ଦେଶ ବିଦେଶ

କେବଳ ଅଳ୍ପ ହେଙ୍ଗୁ କିଣି ରଖି ଦିଅନ୍ତୁ ଘରର ଏହି ସ୍ଥାନରେ । କେବଳ ୨୪ ଘଣ୍ଟା ମଧ୍ୟରେ ହେବ ଚମତ୍କାର , ମାତା ଲକ୍ଷ୍ମୀ ହେବେ ପ୍ରସନ୍ନ ।

ଆଜିକାର ଲେଖାରେ ଆମେ ଏକ ଚିମୁଟା ହେଙ୍ଗୁକୁ ପ୍ରୟୋଗ କରି ଆପଣ କିଭଳି ନିଜ ଭାଗ୍ୟକୁ ବଦଳାଇ ପାରିବେ ସେହି ବିଷୟରେ କହିବୁ । ଯଦି ଆପଣ କୌଣସି ବଡ଼ କରଜରେ ଫସି ରହିଛନ୍ତି ଏବଂ ସୁଝିବାକୁ ସମର୍ଥ ହେଉ ନାହାଁନ୍ତି ତେବେ ଏକ ଛୋଟ ହେଙ୍ଗୁ ବୋତଲ ଆଣି ପ୍ରତ୍ୟେକ ଦିନ ସ୍ନାନ ପାଣିରେ ଏକ ଚିମୁଟା ଲେଖାଏଁ ହେଙ୍ଗୁ ମିଶାଇ ସ୍ନାନ କରିବା ଆରମ୍ଭ କରି ଦିଅନ୍ତୁ । ଦେଖିବେ ଆପଣଙ୍କ କରଜ ସମସ୍ୟା ବହୁତ ଜଲଦି ଦୂରେଇ ଯିବ ।

ଘରେ କୌଣସି କାରଣରୁ ବିବାଦ ଦେଖା ଦେଉଥିଲେ କିମ୍ବା କୌଣସି ତନ୍ତ୍ର ମନ୍ତ୍ର କ୍ରିୟା ପ୍ରଭାବ ପକାଉ ଥିଲେ ଏକ ଗ୍ରାମ ହେଙ୍ଗୁ , କର୍ପୂର ଏବଂ ଗୋଲମରିଚ ଗୁଣ୍ଡ ମିଶାଇ ସେଥିରେ ଘିଅ ମିଶାଇ ଛୋଟ ଛୋଟ ଗୋଳି ପ୍ରସ୍ତୁତ କରି ରଖନ୍ତୁ । ତାହାକୁ ପ୍ରତ୍ୟେକ ଦିନ ସକାଳ ସନ୍ଧ୍ୟା ଜଳାଇ ଦେଲେ ନକରାତ୍ମକ ଶକ୍ତି ନଷ୍ଟ ହୋଇଥାଏ । କୌଣସି ଗୁରୁତ୍ତ୍ୱପୂର୍ଣ୍ଣ କାର୍ଯ୍ୟରେ ବାହାରକୁ ଯାଉଥିଲେ ଡାହାଣ ହାତରେ ଏକ ଚିମୁଟା ହେଙ୍ଗୁ ନେଇ ଶ୍ରୀଙ୍ଗ କହି ଖାଇ ଦିଅନ୍ତୁ । ଦେଖିବେ ଆପଣ ନିଜ କାମରେ ନିଶ୍ଚୟ ସଫଳ ହେବେ ।

ଯଦି ଆପଣଙ୍କ ଘରେ ନଜର ଦୋଷ ସମସ୍ୟା ରହିଛି ତେବେ କିଛି ରସୁଣକୁ ପେଷ୍ଟ କରି ତାହାର ରସ ବାହାର କରି ଏକ ଚିମୁଟା ହେଙ୍ଗୁ ମିଶାଇ ରଖି ଦିଅନ୍ତୁ । ତାହାକୁ ପ୍ରତ୍ୟେକ ଦିନ ଓଁ ହନୁମତେ ନମଃ ମନ୍ତ୍ରର ଜପ କରି ନିଜ ହାତରେ ଅଳ୍ପ ଅଳ୍ପ ଲଗାଇ ଦିଅନ୍ତୁ । ଦେଖିବେ ସବୁ ନଜର ଦୋଷ ସମସ୍ୟା ଦୂର ହୋଇଯିବ । ଆପଣ ତାହାକୁ ଚାହିଁଲେ ନିଜ କଣ୍ଠରେ ଅଳ୍ପ ଲଗାଇ ପାରିବେ ।

