ରାତିରେ ଶୋଇବା ପୂର୍ବରୁ ଏହି ମନ୍ତ୍ରକୁ କହିଦିଅନ୍ତୁ…. ସେ ଝିଅ ହେଉ କି ପୁଅ ଆପଣଙ୍କୁ ପାଇବା ପାଇଁ ପାଗଳ ହୋଇଯିବ…
ବନ୍ଧୁଗଣ ପୁଅ ମାନେ ଭଲ ଝିଅକୁ ଓ ଝିଅ ମାନେ ଭଲ ପୁଅକୁ ନିଜର ଲଭ ପାର୍ଟନର ରୂପେ ପାଇବାକୁ ଇଛା କରିଥାନ୍ତି । ଯାହା ପରେ ସେହି ସମ୍ପର୍କ ତାଙ୍କର ବିବାହରେ ପରିଣତ ହୋଇଥାଏ । ହେଲେ ଯଦି ଆପଣ କାହାକୁ ମନେ ମନେ ଭଲ ପାଉଛନ୍ତି । ହେଲେ ତାଙ୍କୁ ନିଜର ମନର କଥା କହିପାରୁନାହାନ୍ତି । କି ଆପଣ ଯେତେ ଚେଷ୍ଟା କରିଲେ ମଧ୍ୟ ତାଙ୍କୁ ଆପଣ ପଟାଇ ପାରୁନାହାନ୍ତି । ତେବେ ଆଜି ଆପଣ ଏକ ଏପରି ମନ୍ତ୍ର ବିଷୟରେ ଏଠାରେ ଜାଣିବାକୁ ପାଇବେ ।
ଯାହା ଦ୍ଵାରା ପୁଅ ହେଉ ଅବା ଝିଅ ଆପଣ ନିଜର ବଶୀଭୂତ କରିପାରିବେ । ସେ ମଧ୍ୟ ଆପଣଙ୍କୁ ଧୀରେ ଧୀରେ ଭଲ ପାଇବାକୁ ଆରମ୍ଭ କରିଦେବ । ହେଲେ ଏହି ଉପାୟକୁ ଆପଣ ସଠିକ ସ୍ଥାନରେ ଓ ସଠିକ ରୂପରେ କରିବାକୁ ପଡିବ । ତେବେ ଏହି ମନ୍ତ୍ରକୁ ଆପଣ କେବଳ ଗୁରୁବାର ଦିନ ହିଁ ନିଜ କାର୍ଯ୍ୟରେ ଲଗାଇପାରିବେ ।
ପ୍ରଥମେ ଗୋଟିଏ ସାଧା କାଗଜ ଓ ଗୋଟିଏ ନାଲି କଲମ ଆଣନ୍ତୁ । ତାପରେ ନାଲି କଲମ ଦ୍ଵାରା ସେହି ଧଳା କାଗଜ ଉପରେ ଏପରି କିଛି ମନ୍ତ୍ର ଲେଖି ଦିଅନ୍ତୁ । ତେବେ ସେହି ମନ୍ତ୍ରଟି ହେଉଛି ବଶଂ ଭବଂ ବଶଃ । ଏହି 3 ଟି ଶବ୍ଦକୁ ବଡ ବଡ କରି ସୁନ୍ଦର ଅକ୍ଷରରେ ଲେଖି ଦିଅନ୍ତୁ । ତାପରେ ଏହି ଶବ୍ଦକୁ 3 ଥର କହିଦିଅନ୍ତୁ । ତାପରେ ଆପଣ ଯାହାକୁ ପସନ୍ଦ କରନ୍ତି ତାହାଙ୍କ ନାମ 5 ଥର କହି ଦିଅନ୍ତୁ ।
ଯଦି ଗୁରୁବାର ଦିନ ଏହି ମନ୍ତ୍ରକୁ କହିବା ସହ ସେହି ବ୍ୟକ୍ତିର ନାମକୁ ଆପଣ କୁହନ୍ତି । ତେବେ ଆପଣ ଯାହାକୁ ମନେ ମନେ ପସନ୍ଦ କରୁଛନ୍ତି । ସେ ମଧ୍ୟ ଆପଣଙ୍କୁ ଧୀରେ ଧୀରେ ପସନ୍ଦ କରିବାକୁ ଆରମ୍ଭ କରିଦେବେ । ଆପଣ ଯେମିତି ତାଙ୍କୁ ଭଲ ପାଉଛନ୍ତି,ସେ ମଧ୍ୟ ଆପଣଙ୍କୁ ସେହିପରି ଭଲ ପାଇବା ଆରମ୍ଭ କରିଦେବେ ।
ତେବେ ଏହି ଉପାୟକୁ କରିବା ପର ଦିନ ହିଁ ଆପଣ ତାହାର ରେଜଲ୍ଟ ଦେଖିବା ଆରମ୍ଭ କରିଦେବେ ।ଯାହାଙ୍କ ପାଇଁ ଆପଣ ଏହି ଉପାୟ କରିଥିବେ । ତାଙ୍କ ପକ୍ଷରୁ ଆପଣଙ୍କୁ କିଛି ସଂକେତ ମଧ୍ୟ ମିଳିଯିବ । ହେଲେ ଏହି ଉପାୟକୁ ଗୁରୁବାର ଦିନ ଆପଣଙ୍କୁ ନିଷ୍ଠାର ସହ ଯାହାକୁ ହୃଦୟରୁ ଭଲ ପାଉଛନ୍ତି ତାଙ୍କ ପାଇଁ କରିବାକୁ ପଡିବ ।