ଦେଶ ବିଦେଶ

Kidney କୁ ସଫା କରିବେ କିପରି ? ମାସକୁ ଥରେ ନିଶ୍ଚୟ କରନ୍ତୁ ଏହି ଉପାୟ, କେବେ ବି ହେବନି କିଡନୀ ଫେଲ…

ପ୍ରାୟତଃ ସାଙ୍ଗ ମାନେ ଆମେ ସମସ୍ତେ ହିଁ ଲିଭର ଓ ପେଟ କୁ ସଫା ରଖିବା ଅଧିକ ଗୁରୁତ୍ଵ ଦେଇ ଥାନ୍ତି । ସାଧାରଣତଃ ଅନେକ ଲୋକ କିଡନୀ ର ସଫା କୁ ଅଧିକ ଗୁରୁତ୍ଵ ଦେଇ ନଥାନ୍ତି । କିନ୍ତୁ କିଡନୀ ଆମ ଶରୀର ର ଏକ ଏପରି ଅଙ୍ଗ ଅଟେ ଯାହାକୁ ମଝିରେ ମଝିରେ ସାଫା କରିବା ନିହାତି ଆବଶ୍ୟକ ଅଟେ । କାରଣ ଏହା ଆମ ଶରୀର ର କେବଳ ରକ୍ତ କୁ ପରିଷ୍କାର କରିବା ରେ ସାହାର୍ଯ୍ୟ କରି ନ ଥାଏ ।

ତାହାଛଡା ଏହା ଆମ ଶରୀରର ଅନେକ ଅପରିଷ୍କାର ପଦାର୍ଥ କୁ ମଧ୍ୟ ପିୟୁରିଫାଏ କରି ପରିସ୍ରା ସାହାର୍ଯ୍ୟ ରେ ଶରୀର ରୁ ବାହାର କରିବାକୁ ମଧ୍ୟ ସାହାର୍ଯ୍ୟ କରିଥାଏ । ଯଦି ଆମେ ମଝିରେ ମଝିରେ କିଡନୀ କୁ ସଫା କରି ନଥାନ୍ତି, ତେବେ ଅନେକ ଗୁଡିଏ ବିଷକ୍ତ ପଦାର୍ଥ ଆମ କିଡନୀ ରେ ଲାଗି ଲାଗି ପରେ ବହୁତ ବଡ କିଡନୀ ସମସ୍ଯା ରୂପେ ସମ୍ମୁଖ କୁ ଆସିଥାଏ ।

କିଡନୀ ଆମ ଶରୀର ର ଏକ ଅତ୍ୟନ୍ତ ଗୁରୁତ୍ଵ ପୂର୍ଣ୍ଣ ଅଙ୍ଗ ଅଟେ । ତେଣୁ ପ୍ରତ୍ଯେକ ବ୍ୟକ୍ତି କୁ ନିଜ କିଡନୀ ସଚେତନ ରହିବା ନିହାତି ଆବଶ୍ୟକ ।  ଆଜି ଆମେ ଆପଣ ମାନଙ୍କ ପାଇଁ ନେଇ ଆସିଛୁ, ଏପରି ଏକ ଘରୋଇ ଉପଚାର ଯାହା ସାହାର୍ଯ୍ୟରେ ଆପଣ ଅତି ସହଜ ରେ ହିଁ ଘରେ ରହି ନିଜର କିଡନୀ କୁ ସଫା ଓ ସୁସ୍ଥ କରି ପାରିବେ ।

