ଦେଶ ବିଦେଶ

କାନାଡାରେ ରହୁଥିବା ଭାରତୀୟଙ୍କ ପାଇଁ ଏଡଭାଇଜରୀ ଜାରି କଲା ଭାରତ – bajravana

[ad_1]

ନୂଆଦିଲ୍ଲୀ: କାନାଡା ପ୍ରଧାନମନ୍ତ୍ରୀ ଜଷ୍ଟିନ ଟ୍ରୁଡୋଙ୍କ ଖଲିସ୍ତାନ ବୟାନ ପରେ କାନାଡାରେ ରହୁଥିବା ଭାରତୀୟଙ୍କ ଚିନ୍ତା ବଢ଼ିବାରେ ଲାଗିଛି । ଇତିମଧ୍ୟରେ ବୈଦେଶିକ ମନ୍ତ୍ରଣାଳୟ ପକ୍ଷରୁ ଭାରତୀୟ ନାଗରିକ ଏବଂ ଛାତ୍ରଙ୍କ ପାଇଁ ଏଡଭାଇଜରୀ ଜାରି କରାଯାଇଛି।

ଏଡଭାଇଜରୀରେ କୁହାଯାଇଛି ଯେ, କାନାଡାରେ ରହୁଥିବା ଭାରତୀୟ ନାଗରିକ ଓ ଛାତ୍ର ଭାରତୀୟ ଗତିବିଧି ଏବଂ ଅପରାଧିକ ହିଂସାକୁ ଦୃଷ୍ଟିରେ ରଖି ଅତ୍ୟଧିକ ସାବଧାନତା ଅବଲମ୍ବନ କରନ୍ତୁ । ଏହାସହ ଯେଉଁମାନେ କାନାଡ଼ା ଯାତ୍ରା କରୁଛନ୍ତି ସେମାନେ ମଧ୍ୟ ସତର୍କତା ଅବଲମ୍ବନ କରନ୍ତୁ । ଯେଉଁଠି ଏଭଳି ଘଟଣା ଘଟିଛି ସେଠାକୁ ଯାତ୍ରା କରନ୍ତୁନି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button