ଦେଶ ବିଦେଶ

ଲଞ୍ଚ ହୋଇଛି ନୂଆ Honda Amaze, ୬ ଏୟାରବ୍ୟାଗ୍ ସହ ରହିଛି ଦମଦାର୍ ପାୱାର

ନିକଟରେ ଭାରତୀୟ ବଜାରରେ ନୂଆ Honda Amaze ଲଞ୍ଚ କରାଯାଇଛି । ଏହି ଗାଡିକୁ ମାର୍କେଟରେ ଆରମ୍ଭ ମୂଲ୍ୟ ୮ ଲକ୍ଷ ଟଙ୍କା ସହିତ ଲଞ୍ଚ କରାଯାଇଛି । Amaze ର ଏହି ନୂଆ ମଡେଲର ଲମ୍ବ ୩୯୯୫ ମିମି ଗ୍ରାଉଣ୍ଡ କ୍ଲିୟରାନ୍ସ ଦିଆଯାଇଛି । Honda ର ଏହି କାରକୁ ତିନୋଟି ଟ୍ରିମ୍ସ ରହିଛି ସେଗୁଡିକ ହେଉଛି- V, VX ଏବଂ ZX ରେ ଅଣାଯାଇଛି । ଏହି ଗାଡିରେ ୪୧୬ ଲିଟରର ବୁଟ-ସ୍ପେସ୍ ମଧ୍ୟ ରହିଛି ।

ନୂଆ Honda Amaze ରେ E2O ସହିତ ୧.୨ ଲିଟର ପେଟ୍ରୋଲ ଏବଂ ୪-ସିଲିଣ୍ଡର ଇଞ୍ଜିନ୍ ରହିଛି । ଗାଡିରେ ଲଗାଯାଇଥିବା ଏହି ଇଞ୍ଜିନରେ ୯୦ Ps ର ପାୱାର ମିଳିଥାଏ ଏବଂ ୧୧୦ Nm ର ଟର୍କ ଜେନେରେଟ୍ ହୋଇଥାଏ ।

ଏହି କାରରେ ଦୁଇଟି ଗିୟର ବକ୍ସର ଅପ୍ସନ ରହିଛି । ଏହି କାର୍ ୫-ସପିଡ୍ ମାନୁଆଲ୍ ଟ୍ରାନ୍ସମିସନ୍ ସହିତ ୧୮.୬୫ Kmpl ର ମାଇଲେଜ୍ ଦେଇଥାଏ । ଏହି କାରରେ ପ୍ୟାଡଲ୍ ସିପ୍ଟର ସହିତ CVT ଅଟୋମେଟିକ୍ ଟ୍ରାନ୍ସମିସନର ଅପ୍ସନ ମଧ୍ୟ ଅଛି, ଯେଉଁ କାରଣରୁ ଏହି କାର୍ ୧୯.୪୬ Kmpl ର ମାଇଲେଜ୍ ଦେବାକୁ ଦାବି କରିଥାଏ ।

ନିଶ୍ଚିତ ପଢନ୍ତୁ ଏହି ସବୁ ଷ୍ଟୋରୀ
ଆଜି ସ୍ଥିର ଅଛି ସୁନା ଦର, ଜାଣନ୍ତୁ କେତେ ରହିଛି ୨୨ କ୍ୟାରେଟର ମୂଲ୍ୟ

Dec 15, 2024
ଜଲଦି ଚେକ୍ କରନ୍ତୁ ଆଜିର ପେଟ୍ରୋଲ-ଡିଜେଲ ଦର; ଅନେକ ସ୍ଥାନରେ କମିଲା…

Dec 15, 2024
Honda ର ଏହି କାର୍ ଷ୍ଟାଇଲ୍ ବିଷୟରେ କହିବାକୁ ଗଲେ ଏଥିରେ କ୍ରୋମ୍ ସହିତ ଫ୍ଳାଗ୍ ପ୍ୟାଟର୍ ଗ୍ରିଲ୍ ରହିଛି । କାରର ଫ୍ରଣ୍ଟରେ DRLs ଏବଂ ଟର୍ନ ଇଣ୍ଡିକେଟର୍ସ ସହିତ LED ପ୍ରୋଟେକ୍ସନ୍ ହେଡଲ୍ୟାମ୍ପର ବ୍ୟବହାର କରାଯାଇଛି ।

ଗାଡିର ବ୍ୟାକରେ LED ଟେଲଲ୍ୟାମ୍ପ, ସାର୍କ ଫିନ୍ ଆଣ୍ଟେନା, ୧୫-ଇଞ୍ଚର ଡାୟମଣ୍ଡ କଟ ଆଲୋଏ ହୁଇଲ୍ ଏବଂ ପାୱାର ଆଡଜେଷ୍ଟେବଲ୍ ORVMs ଲଗାଯାଇଛି । ଏହି ଗାଡିର ଇଣ୍ଟେରିୟର ବିଜ୍ ଏବଂ ବ୍ଲାକ୍ ଟୁ-ଟୋନ୍ କଲର୍ କମ୍ବିନେସନ୍ ସହିତ ଅଣାଯାଇଛି । ଏହି କାରରେ ୮-ଇଞ୍ଚର ଟଚସ୍କ୍ରିନ୍, ୱାୟରଲେସ୍ ଆଣ୍ଡ୍ରଏଡ୍ ଅଟୋ ଏବଂ ଆପଲ୍ କାର୍ ପ୍ଲେ ସହିତ ୱାୟାରଲେସ୍ ଚାର୍ଜିଂର ଫିଚର ମଧ୍ୟ ଦିଆଯାଇଛି ।

Honda ର ଏହି କାରରେ ପ୍ୟାସଞ୍ଜର୍ସଙ୍କୁ ସପୋର୍ଟ କରିବା ପାଇଁ କେନ୍ନକ୍ଟେହ୍ କାର୍ ଟେକ୍ନୋଲୋଜି ସହିତ ADAS ର ଫିଚର ମଧ୍ୟ ରହିଛି ।

Related Articles

Leave a Reply

Your email address will not be published. Required fields are marked *

Back to top button