ଦେଶ ବିଦେଶ

କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ? କଣ ଆପଣ କହି ପାରିବେ ?

ସୂଚନା ଅନୁଯାଇ ବିଜ୍ଞାନ ସହିତ ସମ୍ବଦ୍ଧିତ ଅନେକ କଥା ରହିଛି । ଯାହାକୁ ଜାଣିବା ନିତାନ୍ତ ଆବଶ୍ୟକ ହୋଇଥାଏ । କାରଣ ବିଜ୍ଞାନ ସମ୍ବଦ୍ଧିତ କିଛି କିଛି ଜ୍ଞାନ ଆହରଣ କରିବା ଦ୍ଵାରା ଏହା ଆମକୁ ଶିକ୍ଷା ତଥା ଅନ୍ୟାନ୍ୟ କ୍ଷେତ୍ରରେ ବହୁ ସହାୟକ ହୋଇଥାଏ । ତେବେ ଚାଲନ୍ତୁ ସେହିପରି କିଛି ଜ୍ଞାନପୂର୍ଣ୍ଣ କଥା ବିଷୟରେ ଆଲୋଚନା କରି ଜାଣିନେବା । ଏହା ସହିତ ନିଜ ନିଜର ଜ୍ଞାନ ମଧ୍ୟ ବଢାଇବା ।

 

୧;- ମହାଭାରତ କେଉଁ ଭାଷାରେ ଲେଖା ହୋଇଛି ?

ଉତ୍ତର;-ମହାଭାରତ ସଂସ୍କୃତ ଭାଷାରେ ଲେଖା ହୋଇଛି ।

୨;-କେଉଁ ଜୀବର ୪ ଟି ପାକସ୍ଥଳୀ ରହିଥାଏ ଥାଏ ?

ରହିଥାଏ ।

୩;- କେଉଁ ଜୀବ ୩ ବର୍ଷ ଶୁଏ ?

ଉତ୍ତର;-ଗେଣ୍ଡା ୩ ବର୍ଷ ଶୋଇଥାଏ ।

୪;- କେଉଁ ଜୀବ ଛିଡା ହୋଇ ଶୁଏ ?

ଉତ୍ତର;- ଘୋଡା ଛିଡା ହୋଇ ଶୁଏ ।

୫;- କେଉଁ ଜୀବ ଶୁଏ ନାହିଁ ?

ଉତ୍ତର;- ପିମ୍ପୁଡି ଶୁଏ ନାହିଁ ।

୬;-କେଉଁ ଜୀବ ୧୦୦ ଟି ଶବ୍ଦ କରେ ?

ଉତ୍ତର;- ବିରାଡି ୧୦୦ଟି ଶବ୍ଦ କରେ ।

୭;-କେଉଁ ଜୀବ ପାଟିରେ ଚାଲେ ?

ଉତ୍ତର;-ଗେଣ୍ଡା ପାଟିରେ ଚାଲି ଥାଏ ।

୮;- କେଉଁ ଜୀବର ରକ୍ତ ନୀଳ ଅଟେ ?

ଉତ୍ତର;- ଝିଣ୍ଟିକାର ରକ୍ତ ନୀଳ ଅଟେ ।

୯;-ବିଶ୍ଵରେ କେଉଁ ଦେଶରେ ୨ ମୁଣ୍ଡିଆ କଇଞ୍ଛ ଅଧିକ ଦେଖାଜାଆନ୍ତି ?

ଉତ୍ତର;-ବିଶ୍ଵରେ ଆମେରିକା ଦେଶରେ ୨ ମୁଣ୍ଡିଆ କଇଞ୍ଛ ଦେଖାଯାଇଥାଏ ।

୧୦;-କେଉଁ ଦେଶର ସ୍ତ୍ରୀ ଲୋକ ମାନଙ୍କର ନିଶ ଓ ଦାଢି ଉଠିଥାଏ ?

ଉତ୍ତର;-ଇଥୋପିଆ ଦେଶରେ ସ୍ତ୍ରୀ ଲୋକଙ୍କର ନିଶା ଓ ଦାଢି ଉଠିଥାଏ ।

୧୧;-ହକି ଖେଳର ଜାଦୁଗର କାହାକୁ କୁହାଯାଏ ?

ଉତ୍ତର;-ଧ୍ୟାନଚାନ୍ଦଙ୍କୁ ହକି ଖେଳର ଯାଦୁଗର କୁହାଯାଏ ।

୧୨;-ଦୂରବୀକ୍ଷଣ ଜନ୍ତ୍ର କିଏ ଉଦ୍ଭାବନ କରିଥିଲେ ?

ଉତ୍ତର;-ହ୍ଯାନ୍ସ ଲିପରି ଦୂରବୀକ୍ଷଣ ଜନ୍ତ୍ର ଉଦ୍ଭାବନ କରିଥିଲେ ।

 

୧୩;-ତାଜମହଲର ନିର୍ମାଣ କିଏ କରିଥିଲେ ?

ଉତ୍ତର;-ଶାହାଜାହାନ ତାଜମହଲ ନିର୍ମାଣ କରିଥିଲେ ।

୧୪;-ଭାରତର ଜାତୀୟ ଜଳଜୀବ କିଏ ?

ଉତ୍ତର;-ଡଲଫିନ ହେଉଛି ଭାରତର ଜାତୀୟ ଜଳଜୀବ ।

୧୫;-ତାଜମହଲ କେଉଁ ନଦୀ କୁଳରେ ଅବସ୍ଥିତ ?

ଉତ୍ତର;-ଯମୁନା ନଦୀ ।

୧୬;- କେଉଁ ପକ୍ଷୀ ଅଣ୍ଡା ଦିଏ କିନ୍ତୁ ଛୁଆ ଫୁଟାଏ ନାହିଁ ?

ଉତ୍ତର;- କୋଇଲି ପକ୍ଷୀ ଅଣ୍ଡା କିନ୍ତୁ ଛୁଆ ଫୁଟାଏ ନାହିଁ  ।

୧୭;-ଭାଙ୍ଗଡା କେଉଁ ରାଜ୍ୟର ଲୋକପ୍ରସିଦ୍ଧି ନୃତ୍ୟ ?

ଉତ୍ତର;-ପଞ୍ଜାବର ଭାଙ୍ଗଡା ହେଉଛି ଲୋକପ୍ରସିଦ୍ଧି ନୃତ୍ୟ ।

୧୮;-କେଉଁ ଦେଶରେ ନୀଳ ଜିନ୍ସ ପିନ୍ଧିବା ମନା ?

ଉତ୍ତର;-ଉତ୍ତରକୋରିଆରେ ନୀଳ ଜିନ୍ସ ପିନ୍ଧିବା ମନା ଅଟେ ।

Related Articles

Leave a Reply

Your email address will not be published. Required fields are marked *

Back to top button