ଖେଳ ଖବର

ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ ସହ ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପ ଓ ପ୍ୟାରିସ ଅଲମ୍ପିକ ପାଇଁ ନୀରଜ କ୍ୱାଲିଫାୟ – bajravana

[ad_1]

ନୂଆଦିଲ୍ଲୀ: ଭାରତର ଗୋଲ୍ଡେନ ବୟ ନୀରଜ ଚୋପ୍ରା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପ ଓ ପ୍ୟାରିସ ଅଲମ୍ପିକ ୨୦୨୪ ପାଇଁ କ୍ୱାଲିଫାୟ କରିଛନ୍ତି । ନୀରଜ ପ୍ରଥମ ଚେଷ୍ଟାରେ ୮୮.୭୭ ମିଟର ଜାଭଲିନ ଥ୍ରୋ କରିଥିଲେ । ବୁଦ୍ଧାପେଷ୍ଟରେ ଆୟୋଜିତ ହେଉଥିବା ୱାର୍ଲ୍ଡ ଆଥଲେଟିକ୍ସ ଚାମ୍ପିଅନସିପ ଫାଇନାଲ ମୁକାବିଲା ଅଗଷ୍ଟ ୨୭ରେ ଆୟୋଜିତ ହେବ ।

ନୀରଜ ଚୋପ୍ରା ଚଳିତ ସିଜନରେ ନିଜର ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିଛନ୍ତି । ଏହାପୂର୍ବରୁ ୮୮.୬୭ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଥିଲା । ପ୍ୟାରିସ ଅଲମ୍ପିକ ଆଗାମୀ ବର୍ଷ ଜୁଲାଇ ୨୬ରୁ ଅଗଷ୍ଟ ୧୧ ପର୍ଯ୍ୟନ୍ତ ଆୟୋଜିତ ହେବ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button