ଦେଶ ବିଦେଶ

ସକାଳୁ ସକାଳୁ ବାସି ମୁହଁରେ ପାଣି ପିଇବା ଦ୍ଵାରା ଶରୀରରେ କଣ ହୋଇଥାଏ ଜାଣିଲେ ଆପଣଙ୍କ ପାଦ ତଳୁ ମାଟି ଖସିଯିବ-

ବନ୍ଧୁଗଣ ସାଧାରଣତଃ ମଣିଷ ଶରୀର ପାଞ୍ଚଟି ତତ୍ଵକୁ ନେଇ ଗଠିତ ହୋଇଛି । ଏହି ପାଞ୍ଚଟି ତତ୍ଵ ମଧ୍ୟରୁ ସବୁଠାରୁ ଗୁରୁତ୍ଵପୂର୍ଣ୍ଣ ତତ୍ଵ ହେଉଛି ପାଣି ବା ଜଳ । ଆମ ଶରୀର ୭୦ ପ୍ରତିଶତ ଜଳ ନେଇ ଗଠିତ ହୋଇଛି ଔ ୩୦ ପ୍ରତିଶତ ଅନ୍ୟ ତତ୍ଵକୁ ନେଇ । ସେଥିପାଇଁ ବନ୍ଧୁଗଣ ଆୟୁର୍ବେଦରେ ଜଳ ସହ ଜଡିତ ବହୁତ ଗୁଡିଏ ନିୟମ ରହିଛି । ତେଣୁ ଆମ ମାନଙ୍କୁ ଜଳ ସହ ଜଡିତ ସମସ୍ତ ନିୟମକୁ ନିଶ୍ଚୟ ପାଳନ କରିବା ଉଚିତ । କାରଣ ବନ୍ଧୁଗଣ ଜଣେ ମଣିଷ ବିନା ଖାଦ୍ୟରେ କିଛି ଦିନ ରହିଯିବ ହେଲେ ବିନା ଜଳରେ ରହିପାରିବ ନାହିଁ । ତେଣୁ ଆମ ମାନଙ୍କ ପାଇଁ ଜଳ ବହୁତ ଗୁରୁତ୍ଵପୂର୍ଣ୍ଣ ଅଟେ ।

ବନ୍ଧୁଗଣ ସାଧାରଣତଃ ବହୁତ ଲୋକ ସକାଳ ସମୟରେ ବାସୀ ମୁହଁରେ ଜଳର ସେବନ କରିଥାନ୍ତି । ହେଲେ ବନ୍ଧୁଗଣ ବାସୀ ମୁହଁରେ ପାଣି ପିଇବା ଦ୍ଵାରା ହେଉଥିବା ଫାଇଦା ବିଷୟରେ କଣ ଆପଣ ମାନେ ଜାଣିଛନ୍ତି । ଆଜି ଆମେ ଆପଣ ମାନଙ୍କୁ ବାସୀ ମୁହଁରେ ପାଣି ପିଇବାର ଫାଇଦା ବିଷୟରେ କହିବାକୁ ଯାଉଛୁ । ଯାହା ବିଷୟରେ ବହୁତ କମ ଲୋକଜାଣିଛନ୍ତି । ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।


ପେଟ ସମସ୍ଯା- ବନ୍ଧୁଗଣ ଏହି ଦୁନିଆରା ଅଧିକାଂଶ ଲୋକମାନଙ୍କର ପେଟ ଜନିତ ବିଭିନ୍ନ ସମସ୍ଯା ରହିଛି । ଆପଣଙ୍କ ଖରାପ ଲାଇଫ ଷ୍ଟାଇଲ ଓ ଖାଦ୍ୟ ପେୟର ଅଭାବ ହେତୁ ପେଟ ଜନିତ ସମସ୍ଯା ହୋଇଥାଏ । ଏହି ପେଟ ଜନିତ ସମସ୍ଯା ପାଇଁ ଆପଣଙ୍କୁ ଡାଇବେଟିସ, କୋଲେଷ୍ଟ୍ରୋଲ ଓ ରକ୍ତଚାପ ଆଦି ସମସ୍ଯା ମଧ୍ୟ ହୋଇଥାଏ । ଯଦି ବନ୍ଧୁଗଣ ଆପଣ ମାନଙ୍କର ପେଟ ଠିକ ରହିବ ତାହାଲେ ଆପଣ ସୁସ୍ଥ ରହିବେ ।

