ଅପରାଧ

ଆମେରିକାରେ ଗୁଳିକାଣ୍ଡ : ୩ ମୃତ – bajravana

[ad_1]

ନୂଆଦିଲ୍ଲୀ, ୨୪/୦୯ : ଆମେରିକାର ଆଟଲାଣ୍ଟାଠାରେ ଏକ ସପିଂ ମଲ୍ ନିକଟରେ ଗୁଳି ବିନିମୟ ହୋଇଥିଲା । ଏହି ଘଟଣାରେ ଅତି କମରେ ୩ ଜଣଙ୍କର ମୃତ୍ୟୁ ହୋଇଥିବା ଜଣାପଡିଛି । ଜଣେ ବ୍ୟକ୍ତି ଦ୍ୱିପ୍ରହର ପ୍ରାୟ ସାଢେ ୧ଟାରେ ଗୁଳି ଚଳାଇଥିଲା। ଏହି ଘଟଣା ସମ୍ପର୍କରେ ସ୍ଥାନୀୟ ଲୋକେ ହୋମିସାଇଡ ଅଧିକାରୀଙ୍କୁ ସୂଚନା ଦେଇଥିଲେ। ଗୁଳି ବିନିମୟ ସମ୍ପର୍କରେ ସୂଚନା ପାଇବା ପରେ ହୋମିସାଇଡ ଅଧିକାରୀ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ। ପ୍ରାଥମିକ ଅନୁସନ୍ଧାନରୁ ଜଣାପଡିଛି ଯେ, ତିନି ଜଣ ମୃତ ବ୍ୟକ୍ତିଙ୍କ ନିକଟକୁ ଆସି ସେ ଗୁଳି ଚଳାଇବା ଆରମ୍ଭ କରିଥିଲେ। ସେମାନଙ୍କ ମଧ୍ୟରୁ ଜଣେ ପିସ୍ତଲ ମଧ୍ୟ ବାହାର କରି ଗୁଳି ଚଳାଇଥିଲା।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button