତ ମୋବାଇଲ ଫୋନ ଲୁଟି ନେଇଥିଲେ ଦୁର୍ବୃତ୍ତ । ଏନେଇ ଯାଜପୁର ଥାନାରେ ଅଭିଯୋଗ ହେବା ପରେ ପୋଲିସ ପକ୍ଷରୁ ତଦନ୍ତ ଆରମ୍ଭ କରାଯାଇ ସୁନା ଦୋକାନୀ ମାଲିକଙ୍କ ସମେତ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ମୋଟ୍ ୪ ଜଣ ଅଭିଯୁକ୍ତଙ୍କୁ ଗିରଫ କରାଯାଇଛି । ସେମାନଙ୍କ ନିକଟରୁ ଲକ୍ଷାଧିକ ଟଙ୍କାର ସୁନା ଓ ରୁପା ଅଳଙ୍କାର ଜବତ କରାଯାଇଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button