ତେଣୁ ବନ୍ଧୁଗଣ ଆପଣ ସବୁଦିନ ସକାଳ ସମୟରେ ବାସୀ ମୁହଁରେ ଖାଲି ପେଟରେ ଗୋଟେ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ପେଟ ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ ଓ ଆପଣଙ୍କ ଓଜନ ମଧ୍ୟ ହ୍ରାସ ହେବ ।


ଉଚ୍ଚ ରକ୍ତଚାପ- ବନ୍ଧୁଗଣ ଯଦି ଆପଣ ମାନଙ୍କର ଉଚ୍ଚ ରକ୍ତ ଚାପର ସମସ୍ଯା ଅଛି । ତା ହେଲେ ଆପଣ ସବୁଦିନ ସକାଳ ସମୟରେ ବାସୀ ମୁହଁରେ ଗୋଟେ ରୁ ଦୁଇ ଗ୍ଳାସ ଉଷୁମ ପାଣିର ସେବନ କରନ୍ତୁ । ଏହାଦ୍ବାରା ଆପଣଙ୍କ ଉଛ ରକ୍ତ ଚାପ ନିୟନ୍ତ୍ରଣ ହୋଇଯିବ । ଏହା ବ୍ଯତୀତ ଆପଣ ସବୁଦିନ ୩ ରୁ ୫ ଗ୍ଳାସ ସାଧାରଣ ପାଣି ମଧ୍ୟ ପିଇ ପାରିବେ । ହେଲେ ଆପଣଙ୍କୁ ବାସୀ ମୁହଁରେ ପିଇବାକୁ ହେବ ।


କିଡ୍ନି ଜନିତ ସମସ୍ଯା- ବନ୍ଧୁଗଣ ଯଦି ଆପଣଙ୍କ କିଡ୍ନିରେ ଷ୍ଟୋନ ବା କିଡ୍ନି ଜନିତ କୌଣସି ସମସ୍ଯା ରହିଛି, ତା ହେଲେ ଆପଣ ସବୁଦିନ ବାସୀ ମୁହଁରେ ଉଷୁମ ପାଣିର ସେବନ କରନ୍ତୁ । ଏଥିପାଇଁ ଆପଣଙ୍କୁ କୌଣସି ଡାକ୍ତର ବ ମେଡ଼ିସିନର ସାହାରା ନେବା ଦରକାର ନାହିଁ । ଯଦି ଆପଣ ପ୍ରତ୍ୟକ ଦିନ ବାସୀ ମୁହଁରେ ଗୋଟେ ଗ୍ଳାସ ପାଣି ପିଇବେ ତାହାଲେ ବହୁତ ଶୀଘ୍ର ଆପଣଙ୍କ କିଡ୍ନି ଜନିତ ସମସ୍ତ ସମସ୍ଯା ଦୂର ହୋଇଯିବ । ତା ହେଲେ ବନ୍ଧୁଗଣ ଏହା ଥିଲା ବାସୀ ମୁହଁରେ ପାଣି ପିଇବାର ସମସ୍ତ ଲାଭ ବିଷୟରେ ।

ଆପଣଙ୍କୁ ଆମର ଏହି ପୋସ୍ଟ ଟି ଭଲ ଲାଗିଥିଲେ ନିଜ ସାଙ୍ଗ ମାନଙ୍କ ସହ ଏହାକୁ ଶେୟାର କରନ୍ତୁ ଓ ଆଗକୁ ଏମିତି କିଛି ସୁନ୍ଦର ସୁନ୍ଦର ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ଟିପ୍ସ ପଢିବା ପାଇଁ ଆମ ପେଜକୁ ଲାଇକ କରିବାକୁ ଭୁଲନ୍ତୁ ନାହିଁ । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button