ଜ୍ୟୋତିଷ

ଆଖି ଡେଇଁବାର ଅର୍ଥ କଣ ହୋଇଥାଏ ? ଆଖି ଡେଇଁଲେ ହୋଇଥାଏ ଶୁଭ ନା ଅଶୁଭ !

ଆଖି ଡେଇଁବାର ଅର୍ଥ କଣ ? ବନ୍ଧୁଗଣ ଅନେକ ସମୟରେ ଆମର ଆଖି ଡେଇଁବାକୁ ଲାଗିଥାଏ । ତେବେ ଅନେକ ଲୋକ ଏହି ଆଖି ଡେଇଁବା କଥାକୁ ବହୁତ ଗୁରୁତର ଭାବେ ନେଇଥାନ୍ତି । ଅନ୍ୟ କେତେ ଜଣ ଲୋକ ଏହି ଆଖି ଡେଇଁବା କଥାର ମହତ୍ଵ ମଧ୍ୟ ଜାଣିନଥାନ୍ତି । ତେବେ ଆଖି ଡେଇଁବାର ମଧ୍ୟ ଆମ ଜୀବନରେ କିଛି ପ୍ରଭାବ ନିହାତି ଭାବେ ପକାଇଥାଏ । ବନ୍ଧୁଗଣ ସମୁଦ୍ର ଶାସ୍ତ୍ର ଅନୁସାରେ ପ୍ରତ୍ଯେକଟି ବ୍ୟକ୍ତି ପାଖରେ ଏପରି କିଛି ଶକ୍ତି ରହିଛି ।

ଯେଉଁ ଶକ୍ତି ଦ୍ଵାରା ସେ ନିଜ ଜୀବନରେ ଆସିବାକୁ ଯାଉଥିବା ଘଟଣା ବିଷୟରେ କିଛି ସଂକେତ ମାଧ୍ୟମରେ ଜାଣି ପାରିଥାଏ । ତେବେ ଏଠାରେ ଆମେ ଆପଣଙ୍କୁ କହିବୁ । ଡାହାଣ ଆଖି ଡେଇଁବା ଦ୍ଵାରା ପୁରୁଷଙ୍କ ପାଇଁ ଭଲ ହୋଇଥାଏ । ଏଥିସହ ବାମ ଆଖି ଡେଇଁବା ଦ୍ଵାରା ଝିଅ ମାନଙ୍କ ପାଇଁ ଭଲ ହୋଇଥାଏ ।

ଯଦି କୌଣସି ଝିଅ ବା ମହିଳାଙ୍କର ଡାହାଣ ଆଖି ଡେଇଁଥାଏ । ଏହି ଆଖି ଡେଇଁବାର ପରିଣାମ ଶୁଭ ବୋଲି ମନାଯାଇନଥାଏ । ତେଣୁ ଝିଅ ବା ମହିଳାଙ୍କର ଡାହାଣ ଆଖି ଡେଇଁବା ଦ୍ଵାରା ସେମାନେ ବହୁତ ସଚେତନ ହୋଇ ରହିବା ଉଚିତ । ହେଲେ ଅପର ପକ୍ଷରେ ଯଦି ପୁରୁଷ ମାନଙ୍କର ଡାହାଣ ଆଖି ଡେଇଁବାକୁ ଲାଗେ । ତେବେ ଏହା ପୁରୁଷଙ୍କ ପାଇଁ ଖୁସିର ଖବର ହୋଇଥାଏ ବୋଲି ଜାଣିନେବା ଉଚିତ ।

ହେଲେ ପୁରୁଷଙ୍କର ବାମ ଆଖି ଡେଇଁବ ସେମାନଙ୍କ ଜୀବନରେ କିଛି ଦୁଃଖ ବା ଜଟିଳ ସମସ୍ଯା ଆସିବାର ସମ୍ଭାବନା ରହିଥାଏ । ସେହିପରି ନାରୀ ମାନଙ୍କର ବାମ ଆଖି ଡେଇଁବା ସେମାନଙ୍କୁ ଶୁଭ ଫଳ ପ୍ରଦାନ କରିଥାଏ । ତେବେ ସେ ପୁରୁଷ ହେଉ ଅବା ନାରୀ ଯଦି ଉଭୟଙ୍କର 2 ଟି ଆଖି ଡେଇଁଥାଏ ।

ତେବେ ସେମାନଙ୍କ ପାଇଁ ଏହା ସମାନ ପ୍ରକାର ପରିଣାମ ପକାଇଥାଏ । ତେବେ 2 ଆଖି ଡେଇଁବାର ଅର୍ଥ ଏହା ହେଉଛି । ଯେ ସେ ବ୍ୟକ୍ତିକୁ ବହୁତ ଶୀଘ୍ର ତା’ ର କୌଣସି ପୁରୁଣା ମିତ୍ର ସହ ସାକ୍ଷାତ କରିବାର ସଂକେତକୁ ଦର୍ଶାଇଥାଏ । ଏହା ପୁରୁଷ ହେଉ ଅବା ନାରୀ ଉଭୟଙ୍କ ପାଇଁ ସମାନ ହିଁ ହୋଇଥାଏ । ଯଦି କୌଣସି ପୁରୁଷର ବାମ ଆଖିର କୋଣ ଆଖି ପାଖଟି ଡେଇଁଥାଏ । ତେବେ ତାହା ଶୁଭ ହୋଇଥାଏ ।

ଅପର ପକ୍ଷରେ ଡାହାଣ ଆଖିର ନାକର କୋଣ ପାଖ ସ୍ଥାନ ଡେଇଁଥାଏ । ତେବେ ଏହା ନାରୀଙ୍କ ପାଇଁ ଶୁଭ ସଂକେତ ବୋଲି ମାନ୍ୟତା ରହିଛି । ବନ୍ଧୁଗଣ ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ । ଆମ ସହ ଏହିଭଳି ଭାବେ ଯୋଡି ହୋଇରହିଥାନ୍ତୁ । ଏଥିସହ ପେଜକୁ ଲାଇକ୍, କମେଣ୍ଟ ଓ ଶେୟାର ନିହାତି ଭାବ କରନ୍ତୁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button