– ଗୋଟିଏ ହିଁ ଶବ୍ଦ ଆସିବ ! ଜଣେ___ସ୍ତ୍ରୀ___ଶାଢୀ ପିନ୍ଧିକି___ ପୂଜା କରିବାକୁ ଗଲା ? କଣ ଆପଣ କହି ପାରିବେ ଏହାର ଉତ୍ତର କଣ ?
ଆଜି ଆମ୍ଭେ ଆପଣ ମାନଙ୍କୁ କିଛି ବିଶେଷ ପ୍ରଶ୍ନ ଉତ୍ତର ସମ୍ବନ୍ଧରେ କହିବାକୁ ଯାଉଅଛୁ ଯାହା ଆପଣ ମାନଙ୍କୁ ଅନେକ ଜାଗାରେ ବୁଦ୍ଧିମାନ ର ପରିଚୟ ଦେବେ । ବିଶେଷ କରି ଏହା ଛାତ୍ରଛାତ୍ରୀ ଙ୍କ ପାଇଁ ଲାଭ ଦାୟକ ହେବ । ଏହି ସବୁ ପ୍ରଶ୍ନ ଓ ଉତ୍ତର ଗୁଡିକ ଆପଣ ମାନେ ଉତ୍କଣ୍ଠା ର ସହିତ ପଢିବାକୁ ଲାଗିବେ । ଏହା ଦ୍ଵାରା ବିଶେଷ କରି ଛାତ୍ର ଛାତ୍ରୀ ମାନେ ଉତ୍ତୀର୍ଣ୍ଣ ହେବେ ।
ପରୀକ୍ଷା ସମୟରେ ସାଧାରଣ ଜ୍ଞାନ ସମ୍ବନ୍ଧୀୟ ପ୍ରଶ୍ନ ପଚରା ଯାଇଥାଏ । ଏଣୁ ଏହି ବିବରଣୀ ଟି ବିଦ୍ୟାର୍ଥୀ ମାନଙ୍କ ପାଇଁ ବେସ ଆନନ୍ଦ ଦାୟକ ରହିବ । ତେବେ ଆସନ୍ତୁ ଜାଣି ନେବା ସଂପୂର୍ଣ୍ଣ ବିବରଣୀ । ୧- ଏମିତି କଣ ଅଛି ଯାହା ଆମ ପାଖରେ ଥାଏ ଆମେ ତାକୁ ଦେଖିପାରୁ କିନ୍ତୁ ଧରିପାରି ନ ଥାଉ ?
ଉତ୍ତର- ଛାଇ ।
୨- ସେ କଣ ଯାହାକୁ ଆପଣ ଥରେ ଖାଇ ଦ୍ଵିତୀୟ ଥର ଖାଇପାରିବେ ନାହି ?
ଉତ୍ତର- ଧୋକା ।
୩- ସେ ଦୁଇଟି ଦାନ କଣ ଯାହା ଗରିବ ଓ ଧନୀ ଉଭୟ କରିଥାନ୍ତି ?
ଉତ୍ତର- ମତଦାନ ବା କନ୍ୟାଦାନ ।
୪- ଏମିତି କଣ ଯାହା ଆଣିକୁ ଖୁଆଇଥାନ୍ତି କିନ୍ତୁ ନିଜେ ଖାଇ ନ ଥାନ୍ତି ?
ଉତ୍ତର- ଚାମଚ ।
୫- ସୂର୍ଯ୍ୟ ପ୍ରଥମେ କେଉଁ ଦେଶରେ ଉଦୟ ହୋଇଥାଏ ?
ଉତ୍ତର- ନ୍ୟୁଜଲ୍ୟାଣ୍ଡ ।
୬- କେଉଁ ପଶୁକୁ ରେଗିସ୍ତାନର ଜାହାଜ କୁହାଯାଏ ?
ଉତ୍ତର- ଓଟ ।
୭- “ବେଦ ଆଡକୁ ଫେର” ର ନାରା କିଏ ଦେଇଥିଲେ ?
ଉତ୍ତର- ସ୍ଵାମୀ ଦୟାନନ୍ଦ ସରସ୍ଵତୀ ।
୮- କ୍ଷୀରରେ ସବୁଠାରୁ ଅଧିକା କେଉଁ ଭିଟାମିନ ମିଳିଥାଏ ?
ଉତ୍ତର- କ୍ୟାଲସିୟମ ।
୯- ଗୁରୁତ୍କାକର୍ଷଣ ର ସନ୍ଧାନ କିଏ କରିଥିଲେ ?
ଉତ୍ତର- ଆଇଜକ ନ୍ୟୁଟନ ।
୧୦- ଦିଲ୍ଲୀରେ ଜାମା ମସଜିଦର ନିର୍ମାଣ କିଏ କରିଥିଲେ ?
ଉତ୍ତର- ଶାହଜାହାନ ।
୧୧- ମାନବ ଶରୀରର ସବୁଠାରୁ ବଡ ଗ୍ରନ୍ଥି କଣ ?
ଉତ୍ତର- ଲିଭର ।
୧୨- କେଉଁ ଦେଶରେ କଳା ରଙ୍ଗର ହଂସ ଦେଖାଯାଏ ?
ଉତ୍ତର- ଅଷ୍ଟ୍ରେଲିୟା ।
୧୩- କେଉଁ ଦେଶରେ ନିଜର ସେନା ନାହି ?
ଉତ୍ତର- ଆଇସଲ୍ୟାଣ୍ଡ ।
୧୪- କୋରୋନା ଭ୍ୟାକସିନର ସନ୍ଧାନ ପ୍ରଥମେ କେଉଁ ଦେଶ କରିଥିଲା ?
ଉତ୍ତର- ଋଷ ।
୧୫- ଗାନ୍ଧାରୀ ଜନପଦର ରାଜଧାନୀ କିଏ ?
ଉତ୍ତର- ତକ୍ଷଶୀଳା ।
୧୬- ପ୍ଲାସୀର ଯୁଦ୍ଧ କେବେ ହୋଇଥିଲା ?
ଉତ୍ତର- ୧୭୫୭ଇ. ।
୧୭- ଷ୍ଟେଚୁ ଅଫ ୟୁନିଟି କେଉଁ ରାଜ୍ୟରେ ଅଛି ?
ଉତ୍ତର- ଗୁଜୁରାଟ ।
୧୮- ସିକନ୍ଦର ଭାରତ ଉପରେ କେବେ ଆକ୍ରମଣ କରିଥିଲେ ?
ଉତ୍ତର- ୩୨୬ଇ. ପୂର୍ବରୁ ।
୧୯- ଶୁଦ୍ଧତା ସୁନା କେତେ କ୍ୟାରେଟର ହୋଇଥାଏ ?
ଉତ୍ତର- ୨୪ ।
୨୦- ଗୋଟେ କିଡନୀର ଓଜନ କେତେ ଗ୍ରାମ ହୋଇଥାଏ ?
ଉତ୍ତର- ୧୫୦ ଗ୍ରାମ ।
୨୧- ଦୁନିଆର ସବୁଠାରୁ ଶକ୍ତିଶାଳୀ ପାସୱାର୍ଡ କେଉଁ ଦେଶର ଅଟେ ?
ଉତ୍ତର- ଜାପାନ ।
୨୨- ଗୋଟେ ହିଁ ଶବ୍ଦ ଆସିବ । ଜଣେ ସ୍ତ୍ରୀ ଶାଢୀ ପିନ୍ଧି କି ପୂଜା କରିବାକୁ ଗଲା ?
ଉତ୍ତର- କଳା ।