ଯଦି ଆପଣ ଭାବୁଛନ୍ତି ଯେ ଆପଣଙ୍କ ଉପରେ କେହି ତନ୍ତ୍ର ମନ୍ତ୍ର କ୍ରିୟା କରିଛି ତେବେ ବୁଧବାର ଦିନ ରାତିରେ ଶୋଇବା ପୂର୍ବରୁ ପାଣିରେ ହେଙ୍ଗୁ ମିଶାଇ କୁଳି କରନ୍ତୁ । ତନ୍ତ୍ର ମନ୍ତ୍ର କ୍ରିୟାର ପ୍ରଭାବ ନଷ୍ଟ ହୋଇଯିବ । ଅନେକ ସମୟରେ ଆକସ୍ମିକ ସମସ୍ୟା ବିପଦ ସୃଷ୍ଟି କରିଥାଏ ଏବଂ ହଠାତ ମନରେ ଭୟ ସୃଷ୍ଟି କରିଥାଏ । ତେଣୁ ଏଭଳି ପରିସ୍ଥିତିରେ ଏକ ଚିମୁଟା ହେଙ୍ଗୁ ନେଇ ନିଜ ମୁଣ୍ଡ ପାଖରୁ ଗୋଡ଼ ପର୍ଯ୍ୟନ୍ତ ଓଲଟା ବୁଲାଇ ଏକ ଉଚ୍ଚ ସ୍ଥାନରୁ ଫିଙ୍ଗି ଦିଅନ୍ତୁ ଏବଂ ବିନା ପଛକୁ ବୁଲି ଘରକୁ ପଳାଇ ଆସନ୍ତୁ ।

ଏହି ଉପାୟ ଦ୍ୱାରା ଆପଣଙ୍କର ସବୁ ସମସ୍ୟା ଏବଂ ମନରେ ଭୟ ସମସ୍ୟା ଦୂର ହୋଇଯିବ । ଯଦି ପରିବାରରେ କୌଣସି ବ୍ୟକ୍ତିଙ୍କର ଗମ୍ଭୀର ସ୍ୱାସ୍ଥ୍ୟ ସମସ୍ୟା ଦେଖା ଦେଉଛି ତେବେ ସକାଳୁ ଉଠିବା ମାତ୍ରେ ବ୍ରସ ନାକରି ପାଣିରେ ଏକ ଚିମୁଟା ହେଙ୍ଗୁ ମିଶାଇ କୁଳି କଲେ କୌଣସି ପ୍ରକାରର ସ୍ୱାସ୍ଥ୍ୟ ସମସ୍ୟା ଦୂରେଇ ଯିବ । ଆପଣ କୌଣସି ପ୍ରକାରର ଗମ୍ଭୀର ସମସ୍ୟାରେ ପୀଡ଼ିତ ହୋଇ ଥାଆନ୍ତୁ ନା କାହିଁକି କିମ୍ବା ସୁସ୍ଥ ରହିଲେ ମଧ୍ୟ ସକାଳୁ ଏହି ପାଣିରେ କୁଳି କରିବା ଦ୍ୱାରା ଏକାଧିକ ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦୂର ହୋଇଥାଏ

ଚାକିରୀ ଏବଂ ବ୍ୟବସାୟରେ କୌଣସି ସମସ୍ୟା ଥିଲେ ଡାହାଣ ହାତରେ ଏକ ଚିମୁଟା ହେଙ୍ଗୁ ନିଅନ୍ତୁ ଶ୍ରୀଙ୍ଗ ଶ୍ରୀଙ୍ଗ କହି ଖାଇ ଦିଅନ୍ତୁ । ଏହାପରେ ଆଗକୁ ବଢ଼ି ଯାଆନ୍ତୁ । କୌଣସିବି କାର୍ଯ୍ୟରେ ଆପଣ ହାତ ଦେଲେ ସେଥିରେ ନିଶ୍ଚୟ ସଫଳ ହେବେ । ଅନେକ ସମୟରେ ଏଭଳି ହୋଇଥାଏ ଯେ ଶରୀର ଦୁର୍ବଳ ହୋଇଯାଏ ଏବଂ କାମ କରିବା ବନ୍ଦ କରିଦିଏ । ସେହିସବୁ ସମସ୍ୟାରୁ ମଧ୍ୟ ହେଙ୍ଗୁ ରକ୍ଷା କରିଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button