ଳା ପୋଡା, ରହି ରହି ପରିସ୍ରା ଲାଗିବା । ବାମ ପାଟ ବା ଦହନ ପାଟ କିଡନୀ ରେ ଭୀଷଣ ଜୋର ରେ ପୀଡା ବା କଷ୍ଟ ଅନୁଭବ ହେବା ତଥା ଜ୍ଵର, କଫ, କମ୍ପ ସହ ବାନ୍ତି ଆସିବା ମଧ୍ୟ କିଡନୀ ଜନିତ ସମସ୍ଯା ର ଲକ୍ଷଣ ଅଟେ । କିନ୍ତୁ ଆୟୁର୍ବେଦିକ ରେ କିଛି ଏପରି ରେମିଡି ବିଷୟରେ ଉଲ୍ଲେଖ ହୋଇ ରହିଅଛି, ଯାହା ସହାୟତା ରେ ଆପଣ ମାତ୍ର 24 ଘଣ୍ଟା ମଧ୍ୟରେ ନିଜ କିଡନୀ କୁ ସୁସ୍ଥ ଓ ସୁରକ୍ଷିତ କରି ପାରିବେ । ଏହା ପାଇଁ ଆପଣ ଙ୍କୁ ଆବଶ୍ୟକ ପଡିବ ଧନିଆ ର, ଏହା ଆମ ଶରୀରର କିଡନୀ କୁ ସଫା କରିବା ପାଇଁ ବହୁତ ହିଁ ଭଲ ହୋଇଥାଏ । ଏହା ଆମ କିଡନୀ କୁ ସଫା କରିବା ସହ କିଡନୀ କୁ ବହୁ ପ୍ରକାରର ରୋଗ ରୁ ମଧ୍ୟ ରକ୍ଷା କରିଥାଏ ।

ଆଜିର ଏହି ଉପଚାର ଟି କୁ ପ୍ରସ୍ତୁତ କରିବା ପାଇଁ ସର୍ବ ପ୍ରଥେମ ଏକ ଚାମଚ ଧନିଆ କୁ ନେଇ ଦର ଦର ଛେଚା କରି ଛେଚି ନିଅନ୍ତୁ । ବର୍ତ୍ତମାନ ଏକ ଗ୍ଳାସ ପାଣି ରେ ଏହି ଧନିଆ କୁ ପକାଇଆ 2 ରୁ 3 ଗହନ୍ତା ଏପାଇଁ ଛାଡି ଦିଅନ୍ତୁ । ଏହା ପରେ ସେହି ପାଣି କୁ ଏକ ପାତ୍ର ରେ ଢାଳି ସେଥିରେ ଏକ ଚାମଚ ଜୀରା ଓ ସ୍ଲାଏ ସ୍ଲାଏ କରି କାଟିଥିବା ଲେମ୍ବୁ 4 ରୁ 5 ଖଣ୍ଡ ସେହି ପାଣି ରେ ପକାଇ ତାହାକୁ ଭଲ ଭାବରେ କିଛି ସମୟ ପାଇଁ ଫୁଟାଇ କାଢି ଦିଅନ୍ତୁ । ଏହାପରେ ଏହାକୁ ଏକ କପ ରେ ଛାଣି ନିଅନ୍ତୁ ।

ବର୍ତ୍ତମାନ ଆପଣ ଏଥିରେ ସ୍ଵାଦ ପାଇଁ କିଛି ମହୁ ବା ସାମାନ୍ୟ କିଛି ବିଟ ଲୁଣ ବା ସନ୍ଧେବ ଲୁଣ ମିଶାଇ ପାରିବେ । ଏହି ଡ୍ରିଂକ୍ସ ଟି କୁ ଆପଣ ସକାଳେ ବା ଦ୍ଵିପହର ରେ ଖାଇବା 30 ମିନିଟ ପରେ ବା ପୂର୍ବରୁ ସେବନ କରି ପାରିବେ । ଏହି ଡ୍ରିଂକ୍ସ ମାତ୍ର କିଛି ଦିନ ହିଁ ସେବନ କରିବା ଦ୍ଵାରା ଆପଣ ଙ୍କର କିଡନୀ ସଂପୂର୍ଣ୍ଣ ରୂପରେ ସୁସ୍ଥ ହୋଇଯିବ । ତେବେ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗିଥାଏ ତେବେ ପାନ ଆମର ଏହି ପୋଷ୍ଟ ଟିକୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button