ମନୋରଞ୍ଜନ

ମନି ଲଣ୍ଡ୍ରିଂ ମାମଲାରେ ପ୍ରକାଶ ରାଜଙ୍କୁ ସମନ – bajravana

[ad_1]

ନୂଆଦିଲ୍ଲୀ: ଅଭିନେତା ପ୍ରକାଶ ରାଜଙ୍କୁ ପ୍ରଣବ ଜୁୟେଲର୍ସ ମନିଲଣ୍ଡ୍ରିଂ ମାମଲାରେ ଇଡି ସମନ ଜାରୀ କରିଛି । ରାଜ ପ୍ରଣବ ଜୁୟେଲର୍ସର ବ୍ରାଣ୍ଡ ଆମ୍ବାସେଡ଼ର ହୋଇଥିବାରୁ ଯାଞ୍ଚ ପରିସରରେ ରହିଛନ୍ତି । କଥିତ ପୋଞ୍ଜି ସ୍କିମ ଚଲାଇବା ଆରୋପରେ ଇଡି ଗତ ୨୦ ତାରିଖରେ କମ୍ପାନୀ ଉପରେ ରେଡ ମାରିଥିଲା ।

ଇଡି ଦ୍ୱାରା ଜାରୀ ହୋଇଥିବା ଏକ ବୟାନରେ କୁହାଯାଇଛି ଯେ, ପ୍ରଣବ ଜୁୟେଲର୍ସ ଓ ଅନ୍ୟ ଜଡ଼ିତ ବକ୍ତିମାନେ ସୁନା କିଣିବା ଆଳରେ ସାର୍ବଜନିକ ଧନକୁ ଫର୍ଜି ସଂସ୍ଥା କୁ ହସ୍ତାନ୍ତରିତ କରି ଜନତାଙ୍କୁ ଧୋକା ଦେଇଛନ୍ତି ବୋଲି ଯାଞ୍ଚରୁ ଜଣାପଡ଼ିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button