ଦେଶ ବିଦେଶ

ଯାହା ଉପରେ ଗୁଣି ଗାରେଡି, କଳା ଯାଦୁ, ତନ୍ତ୍ର ମନ୍ତ୍ର ହେବ ତାଙ୍କ ଠାରେ ଏହି ସଂକେତ ଦେଖାଯିବ | ଗୁଣି ଗାରେଡି ର 5 ସଂକେତ |

ଅନେକ ସମୟରେ ଆମ ଅଜାଣତ ରେ ଆମ ଉପରେ ତନ୍ତ୍ର ମନ୍ତ୍ର ହୋଇ ଯାଇଥାଏ | ଏବଂ ଜୀବନ ରେ ଦୁଃଖ କଷ୍ଟ ସର୍ବଦା ବନି ରହିଥାଏ | ତେବେ ଏମିତି ପରିସ୍ଥିତି ରେ ଆମକୁ ଭାବିବାକୁ ପଡିଥାଏ କି ଏହିପରି କାହିଁକି ହେଉଛି | ତେବେ ଆଜି ଆମେ ଆପଣଙ୍କୁ ଗୁଣି ଗାରେଡି ତନ୍ତ୍ର ମନ୍ତ୍ର ହେବାର ସଂକେତ ବିଷୟରେ ଜଣେଇବୁ | ଏହା ସହ ଏହି ବାଧା ରୁ କିପରି ମୁକ୍ତ ହେଇପାରିବେ ସେହି ବିଷୟରେ ମଧ୍ୟ ଏହି ପୋଷ୍ଟ ରେ ଆଲୋଚନା କରିବୁ | ତେବେ ଆସନ୍ତୁ ଜାଣିବା ତନ୍ତ୍ର ମନ୍ତ୍ର ଏବଂ ଗୁଣି ଗାରେଡି ସଂକେତକୁ-

ଯେଉଁ ପ୍ରକାର ରେ ସକାରାତ୍ମକ ଉର୍ଜା ରହିଛି ଠିକ ସେହିପରି ନକାରାତ୍ମକ ଉର୍ଜା ମଧ୍ୟ ଅଛି | ଯେମିତି ଦୈବୀକ ଶକ୍ତି ଅଛି ଠିକ ସେମିତି ଅଶୁର ଶକ୍ତି ବି ରହିଛି, ତେବେ ନକାରାତ୍ମକ ଉର୍ଜା ଓ ଅସୁର ଶକ୍ତି ବଢିବା ଦ୍ୱାରା ଜୀବନ ରେ ଦୁଃଖ କଷ୍ଟ ଭରିଯାଏ | ବନ୍ଧୁଗଣ କାହାର ଅନିଷ୍ଟ କରିବା ପାଇଁ ଲୋକେ ଦାନବ ଙ୍କ ସହାୟତା ନେଇଥାନ୍ତି |

ରାକ୍ଷସ ବା ଦାନବ ଅତି ଶୀଘ୍ର ପ୍ରସନ୍ନ ହୋଇଯାନ୍ତି ଏବଂ ସେମାନଙ୍କ ଶକ୍ତି ମଧ୍ୟ ବହୁତ ଅଧିକ ହୋଇଥାଏ | ତେବେ ଆସନ୍ତୁ ଜାଣିବା ଯଦି ଆପଣଙ୍କ ଜୀବନ ରେ ଦୁଃଖ କଷ୍ଟ ରହିଛି ତାହାର କାରଣ ଗ୍ରହ ନକ୍ଷତ୍ର ର ଅବସ୍ଥିତି କିମ୍ବା ଗୁଣି ଗାରେଡି |

ତେବେ ଆସନ୍ତୁ ଜାଣିବା ସେହି ସଂକେତ ବିଷୟରେ –

1. ଗୁଣି ଗାରେଡି ପ୍ରଥମେ ମାନସିକ ସ୍ତର ରେ ପରିବର୍ତ୍ତନ ଆଣିଥାଏ | ଏହାର ଅର୍ଥ ଆପଣ ବାରମ୍ବାର ଏଣୁ ତେଣୁ କଥା ରେ ଅଟକି ଯିବେ | ମନ ମସ୍ତିଷ୍କ ସର୍ବଦା ଅଶାନ୍ତି ରହିବ | ଆପଣ ଚାହିଁକି ବି କୌଣସି କାର୍ଯ୍ୟ ରେ ମନ ଲଗେଇ ପାରିବେ ନାହିଁ | କାରଣ ଯେଉଁ ସ୍ଥାନ ରେ ସକାରାତ୍ମକ ଉର୍ଜା ରହିଥାଏ ସେଇଠାରେ ସର୍ବଦା ଖୁସି ଏବଂ ସକାରାତ୍ମକ ଭାବନା ରହିଥାଏ | କିନ୍ତୁ ନକାରାତ୍ମକ ଶକ୍ତି ସର୍ବଦା ନକାରାତ୍ମକ ପ୍ରଭାବ ପକେଇଥାଏ |

2. ଘରେ ସର୍ବଦା କଳି ଝଗଡା ଲାଗି ରହିଥାଏ,ଏବଂ ଯାହାକୁ ଅଧିକ ଭଲପାଆନ୍ତି ତାଙ୍କୁ ହିଁ ସବୁଠାରୁ ଅଧିକ ଘୃଣା କରିବାକୁ ଲାଗନ୍ତି | ତେବେ ଏହାର ଅର୍ଥ କେହି ଆପଣଙ୍କ ଘର ପରିବାର ଉପରେ ତନ୍ତ୍ର ମନ୍ତ୍ର କରିଦେଇଛି | ନକାରାତ୍ମକ ଉର୍ଜା ଆପଣଙ୍କ ଘର ପରିବାରର ହସ ଖୁସି କୁ କମ କରିଦେଇଥାଏ |

3.ଯଦି ଆପଣଙ୍କ ଘରକୁ କୌଣସି ପକ୍ଷୀ ବାରମ୍ବାର ଆସୁଛି ଏବଂ ମରିଯାଉଛି | ତେବେ ଏହାର ଅର୍ଥ ଆପଣଙ୍କ ଉପରେ କେହି ତନ୍ତ୍ର ମନ୍ତ୍ର କରିଛି | କାରଣ ଆପଣଙ୍କ ଘରେ ଯଦି କୌଣସି ପକ୍ଷୀ ମରିକି ପଡ଼େ ତେବେ ଏହାର ଆପଣଙ୍କ ଉପରେ କେହି ପ୍ରଚଣ୍ଡ ଗୁଣି କରିଛି

4.ଗୁଣି ଗାରେଡି ହୋଇଥିବା ଲୋକ ସଦା ସର୍ବଦା ଦୁନିଆ ରୁ ନିଜକୁ ଅଲଗା ଭାବିଥାଏ | ସମସ୍ତ ଠାରୁ ଦୁରକୁ ଚାଲିଯାଏ, ନିଜକୁ ଏକୁଟିଆ ଅନୁଭବ କରେ | ମନର ବ୍ୟବସ୍ଥା ତାକୁ ମାରି ଖାଇଥାଏ | ଏହାର ଅର୍ଥ ମଧ୍ୟ ଏହା ହୋଇଥାଏ କି ଆପଣଙ୍କୁ ଗୁଣି ହେଇଚି |

Related Articles

Leave a Reply

Your email address will not be published. Required fields are marked *

Back to top button