ଦେଶ ବିଦେଶ

ବାଦଲ ଫଟା ବର୍ଷା, ଭସ୍ଖଳନ: ୧୬ ମୃତ – bajravana

[ad_1]

ହିମାଚଳ ପ୍ରଦେଶରେ ବାଦଲ ଫଟା ବର୍ଷା, ଭରବଳନରେ ୧୬ ଜଣ ମୃତ ହୋଇଥିବା ସୂଚନା ରହିଛି । ୨ଟି ପୃଥକ ସ୍ଥାନରେ ଅଘଟଣ ଯୋଗୁଁ ୧୬ ଜଣଙ୍କର ମୃତ୍ୟୁ ହୋଇଛି । ସୋଲାନ ଜିଲ୍ଲା ଡାଡୋନ ଗାଁରେ ବାଦଲ ଫଟା ବର୍ଷା ଯୋଗୁଁ ୭ ମୃତ ହୋଇଥିଲେ । ସିମଲା ସମର ହିଲ୍ ଶିବ ମନ୍ଦିର ପାଖରେ ଭସ୍ଖଳନରେ ୯ ଜଣ ମୃତ ହୋଇଛନ୍ତି । ଭସ୍ଖଳନ ଯୋଗୁଁ ୩ ମହଲା ବିଶିଷ୍ଟ କଲେଜ ବିଲ୍ଡିଂ ଭୁଶୁଡି ପଡିଲା । ତ୍ୱରିତ ସହାୟତା ଯୋଗାଇବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଛି । ଆଜି ରାଜ୍ୟରେ ସବୁ ଶିକ୍ଷାନୁଷ୍ଠାନରେ ବନ୍ ପାଇଁ ସରକାରଙ୍କ ନଦ୍ଦେଶ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button