ରାଜନୀତି

ଆଜିର ରାଶିଫଳ (ରବିବାର) – bajravana

[ad_1]

ମେଷ : ଚାକିରିରେ ଉଚ୍ଚ ସ୍ଥାନ ପ୍ରାପ୍ତି ହେବ । ଆୟରେ ବୃଦ୍ଧି ହେବ। ପରିବାରରେ ସୁଖ ଶାନ୍ତି ଲାଗି ରହିବ । ବ୍ୟବସାୟରେ ଭଲ ଫଳ ମିଳିବ । ନୂତନ ମାଙ୍ଗଳିକ କାର୍ଯ୍ୟରେ ଯୋଗଦାନ କରିବେ ।

ବୃଷ : ନୂତନ ଯାନବାହାନ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ବ୍ୟସ୍ତତାରେ ଦିନ କାଟିବେ। ବ୍ୟବସାୟରେ ଆଗକୁ ବଢ଼ିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ଉତ୍ତମ ରହିଛି ।

ମିଥୁନ : ନିଜ ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହେବା ନିହାତି ଆବଶ୍ୟକ । ଚାକିରି କ୍ଷେତ୍ର ସାମାନ୍ୟ ରହିବ । ବ୍ୟବସାୟରେ ନିବେଶ କରନ୍ତୁ ନାହିଁ । ପ୍ରେମ ସମ୍ପର୍କ ନିବିଡ଼ ହେବ । ବିଦ୍ୟାର୍ଥୀ ମାନେ ଉପକୃତ ହେବେ ।

କର୍କଟ : ଦିନଟି ସଂପୂର୍ଣ୍ଣ ଭଲରେ କଟିବ । ଭ୍ରମଣ ଯୋଗ ରହିଛି । ମନରେ ସାମାନ୍ୟ ଗ୍ଲାନି ଦେଖା ଦେଇ ପାରେ । ପାରିବାରିକ ଜୀବନ ସୁଖ ମୟ ହେବ । ବ୍ୟବସାୟ ରେ ଭଲ ଲାଭ ମିଳିପାରେ ।

ସିଂହ : ବ୍ୟବସାୟୀ ମାନଙ୍କର ନୂତନ ଚୁକ୍ତି ଯୋଗୁଁ ଲାଭବାନ ହେବାର ସମ୍ଭାବନା ରହିଛି । ମାତା ପିତାଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା : ଛାତ୍ରଛାତ୍ରୀଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ରହିଛି । ନୂତନ ବ୍ୟବସାୟ ଆରମ୍ଭ କଲେ ଶୁଭ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ସ୍ୱାସ୍ଥ୍ୟବସ୍ଥାରେ ସୁଧାର ଆସିବ ।

ତୁଳା : ଉଧାର ଦେଇଥିବା ପଇସା କାଲି ଆପଣ ଫେରସ୍ତ ପାଇବେ । ନୂତନ ବସ୍ତୁ କ୍ରୟ କରିବେ । ଛାତ୍ର ଛାତ୍ରୀ ମାନେ ଉପକୃତ ହେବେ । ବ୍ୟବସ୍ଥା ଆଶାନୁରୂପ ଫଳ ଦେବ ।

ବିଛା : ଛାତ୍ର ଛାତ୍ରୀ ମାନେ କୃତ କାର୍ଯ୍ୟ ହେବେ । ଦମ୍ପତି ମାନେ ଆଲୋଚନା କରି କିଛି ନୂଆ କାର୍ଯ୍ୟ ଆରମ୍ଭ କରି ପାରନ୍ତି । ଭ୍ରମଣର ଯୋଗ ରହିଛି । ପରିବାରରେ ଖୁସିର ମାହୋଲ ରହିବ ।

ଧନୁ : ଦିନଟି ମଧ୍ୟମ ଫଳ ପ୍ରାପ୍ତ କରାଇବ । ବ୍ୟବସାୟରେ କ୍ଷତି ସହିବର ସମ୍ଭାବନା ରହିଛି । ପୈତୃକ ସମ୍ପତି କୁ ନେଇ ବିବାଦ ଲାଗି ପାରେ । ବନ୍ଧୁ ମିଳନର ଯୋଗ ରହିଛି ।

ମକର : ଅଯଥା ଖର୍ଚ୍ଚାନ୍ତ ହୋଇ ପାରନ୍ତି । ଶତ୍ରୁଙ୍କ ଠାରୁ ଦୂରତା ରକ୍ଷା କରନ୍ତୁ । ନିବେଶ ପାଇଁ ଦିନଟି ଉତ୍ତମ ରହିଛି । ବିଦ୍ୟାର୍ଥୀ ମାନଙ୍କୁ ପ୍ରଶଂସା ମିଳି ପାରେ ।

କୁମ୍ଭ : ରବିବାର ଦିନଟି ଆପଣଙ୍କୁ ମଧ୍ୟମ ଫଳ ପ୍ରାପ୍ତ କରାଇବ। ସାମାନ୍ୟ ମାନସିକ ଆସନ୍ତି ଏଜ୍ୟ ଦେବ । ବ୍ୟବସାୟରେ ମଧ୍ୟମ ଫଳ ପ୍ରାପ୍ତ ହେବ ।

ମୀନ : ଅଟକି ଥିବା କାର୍ଯ୍ୟର ଆଜି ପୁନ ଆରମ୍ଭ କରିବେ। ଛାତ୍ର ଛାତ୍ରୀ ମାନେ ନିଜ କାର୍ଯ୍ୟରେ ମନୋନିବେଶ କରିବେ। ଦମ୍ପତି ମାନଙ୍କ ପାଇଁ ଦିନଟି ବ୍ୟସ୍ତ ବହୁଳ ରହିବ ।

The post ଆଜିର ରାଶିଫଳ (ରବିବାର) appeared first on Odisha Khabar.

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button