news

ମହାମୃତ୍ୟୁଞ୍ଜୟ ମନ୍ତ୍ର ସକାଳୁ ମାତ୍ର ୩ ଥର ଜପ କରନ୍ତୁ ଦୁର୍ଘଟଣା ଅକାଳ ମୃତ୍ୟୁ ହୋଇନଥାଏ

ମହା ମୃତୁଞ୍ଜୟ ମନ୍ତ୍ର ମହା ମନ୍ତ୍ର ଅଟେ। ଏହି ମନ୍ତ୍ର ଦ୍ଵାରା ଆମେ ଭଗବାନ୍ ଭୋଳା ଶଙ୍କରଙ୍କ ଆରାଧନା କରିଥାଉ। ଏହାକୁ ସଂଜୀବନୀ ମନ୍ତ୍ର ମଧ୍ୟ କୁହାଯାଏ। ଏହି ଏହି ମନ୍ତ୍ର ଏମିତି ସେମିତି ମନ୍ତ୍ର ନୁହେଁ ଏହା ଖୁବ୍ ପ୍ରଭାବ ଶାଳୀ ମନ୍ତ୍ର। ଏହି ମନ୍ତ୍ର କୁ ପ୍ରତି ଦିନ ପ୍ରଭାତ ରେ ବିଛଣା ରୁ ଉଠି ଆଖି ଖୋଲିବା ପରେ ପ୍ରଥମେ ତିନି ଥର ଜପ କରନ୍ତୁ।

ଉଚ୍ଚାରଣ ପୂର୍ବକ କିମ୍ବା ମୌନ ପୂର୍ବକ ଆପଣ ଏହାକୁ ଜପ କରି ପାରିବେ। ଏହାର ଉଚ୍ଚାରଣ ରେ ଉତ୍ପନ୍ନ ହେଉଥିବା ଧ୍ଵନୀ ର କମ୍ପନ ରେ ଶରୀରର ଚାରି ପାଖରେ ଦୈବୀ ଶକ୍ତି ର ସୁରକ୍ଷା କବଚ ସୃଷ୍ଟି ହୋଇଥାଏ। ଏହି ମନ୍ତ୍ର ର ନିୟମିତ ଉଚ୍ଚାରଣ କରିବା ଦ୍ୱାରା ଆମ ଜୀବନ ସରସ ସୁନ୍ଦର ସୁଖମୟ ହୋଇଥାଏ। ଏହି ମନ୍ତ୍ର ଜପ କଲେ ସବୁ ପ୍ରକାର ଦୁର୍ଘଟଣା ବିପଦ ଆଦି ଦୂରେଇ ଯାଇଥାଏ। ଏହି ମନ୍ତ୍ର ଶ୍ରବଣ କରିବା ମଧ୍ୟ ମନୁଷ୍ୟ ପାଇଁ ଖୁବ୍ ଶୁଭ ହୋଇଥାଏ। ମନ୍ତ୍ର ଟି ହେଉଛି;

।। ॐ ତ୍ରୟମ୍ବକମ୍ ୟଯାମହେ ସୁଗନ୍ଧିଂ ପୁଷ୍ଟିବର୍ଦ୍ଧନମ୍ ।।
।। ଉର୍ବାରୁକମିବ ବନ୍ଧନାନ୍-ମୃତ୍ୟୋର୍ମୂକ୍ଷୀୟ ମାମୃତାତ୍।।

ଏହି ମନ୍ତ୍ର ପ୍ରତିଦିନ ଜପ କରୁଥିବା ବ୍ୟକ୍ତି ର କେବେ କୌଣସି ଦୁର୍ଘଟଣା ହୋଇ ନଥାଏ। ପ୍ରତିଦିନ ଆପଣ ଏହି ମନ୍ତ୍ର କୁ ତିନି ଥର ଜପ କରନ୍ତୁ। କେବେ ମଧ୍ୟ ଅକାଳ ମୃତ୍ୟୁ ହୋଇ ନଥାଏ। ମହା ମୃତୁଞ୍ଜୟ ମନ୍ତ୍ର ର ଜପ ଆମ ଚାରିପାଖ ପରିବେଶ ଉପରେ ମଧ୍ୟ ଖୁବ୍ ପ୍ରଭାବ ପକାଇ ଥାଏ। ଆମ ଚାରିପାଖରେ ଏକ ଅଦୃଶ୍ୟ ଶକ୍ତି ର ଘେର ବନାଇ ଥାଏ। ଯେ କୌଣସି ଶତ୍ରୁ ର ଆକ୍ରମଣ ରୁ ହେଉ କିମ୍ବା କିଛି ବିପଦ ଆସିବାକୁ ଯାଉଛି ଏହି ମନ୍ତ୍ର ର ଉଚ୍ଚାରଣ ଦ୍ଵାରା ସେ ସବୁରୁ ଆପଣ ଦୂରେଇ ରହିଥାନ୍ତି।

ଏହି ମନ୍ତ୍ର ସମଗ୍ର ମାନବ ଜାତିର କଲ୍ୟାଣ କରିଥାଏ ମଙ୍ଗଳ କରିଥାଏ। ଆଉ ଏହି ମନ୍ତ୍ର ଭଗବାନ୍ ଭୋଳ ଶଙ୍କରଙ୍କ ଖୁବ୍ ପ୍ରିୟ ଅଟେ। ତେଣୁ ଆପଣ ଭଗବାନ୍ ଭୋଳା ଶଙ୍କରଙ୍କ କୃପା ଲାଭ କରିବା ପାଇଁ ନିୟମିତ ଭକ୍ତି ପୂର୍ବକ ଏହି ମନ୍ତ୍ର ର ଜପ କରନ୍ତୁ। ଯେଉଁ ମଣିଷ ପ୍ରତିଦିନ ଏହି ମନ୍ତ୍ର ର ଜପ କରିଥାଏ ସିଏ ପ୍ରଭାବ ଶାଳୀ ବନି ଯାଏ। ଅନ୍ୟ ମାନଙ୍କ ଆଗରେ ଯେ କୌଣସି କାର୍ଯ୍ଯ କୁ ସେ ନିର୍ଭୟର ସହିତ କରି ପାରେ। ଏହି ମନ୍ତ୍ର ଜପ କରୁଥିବା ବ୍ୟକ୍ତିଙ୍କୁ ସବୁ ପ୍ରକାର ସଫଳତା ମିଳିଥାଏ। ଏହି ମନ୍ତ୍ର ଆକସ୍ମିତ ଦୁର୍ଘଟଣା କିମ୍ବା ଅକାଳ ମୃତ୍ୟୁ ଠାରୁ ରକ୍ଷା କରିଥାଏ। ଏହା ସହିତ ଏହି ମନ୍ତ୍ର ଜୀବନରେ ସୁଖ ସମୃଦ୍ଧି ଆଣି ଥାଏ। ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ।

Related Articles

Leave a Reply

Your email address will not be published. Required fields are marked *

Back to top button