ଓଡିଶା
ଭୁବନେଶ୍ୱର ଉତ୍ତପ୍ତ ସହର, ୩୭ଡ଼ିଗ୍ରି ସହ ସର୍ବୋଚ୍ଚ ଦିନ ତାପମାତ୍ରା ରେକର୍ଡ – bajravana
[ad_1]
ଭୁବନେଶ୍ବର: ବସନ୍ତ ଋତୁରେ ଗ୍ରୀଷ୍ମଋତୁର ଅନୁଭୂତି ହୋଇଛି। ଆଜି ରାଜଧାନୀ ଭୁବନେଶ୍ୱରରେ ଦିନ ୨ଟା ୩୦ ସୁଦ୍ଧା ଦିନ ତାପମାତ୍ରା ୩୫.୬ ଡ଼ିଗ୍ରି ରେକର୍ଡ ହୋଇଥିବା ବେଳେ ସର୍ବାଧିକ ଦିନ ତାପମାତ୍ରା ୩୭ ଡିଗ୍ରିରେ ପହଞ୍ଚିଛି। ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ତରଫରୁ ଏହି ସୂଚନା ଦିଆଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ଯେ, ଆଜି ବୌଦ୍ଧରେ ୩୬ ଡିଗ୍ରି ତାପମାତ୍ରା ରେକର୍ଡ ହୋଇଛି। ଭବାନୀପାଟଣା, ଝାରସୁଗୁଡ଼ା, ପାରଳାଖେମୁଣ୍ଡିରେ ଏହା ୩୫.୬, ଟିଟିଲାଗଡ଼, ନୟାଗଡ଼, ଜଗତସିଂହପୁରରେ ୩୫.୫, ବଲାଙ୍ଗୀରରେ ୩୫.୩, ଅନୁଗୁଳରେ ୩୫.୧, ଭଦ୍ରକ, ମାଲକାନଗିରି, ତାଲଚେର, ଚାନ୍ଦବାଲି ଓ ବାଲେଶ୍ବରରେ ୩୫ ସେଲସିୟସ ରେକର୍ଡ ହୋଇଛି।
[ad_2]