news

ମୁଖମଣ୍ଡଳକୁ ଉଜ୍ଜ୍ୱଳ କରେ ଶଙ୍ଖ ବାଦନ

Related image

ନୂଆଦିଲ୍ଲୀ: ଭାରତୀୟ ସଂସ୍କୃତିର ପୂଜା ସମୟରେ ଶଙ୍ଖ ବାଦନ ପରମ୍ପରା ରହିଛି। ଏହାଦ୍ୱାରା ପୂଜା ପୂର୍ବରୁ ମନରେ ଶାନ୍ତି ଆସିବା ସହିତ ପରାମାତ୍ମାଙ୍କ ନିକଟବର୍ତ୍ତୀ ହେବା ପାଇଁ ନିର୍ମଳ ଭାବନା ଜାତ ହୋଇଥାଏ ବୋଲି ଶାସ୍ତ୍ରରେ ବର୍ଣ୍ଣନା କରାଯାଇଛି। ଘରେ ନିତ୍ୟ ଶଙ୍ଖ ବାଦନ ଦ୍ୱାରା ସମସ୍ତ ନକାରାତ୍ମକ ଶକ୍ତି ନାଶ ହୋଇଥାଏ। ଶଙ୍ଖ ବାଦନ ଦ୍ୱାରା ମୁଖମଣ୍ଡଳର ମାଂସପେଶୀ ସୁଦୃଢ଼ ହୋଇ ଉଜ୍ଜ୍ୱଳତା ବୃଦ୍ଧି ପାଇଥାଏ। ନିୟମିତ ଶଙ୍ଖ ବାଦନ କରୁଥିବା ବ୍ୟକ୍ତିଙ୍କ ଶରୀର ସହିତ ମୁଖମଣ୍ଡଳର ତେଜ ବୃଦ୍ଧି ପାଇଥାଏ ବୋଲି ଶାସ୍ତ୍ରରେ କୁହାଯାଇଛି। ଶ୍ୱାସରୋଗୀ ଶଙ୍ଖ ବାଦନ କଲେ ତାଙ୍କଠାରେ ଶ୍ୱାସ ବିକାର ସମସ୍ୟା ହ୍ରାସ ପାଇବା ଆରମ୍ଭ କରିଥାଏ। ଶଙ୍ଖରେ ରାତିରେ ପାଣି ରଖି ଏହାକୁ ସକାଳେ ତ୍ୱଚାରେ ମାଲିସ୍‌ କଲେ ଆଲର୍ଜି, ଧଳା ଦାଗ ଆଦି ଭଲ ହୋଇଥାଏ।

Related Articles

Leave a Reply

Your email address will not be published. Required fields are marked *

Back to top button