ଦେଶ ବିଦେଶ

ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା – bajravana

[ad_1]

ନୂଆଦିଲ୍ଲୀ, ୧୧/୩ : ଭାରତୀୟ ମହିଳାଙ୍କୁ ଅଷ୍ଟ୍ରେଲିଆରେ ହତ୍ୟା କରାଯାଇଛି । ସବୁଠୁ ଆଶ୍ଚର୍ଯ୍ୟକର କଥା ହେଉଛି ମହିଳାଙ୍କ ମୃତଦେହ ଅଳିଆଗଦାରୁ ମିଳିଛି । ମୃତକ ହେଉଛନ୍ତି ହାଇଦ୍ରାବାଦ ବାସିନ୍ଦା ଚୈତନ୍ୟା ମଧାଗନି । ଚୈତନ୍ୟା ସ୍ୱାମୀ ଓ ପୁଅ ସହ ଅଷ୍ଟ୍ରେଲିଆରେ ରହୁଥିଲେ । ଚୈତନ୍ୟାଙ୍କୁ ତାଙ୍କ ସ୍ୱାମୀ ହତ୍ୟା କରିଥିବା ସନ୍ଦେହ କରାଯାଉଛି । କାରଣ ଏହି ଘଟଣା ପରେ ତାଙ୍କ ସ୍ୱାମୀ ହାଭରତ ଆସି ପୁଅକୁ ଚୈତନ୍ୟାଙ୍କ ବାପା, ମା’ଙ୍କ ପାଖରେ ଛାଡିଥିଲେ । ତେବେ ଅଷ୍ଟ୍ରେଲିଆ ପଏଣ୍ଟ କୁକ୍ ପୋଲିସ ଘଟଣାର ଯାଞ୍ଚ କରୁଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button