news

ଆଙ୍କଲେଟ୍‌ ଫ୍ୟାଶନ୍‌

Image result for anklet fashion wallpaperକେବଳ ଫୁଟ୍‌ ଉୟର ନୁହେଁ ଷ୍ଟାଇଲିସ୍‌ ଆଙ୍କ୍‌ଲେଟ୍‌ ବି ପାଦକୁ ଖୁବ୍‌ ସୁନ୍ଦର ମାନିଥାଏ। ମାର୍କେଟରେ ବିଭିନ୍ନ ପ୍ରକାର ଆଙ୍କ୍‌ଲେଟ୍‌ ମିଳୁଛି ଯାହାକୁ ଆପଣ ଓ୍ବେଷ୍ଟର୍ନ କିମ୍ବା ଯେକୌଣସି ଆଉଟ୍‌ଫିଟ୍‌ ସହ ପିନ୍ଧିପାରିବେ..

  • ହେଭି ଲୁକ୍‌ ପାଇଁ ବ୍ରାଣ୍ଡ୍‌ ଆଙ୍କ୍‌ଲେଟ୍‌ସ ଆପଣାନ୍ତୁ। ଏହାର ତଳ ଆଡକୁ ଲେୟର୍ସ ଦିଆଯାଇଛି। ଏହାକୁ ଆପଣ ଓ୍ବେଷ୍ଟର୍ନ ଓ ଇଣ୍ଡିଆନ୍‌ ଉଭୟ ଆଉଟ୍‌ଫିଟ୍‌ରେ ପିନ୍ଧିପାରିବେ।
  • ମଲ୍‌ଟି ଲେୟର୍ଡ ଆଙ୍କ୍‌ଲେଟ୍‌ ଡିଜାଇନ୍‌ ମଧ୍ୟ ଆପଣଙ୍କୁ କ୍ଲାସି ଲୁକ୍‌ ଦେବ। ଏହାକୁ ଆପଣ ଲେହେଙ୍ଗା ସହ ପିନ୍ଧିପାରିବେ।
  • ଯଦି ଆପଣଙ୍କୁ କଲରଫୁଲ୍‌ ଆଙ୍କ୍‌ଲେଟ୍‌ ପସନ୍ଦ ତେବେ ବିଡେଡ୍‌ ଆଙ୍କ୍‌ଲେଟ୍‌ସ ପିନ୍ଧନ୍ତୁ। ଏହି ଆଙ୍କ୍‌ଲେଟ୍‌ସକୁ ଆପଣ ଯେକୌଣସି ଆଉଟ୍‌ଫିଟ୍‌ରେ ପିନ୍ଧିପାରିବେ।
  • କ୍ୱର୍କି ଲୁକ୍‌ ପାଇଁ ଫ୍ଲୋରାଲ୍‌ ଆଙ୍କ୍‌ଲେଟ୍‌ ବେଷ୍ଟ୍‌ ଅପ୍ସନ୍‌। ଏହାକୁ ଆପଣ ଯେକୌଣସି ସର୍ଟ ଡ୍ରେସ୍‌ ସହ ପିନ୍ଧିପାରିବେ।

Related Articles

Leave a Reply

Your email address will not be published. Required fields are marked *

Back to top button