ଯଦି ଆପଣ ଖାଉଛନ୍ତି ବାସି ରୁଟି ତେବେ ଏହି ଖବର ଆପଣଙ୍କର ଲୋମ ମୂଳ ଟାଙ୍କୁରୀ ଦେବ..
ବନ୍ଧୁଗଣ ଏ ପୁରା ଦୁନିଆରେ କେହିବି ଏମିତି ବ୍ୟକ୍ତି ନଥିବେ ଯିଏ ଧନର ଇଛା ରଖୁନଥିବ | ସମସ୍ତେ ଏହି ଇଛା ରଖିଥାନ୍ତି କି ତାଙ୍କ ପାଖରେ ଏତେ ଧନ ହେଉ କି ସେ ତାଙ୍କର ସବୁ ଇଛା ପୁରା କରିପାରିବେ | କି ବହୁତ ସାରା ନହେଲେ ବି ଏତିକି ଦରକାର ଯେତିକି ରେ ସେ ତାଙ୍କର ଜୀବନ ଅତିବାହିତ କରି ପାରିବେ | ଧନ ରୋଜଗାର କରିବାକୁ ଅନେକ ଲୋକ ଠିକ ରାସ୍ତା ବାଛିଥାନ୍ତି ସେମାନେ କଠିନ ପରିଶ୍ରମ ମଧ୍ୟ୍ୟ କରିଥାନ୍ତି କିନ୍ତୁ ଆଉ କିଛି ଲୋକ ଛଳ କପଟ କରି ପଇସା ରୋଜଗାର କରିଥାନ୍ତି |
ଅନ୍ୟପକ୍ଷ ରେ କିଛି ଏହିପରି ଲୋକ ମଧ୍ୟ ଅଛନ୍ତି ଯାହାଙ୍କ ପାଖରେ ପଇସା ଅଧିକ ଦିନ ରହିନଥାଏ | ଏହି ପରି ପରିସ୍ଥିତିରେ ଅନେକ ଲୋକ ଏହା ମଧ୍ୟ କହିଥାନ୍ତି ତାଙ୍କ ପାଖ କୁ ପଇସା ତ ଆସୁଛି କିନ୍ତୁ ଅଧିକ ରହୁନାହିଁ | ଏହିପରି ସମସ୍ୟା ର ସମାଧାନ ପାଇଁ ଆମେ ଆପଣଙ୍କ ପାଇଁ ଶାସ୍ତ୍ରରେ କୁହାଯାଇଥିବା କିଛି ଉପାୟ ନେଇ ଆସିଚୁ | ଏହିପରି କିଛି ଉପାୟ ଯାହାକୁ କରିବା ଦ୍ୱାରା ଆପଣଙ୍କ ପାଖରେ ସଦା ସର୍ବଦା ପଇସା ଭରି ହେଇ ରହିବ ଆଉ ଆପଣଙ୍କ ଧନବାକ୍ସ କେବେ ଖାଲି ହେବ ନାହିଁ ତେବେ ଚାଲନ୍ତୁ ଜାଣିବା |
ଆଜି ଆମେ ଆପଣଙ୍କୁ ରୋଷେଇ ଘରେ ଥିବା ଅଟାର ଉପାୟ କହିବାକୁ ଯାଉଛୁ | ଯଦି ଆପଣ ମଧ୍ୟ ଏହି ରୁଟି ଖାଉଛନ୍ତି ତେବେ ଆପଣଙ୍କୁ ଏହି ଉପାୟ ମାଲାମାଲ କରିଦେବ | ଆପଣ ଜୀବନରୁ କାଙ୍ଗାଳି କୁ ଦୂରେଇଦେବ | ବନ୍ଧୁଗଣ ଆର୍ଥିକ ଅସୁବିଧା ଏମିତି ନୁହେଁ କି ଗରିବ ସମୟରେ ହିଁ ଆସିଥାଏ ଏମିତି ଅନେକ ଲୋକ ଅଛନ୍ତି ଯାହାଙ୍କର ଅନେକ ରୋଜଗାର ପାରେ ମଧ୍ୟ ଆର୍ଥିକ ଅସୁବିଧା ରହିଥାଏ | ଏମିତିରେ ଯଦି ଅସମୟ ରେ କୌଣସି ଅସୁବିଧା ହୋଇଯାଏ ତେବେ ସଂଚୟ କରିଥିବା ଧନ ମଧ୍ୟ ସରିଯାଇଥାଏ ଏବଂ ବ୍ୟକ୍ତି ଗରିବ ହୋଇଯାଏ |
ଏହାକୁ ଜ୍ୟୋତିଷ ଶାସ୍ତ୍ର ରେ ମଧ୍ୟ କୁହାଯାଇଛି ରୋଜଗାର ତ ବହୁତ ଅଛି କି ସବୁ ପଇସା ଅନ୍ୟ ଦିଗରେ ଖର୍ଚ୍ଚ ହୋଇଯାଉଛି | ଏହା ଦ୍ୱାରା ପରିବାର ଅଶାନ୍ତି ଏବଂ କ୍ଳେଶ ଆସିଥାଏ ଏବଂ ଆପଣ ଇଛା କରିଥିବା ସବୁ ଜିନିଷ ପୁରା କରିପାରନ୍ତି ନାହିଁ | ଏହିପରି ଆର୍ଥିକ ଅସୁବିଧା ସବୁବେଳେ ଘେରି ରହିଥାଏ | ପଇସା ରୋଜଗାର ଥାଇ ମଧ୍ୟ ଘରେ ପଇସାର ବହୁତ ଅସୁବିଧା ରହିଥାଏ,ତେବେ ସେଥିପାଇଁ ଏହି ଉପାୟ କରିବା ନିଶ୍ଚିନ୍ତ ଉଚିତ | ତେବେ ଆସନ୍ତୁ ଜାଣିବା..
