କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ? କଣ ଆପଣ କହି ପାରିବେ ?
ସୂଚନା ଅନୁଯାଇ ବିଜ୍ଞାନ ସହିତ ସମ୍ବଦ୍ଧିତ ଅନେକ କଥା ରହିଛି । ଯାହାକୁ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । କାରଣ ବିଜ୍ଞାନ ସମ୍ବଦ୍ଧିତ କିଛି କିଛି ଜ୍ଞାନ ଆହରଣ କରିବା ଦ୍ଵାରା ଏହା ଆମକୁ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବହୁ ସହାୟକ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ବିଷୟରେ ଆଲୋଚନା କରି ଜାଣିନେବା । ଏହା ସହିତ ନିଜ ନିଜର ଜ୍ଞାନ ମଧ୍ୟ ବଢାଇବା ।
୧;- ମହାଭାରତ କେଉଁ ଭାଷାରେ ଲେଖା ହୋଇଛି ?
ଉତ୍ତର;-ମହାଭାରତ ସଂସ୍କୃତ ଭାଷାରେ ଲେଖା ହୋଇଛି ।
୨;-କେଉଁ ଜୀବର ୪ ଟି ପାକସ୍ଥଳୀ ରହିଥାଏ ଥାଏ ?
ରହିଥାଏ ।
୩;- କେଉଁ ଜୀବ ୩ ବର୍ଷ ଶୁଏ ?
ଉତ୍ତର;-ଗେଣ୍ଡା ୩ ବର୍ଷ ଶୋଇଥାଏ ।
୪;- କେଉଁ ଜୀବ ଛିଡା ହୋଇ ଶୁଏ ?
ଉତ୍ତର;- ଘୋଡା ଛିଡା ହୋଇ ଶୁଏ ।
୫;- କେଉଁ ଜୀବ ଶୁଏ ନାହିଁ ?
ଉତ୍ତର;- ପିମ୍ପୁଡି ଶୁଏ ନାହିଁ ।
୬;-କେଉଁ ଜୀବ ୧୦୦ ଟି ଶବ୍ଦ କରେ ?
ଉତ୍ତର;- ବିରାଡି ୧୦୦ଟି ଶବ୍ଦ କରେ ।
୭;-କେଉଁ ଜୀବ ପାଟିରେ ଚାଲେ ?
ଉତ୍ତର;-ଗେଣ୍ଡା ପାଟିରେ ଚାଲି ଥାଏ ।
୮;- କେଉଁ ଜୀବର ରକ୍ତ ନୀଳ ଅଟେ ?
ଉତ୍ତର;- ଝିଣ୍ଟିକାର ରକ୍ତ ନୀଳ ଅଟେ ।
୯;-ବିଶ୍ଵରେ କେଉଁ ଦେଶରେ ୨ ମୁଣ୍ଡିଆ କଇଞ୍ଛ ଅଧିକ ଦେଖାଜାଆନ୍ତି ?
ଉତ୍ତର;-ବିଶ୍ଵରେ ଆମେରିକା ଦେଶରେ ୨ ମୁଣ୍ଡିଆ କଇଞ୍ଛ ଦେଖାଯାଇଥାଏ ।
୧୦;-କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?
ଉତ୍ତର;-ଇଥୋପିଆ ଦେଶରେ ସ୍ତ୍ରୀ ଲୋକଙ୍କର ନିଶା ଓ ଦାଢି ଉଠିଥାଏ ।
୧୧;-ହକି ଖେଳର ଜାଦୁଗର କାହାକୁ କୁହାଯାଏ ?
ଉତ୍ତର;-ଧ୍ୟାନଚାନ୍ଦଙ୍କୁ ହକି ଖେଳର ଯାଦୁଗର କୁହାଯାଏ ।
୧୨;-ଦୂରବୀକ୍ଷଣ ଜନ୍ତ୍ର କିଏ ଉଦ୍ଭାବନ କରିଥିଲେ ?
ଉତ୍ତର;-ହ୍ଯାନ୍ସ ଲିପରି ଦୂରବୀକ୍ଷଣ ଜନ୍ତ୍ର ଉଦ୍ଭାବନ କରିଥିଲେ ।
୧୩;-ତାଜମହଲର ନିର୍ମାଣ କିଏ କରିଥିଲେ ?
ଉତ୍ତର;-ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ ।
୧୪;-ଭାରତର ଜାତୀୟ ଜଳଜୀବ କିଏ ?
ଉତ୍ତର;-ଡଲଫିନ ହେଉଛି ଭାରତର ଜାତୀୟ ଜଳଜୀବ ।
୧୫;-ତାଜମହଲ କେଉଁ ନଦୀ କୁଳରେ ଅବସ୍ଥିତ ?
ଉତ୍ତର;-ଯମୁନା ନଦୀ ।
୧୬;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?
ଉତ୍ତର;- କୋଇଲି ପକ୍ଷୀ ଅଣ୍ଡା କିନ୍ତୁ ଛୁଆ ଫୁଟାଏ ନାହିଁ ।
୧୭;-ଭାଙ୍ଗଡା କେଉଁ ରାଜ୍ୟର ଲୋକପ୍ରସିଦ୍ଧି ନୃତ୍ୟ ?
ଉତ୍ତର;-ପଞ୍ଜାବର ଭାଙ୍ଗଡା ହେଉଛି ଲୋକପ୍ରସିଦ୍ଧି ନୃତ୍ୟ ।
୧୮;-କେଉଁ ଦେଶରେ ନୀଳ ଜିନ୍ସ ପିନ୍ଧିବା ମନା ?
ଉତ୍ତର;-ଉତ୍ତରକୋରିଆରେ ନୀଳ ଜିନ୍ସ ପିନ୍ଧିବା ମନା ଅଟେ ।