ଅପରାଧ

ଜୁଆ ଆଡ଼ାରେ ଚଢ଼ଉ, ୪ ଗିରଫ – bajravana

[ad_1]

ପଦ୍ମପୁର: ବରଗଡ଼ ଜିଲ୍ଲା ପଦ୍ମପୁର ସହରରେ ପାର୍ବଣକୁ ଦୃଷ୍ଟିରେ ରଖି ପୁଲିସ ପକ୍ଷରୁ ପାଟ୍ରୋଲିଂ କଡ଼ାକଡ଼ି କରାଯାଉଛି। ସବ୍‌ଇନ୍ସପେକ୍ଟର ଶରତ ପ୍ରଧାନ ଓ ସହକର୍ମୀ ଏନ୍‌ଏସି ଅଞ୍ଚଳରେ ପାଟ୍ରୋଲିଂ କରୁଥିବା ବେଳେ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ଜୁଆ ଖେଳ ଚାଲିଥିବା ବେଳେ ଚଢ଼ଉ କରିଥିଲେ। ସେଠାରେ ଜୁଆ‌ ଖେଳୁଥିବା ବୁଧାପାଲି ଗ୍ରାମର ଫକୀର ପଟେଲ, ଫଟାମୁଣ୍ତାର ବସୁଦେବ ଗିରି, ଗୁଏବାହାଲିର ସୌକିଲାଲ ବାରିକ ଓ ବରିକେଲର ବିରୁ କୁମ୍ଭାରଙ୍କୁ ଗିରଫ କରିଥିଲେ। ସେମାନଙ୍କଠାରୁ ୨୭୫୦ ଟଙ୍କା, ଦୁଇ ପୁଡ଼ା ତାସ ଓ ଏକ ବାଇକ୍‌ (ଓଡି୧୭-ଇ-୧୯୫୨)କୁ ଜବତ କରିଛନ୍ତି। ଗିରଫ ସମସ୍ତ ଅଭିଯୁକ୍ତଙ୍କୁ ପୁଲିସ୍‌ କୋର୍ଟ ଚାଲାଣ କରିଛି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button