ଦେଶ ବିଦେଶ

ପ୍ରକାଶ ପାଇଲା ଜେଇଇ ଆଡଭାନ୍ସ ୨୦୨୪ର ଫଳାଫଳ – bajravana

[ad_1]

ନୂଆଦିଲ୍ଲୀ,୦୯/୬ : ଇଣ୍ଡିଆନ ଇନଷ୍ଟିଚ୍ୟୁଟ ଅଫ ଟେକ୍ନୋଲଜି ଆଇଆଇଟି ମାଦ୍ରାସ ଆଜି ଜେଇଇ ଆଡଭାନ୍ସ ୨୦୨୪ର ଫଳାଫଳ ପ୍ରକାଶ କରିଛି । ଯେଉଁ ଛାତ୍ରୀଛାତ୍ରମାନେ ପରୀକ୍ଷା ଦେଇଥିଲେ ସେମାନେ ଅଫିସିଆଲ ଓ୍ବେବସାଇଟ jeeadv.ac.in ରେ ଯାଇ ନିଜର ରେଜଲ୍ଟ ଚେକ୍‌ କରିପାରିବେ। ୧୮୦,୨୦୦ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୪୮,୨୪୮ ଜଣ କୃତକାର୍ଯ୍ୟ ହୋଇଛନ୍ତି। କୃତ ପରୀକ୍ଷାର୍ଥୀଙ୍କ ମଧ୍ୟରୁ ୭,୯୬୪ ଜଣ ଛାତ୍ରୀ ଅଛନ୍ତି। ଅଲ ଇଣ୍ଡିଆ ଟପ୍ପର ହୋଇଛନ୍ତି ବେଦ ଲୋହିତ। ୩୬୦ରୁ ୩୫୫ ମାର୍କ ରଖି ବେଦ ଲୋହିତ ଟପ୍ପର ହୋଇଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button