ଦେଶ ବିଦେଶ

ପରୀକ୍ଷା ଖାତାରେ ଏ ଝିଅଟି ଏମିତି କିଛି କଲା ଯାହା ଦେଖିଲେ ଆପଣ ବିଶ୍ବାସ କରି ପାରିବେନି –

ଆମ ଦେଶରେ ବିଞ ପିଲାଙ୍କ କମି ନାହିଁ । ଯେଉଁ ମାନେ ରାତି ଦିନ ପରିଶ୍ରମ କରୁଛନ୍ତି କି ତାଙ୍କ ରେଜଲ୍ଟ ୧୦୦ ପ୍ରତିଶତ ଆସୁ । ଯଦି ତାଙ୍କର ରେଜଲ୍ଟ ୧୦୦ ରୁ ୯୦-୯୫ ବି ଆସିଯାଏ ସେ ବହୁତ ମନ ଦୁଃଖ କରନ୍ତି କି ଆମ ନମ୍ବର କେମିତି କମ୍ ହେଲା ଆମର ପରିଶ୍ରମରେ ତ କୌଣସି ବି କମ୍ ନଥିଲା । ଓ ଏମିତି କିଛି ବିଦ୍ୟାର୍ଥୀ ଏପରି ଥାନ୍ତି କି ସେମାନେ ପୂରା ବର୍ଷ କିଛି ବି ପଢନ୍ତି ନାହିଁ ଓ ସେଥିପାଇଁ ସେମାନେ ପରୀକ୍ଷାରେ କିଛି ବି ଲେଖିପାରନ୍ତି ନାହିଁ । ଓ ସେଥିପାଇଁ ସେମାନେ ରାତି ଦିନ ଭଗବାନଙ୍କୁ ପ୍ରାର୍ଥନା କରନ୍ତି କି ତାଙ୍କୁ ପାଶ୍ କରିବା ମାର୍କ ମିଳିଯାଉ , କେବଳ ୩୩ ପ୍ରତିଶତ ନମ୍ବର ମିଳିବା ଏମାନଙ୍କ ପାଇଁ ସବୁଠାରୁ ବଡ ସଫଳତା ବୋଲି ସେମାନେ ଭାବିଥାନ୍ତି ।

ଯେଉଁ ପରି ଏହି ଥର ପରୀକ୍ଷା ହେଉଛି ସେହିଥିରେ କେବେ ବି ନକଲ ର ସୁରାକ୍ ନ ଥିଲା , ସେଥିପାଇଁ ବହୁତ ପିଲାଙ୍କ ରେଜଲ୍ଟ ଖରାପ ହେଇଗଲା ଓ ବହୁତ ସାରା ପିଲା ପାଶ୍ ହେଇପାରିଲେ ନାହିଁ ,ଆଜି ଆମେ ଆପଣଙ୍କୁ ଦଶମ ଶ୍ରେଣୀର ଏକ ଛାତ୍ରୀର ଉତ୍ତର ଫଳ ଦେଖେଇବାକୁ ଯାଉଛୁ  ଯାହାକୁ ଦେଖି ଆପଣ ଚକିତ ହେଇଯିବେ ।

ଏହି ପିଲାମାନେ ବର୍ଷ ସାରା ତ ପଢିଲେ ନାହିଁ  ଯାହା ଦ୍ୱାରା ପରୀକ୍ଷାରେ ପାଶ୍ ହେବାପାଇଁ ଏମାନେ ବହୁ ପ୍ରକାର ଉପାୟ କରିଥିଲେ ।  କେହି ଜଣେ ଉତ୍ତରଖାତାରେ ନୋଟ୍ ଓ ମାତା ପିତାଙ୍କ ଖରାପ ଦେହ କଥା କହି ପରିକ୍ଷା ପରିଚାଳନା କରୁଥିବା ଶିକ୍ଷକଙ୍କୁ ଗୁହାରି କରନ୍ତି ।

 

ପ୍ରଥମତଃ ଏହି ବିଦ୍ୟାର୍ଥୀ କେବଳ ଅଧ୍ୟାପକଙ୍କୁ ଗୁହାରି କରୁଥିଲେ । ଓ ତାଙ୍କୁ କାକୁତି ମିନତି ହେଉଥିଲେ ତାଙ୍କୁ ପାଶ୍ କରିଦିଅନ୍ତୁ ବୋଲି । କିନ୍ତୁ ଆଜି କାଲିର ଜମାନା ପିଲାଙ୍କୁ ଗୋଟେ ପାଦ ଆଗକୁ ନେଇଯାଇଛି  , ଆଜି କାଲି ର ଛାତ୍ରଛାତ୍ରୀ ପାଶ୍ ହେବାପାଇଁ ଗୁହାରି ଆଉ ଲଗାଉନାହାନ୍ତି । ସେମାନେ ଲାଞ୍ଚ ଦେଉଛନ୍ତି ଓ କହୁଛନ୍ତି ପାର୍ଟି ଦେବେ ବୋଲି । ସୋସିଆଲ୍ ମିଡିଆରେ ଏହି ଦିନ କିଛି ଏମିତି ଛାତ୍ର ଛାତ୍ରୀଙ୍କ ଖବର ବହୁତ ଭାଇରାଲ୍ ହେଉଅଛି । ଯେଉଁମାନେ ପରୀକ୍ଷା ନିରିକ୍ଷକ ଙ୍କୁ ୩୩ ପ୍ରତିଶତ ମାର୍କ ଦେବାପାଇଁ କହିଛନ୍ତି , ଓ ପାର୍ଟି ଦେବାକଥା ଉଲ୍ଲେଖ ଅଛି ।

Related Articles

Leave a Reply

Your email address will not be published. Required fields are marked *

Back to top button