କିପରି କରିବେ ରୁଟିର ଏହି ସରଳ ଉପାୟ..?
ବନ୍ଧୁଗଣ ଧ୍ୟାନ ରଖନ୍ତୁ ଘରେ ଅଟା ପେଷିବାର ସଠିକ ଦିନ ହେଉଛି ଶନିବାର | ଏହି ଦିନ ଅଟା ପେଷିବା ଶୁଭ ହୋଇଥାଏ | ତେବେ ଏହାକୁ ପେଷିବା ସମୟରେ ଗୋଲମରିଚ ସେଥିରେ ପକେଇବା ଉଚିତ |ଏହା ଦ୍ୱାରା ଗୁରୁ ଗ୍ରହ ପ୍ରସନ୍ନ ହୋଇଥାନ୍ତି ବନ୍ଧୁଗଣ ଗୁରୁଗ୍ରହ ହେଉଛନ୍ତି ଧନର ଦାତା ତେବେ ତାଙ୍କୁ ପ୍ରସନ୍ନ କରିବା ଦ୍ୱାରା ସବୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ | ତେବେ ମନେ ରଖନ୍ତୁ ଶନିବାର ଦିନ ଚକି ରେ ଅଟା ପେଷିବା ଉଚିତ ଏବଂ ଏହି ଉପାୟ ବହୁତ ସହଜ ଏବଂ ସରଳ | ତେବେ 100ଗ୍ରାମ ଗୋଲମରିଚ,100ଟି ତୁଳସୀ ପତ୍ର ଏବଂ କିଛି କେଶର ମିଶେଇ ଏହି ଅଟାକୁ ପେଷିବା ଉଚିତ | ଏହା ଦ୍ୱାରା ଆପଣଙ୍କର ସବୁ ଆର୍ଥିକ ସମସ୍ୟା ଦୂର ହୋଇଥାଏ | ଜୀବନ ରେ ସୁଖ ଏବଂ ସମୃଦ୍ଧି ଆସିଥାଏ | ତେବେ ଯଦି ଆପଣଙ୍କ ର ପରିବାରରେ ଅଶାନ୍ତ ରହିଛି, ଚାକିରୀ ରେ ଅସୁବିଧା ହେଉଛି ବ୍ୟବସାୟ କ୍ଷତି ହେଉଛି | କିମ୍ବା ଘରେ କୌଣସି ଶୁଭ କାର୍ଯ୍ୟ ବିବାହ ହୋଇପାରୁନାହିଁ, ଶତ୍ରୁ ବଢିଯାଇଛନ୍ତି | ଜୀବନ ରେ କଳହ କ୍ଳେଶ ରହିଛି ତେବେ ଆପଣ ଏହି ସହଜ ଏବଂ ସରଳ ଉପାୟ କରନ୍ତୁ ନିଶ୍ଚିନ୍ତ ଆପଣଙ୍କ ଜୀବନରେ ପରିବର୍ତ୍ତନ ଆସିବ
ତେବେ ଗୁରୁବାର ଦିନ ରୁଟିରେ ହଳଦୀ ମିଶେଇ କୌଣସି ଗୋ ମାତା କୁ ଖାଇବାକୁ ଦିଅନ୍ତୁ ଏହା ସହିତ ଆପଣ ପିମ୍ପୁଡି କୁ ମଧ୍ୟ ଖାଇବାକୁ ଦେଇପାରିବେ | ଏହା ଦ୍ୱାରା ଆପଣଙ୍କ ଘରୁ ନକାରାତ୍ମକ ଉର୍ଜା ଚାଲିଯାଇଥାଏ | ଗୁରୁବାର ଦିନ ଗୋମାତା ଙ୍କୁ ହଳଦୀ ରୁଟି ଖାଇବାକୁ ଦେବା ଦ୍ୱାରା ଗୁରୁଗ୍ରହ ପ୍ରସନ୍ନ ହୋଇଥାନ୍ତି ଏବଂ ଆପଣଙ୍କ ଜୀବନ ରେ ଅନେକ ଧନର ବର୍ଷା କରିଥାନ୍ତି | ଏହି ସରଳ ଉପାୟ କରିବା ଦ୍ୱାରା ଆପଣଙ୍କ ଜୀବନ ରେ ଅନେକ ପରିବର୍ତନ ଆସିଥାଏ,