ଦେଶ ବିଦେଶ

କିପରି ନିଜ ସ୍ମର ଶକରି ବୃଦ୍ଧି କରିବେ ? ଯାହା ପଧିବେ ସବୁ ମନେ ରହିବ, ଖାଆନ୍ତୁ କେବଳ ଏହି 1 ଚମତ୍କାରୀ ଜିନିଷ !

। ସୂଚନା ଅନୁସାରେ ସମସ୍ତ ଛାତ୍ର ଛାତ୍ରୀ ବିଦ୍ୟା ଅଧୟନ କରିଥାନ୍ତି । ସମସ୍ତ ବିଦ୍ୟାର୍ଥୀ ମାନଙ୍କର ସ୍ମରଣ ଶକ୍ତି ସମାନ ହୋଇନଥାଏ । କେତେକ ବିଦ୍ୟାର୍ଥୀ ଅଛନ୍ତି।   ଯେଉଁ ମାନେ ଅଳ୍ପ ସମୟ ଅଧୟନ କରି ମଧ୍ୟ ଅଧିକ ଜ୍ଞାନ ଆହରଣ କରିଥାନ୍ତି । ଅନ୍ୟ ପକ୍ଷରେ ଏପରି କିଛି ଛାତ୍ର ଛାତ୍ରୀ ମାନେ ଅଛନ୍ତି କି ଯେଉଁ ମାନେ ଦିନ ରାତି ବହୁତ ସମୟ ବହି ଧରି ପଢିଲେ ମଧ୍ୟ ପାଠ ଭୁଲିଯାଇଥାନ୍ତି । ଆଜିର ପଢା ଯାଇଥିବା ପାଠ କାଲିକି ଭୁଲିଯାଉଥିବା ଏପରି ଅନେକ ପିଲା ଦେଖିବାକୁ ମିଳିଥାନ୍ତି ।

 

ସ୍ମରଣ ଶକ୍ତି କମ୍ ରହୁଥିବା ପିଲାମାନେ ନିଜର ସ୍ମରଣ ଶକ୍ତି ବୃଦ୍ଧି କରିବା ପାଇଁ ଚାହୁଁଥିଲେ । ନିହାତି ବ୍ରାହ୍ମୀ ସେବନ କରିବା ଉଚିତ ହୋଇଥାଏ । ବ୍ରାହ୍ମୀ ଗଛ ଦୁଇ ପ୍ରକାରର ହୋଇଥାଏ । ଗୋଲ୍ ଗୋଲ୍ ପତ୍ର ଥିବା ବ୍ରାହ୍ମୀ ପ୍ରାୟତଃ ଜାଗାରେ ଦେଖିବାକୁ ମିଳିଥାଏ । ଖାସ୍ କରି ପାଣିଥିବା ଗଡିଆ କିମ୍ବା ପୋଖରୀ ଚାରି ପାଖରେ ଏହି ଗଛ ବହୁଳ ମାତ୍ରାରେ ଦେଖିବାକୁ ମିଲଥାଏ ।

ସକାଳୁ ଖାଲି ପେଟରେ ଏହି ବ୍ରାହ୍ମୀ ପତ୍ରରୁ ୭ ରୁ ୧୦ ଟି ପତ୍ର ଛିଡାଇ ତାହାକୁ ଚୋବାଇ ଖାଇବେ । ଯଦି ଆପଣ ଚୋବାଇ ଖାଇବାକୁ ଇଛା କରୁନାହାନ୍ତି । ତେବେ ଆପଣ ବ୍ରାହ୍ମୀ ପତ୍ରର ଜୁଷ କରି ମଧ୍ୟ ପିଇପାରିବେ । ସପ୍ତାହ ପର୍ଯ୍ୟନ୍ତ ଏହାର ସେବନ ଦ୍ଵାରା ଏହାର ଚମତ୍କାରୀ ରେଜଲ୍ଟ ଆପଣ ନିଜେ ଜାଣିବାକୁ ପାଇବେ ।

 

ମାର୍କେଟରେ ମଧ୍ୟ ବ୍ରାହ୍ମୀ ପତ୍ରରୁ ପ୍ରସ୍ତୁତ ତେଲ କିମ୍ବା ବ୍ରାହ୍ମୀ ରସ ମଧ୍ୟ ଉପଲବ୍ଧ ହେଉଛି । ମାର୍କେଟରେ ମିଳୁଥିବା ବ୍ରାହ୍ମୀରୁ ପ୍ରସ୍ତୁତ ଜିନିଷରେ ହୁଏତ କେମିକାଲ୍ ପ୍ରୟୋଗ କରି ପ୍ରସ୍ତୁତ କରାଯାଇପାରିଥାଏ । ସେଥିପାଇଁ ଏହାର ସେବନ ଦ୍ଵାରା ଆପଣଙ୍କୁ ଏତେ ମାତ୍ରାରେ ଫଳପ୍ରଦ ହୋଇନଥାଏ । ଯଦି ଆପଣ ପ୍ରାକୃତିକ ଭାବେ ବ୍ରାହ୍ମୀ ପତ୍ର ଗଛରୁ ଛିଡାଇ ଏହାକୁ ସକାଳେ ଖାଲି ପେଟରେ ସେବନ କରିଥାନ୍ତି ।

ତେବେ ଏହା ବିଶେଷ ଭାବେ ଉପଯୋଗୀ ହୋଇଥାଏ । ଯେଉଁ ପିଲା ମାନଙ୍କର ଯେତେ ପଢିଲେ ମଧ୍ୟ ପାଠ ମନେ ରହୁନଥାଏ । ବହୁତ ସମୟ ପର୍ଯ୍ୟନ୍ତ ପଢିଥିବା ପାଠକୁ ଦରକାର ସମୟରେ ମନେପକାଇ ପାରିନଥାନ୍ତି । ସେମାନେ ନିହାତି ଭାବେ ବ୍ରାହ୍ମୀ ପତ୍ର ଖାଇବା ଉଚିତ ହୋଇଥାଏ । ସମସ୍ତ ଛାତ୍ର ଛାତ୍ରୀ ବୃନ୍ଦ ଏହାର ସେବନ ଦ୍ଵାରା ନିଜର ସ୍ମରଣ ଶକ୍ତି ବୃଦ୍ଧି କରିପାରିବେ ।

 

ଏହା ସହିତ ସହିତ ଶନିବାର ଦିନ ଏହି ବ୍ରାହ୍ମୀ ଗଛର ଚେର ଆଣି ଏକ ରୂପା ଡେଉଂରୀଆରେ ତାର ଚେରକୁ ପୁରାଇ ପୁଅ ହୋଇଥିଲେ ଡାହାଣ ହାତରେ ଓ ଝିଅ ପିଲା ହୋଇଥିଲେ ବାମ ହାତରେ ଏହାକୁ ପରିଧାନ କରିବେ । ଏହା ଦ୍ଵାରା ଆପଣଙ୍କର ସ୍ମରଣ ଶକ୍ତି ବୃଦ୍ଧି ପାଇବ ।

Related Articles

Leave a Reply

Your email address will not be published. Required fields are marked *

Back to top button