ଦେଶ ବିଦେଶ

ସୁଦୃଢ଼ ଶାରୀରିକ ସଂପର୍କ ଦ୍ଵାରା ବୈବାହିକ ଜୀବନ ରେ ଏହି ସବୁ ପରିବର୍ତନ ଆସିଥାଏ, ଜାଣିଲେ ତାଯୁବ ହେବେ

ସବୁ ଝିଅମାନଙ୍କ ଇଚ୍ଛା ଥାଏ ବିବାହ ପରେ ତାଙ୍କ ସ୍ଵାମୀ ତାଙ୍କୁ ସବୁ ଦୃଷ୍ଟି ରୁ ସନ୍ତୁଷ୍ଟ କରୁ ଏବଂ ତାଙ୍କ ସବୁ ଇଚ୍ଛା ର ସମ୍ମାନ କରି ଜୀବନର ଛୋଟ ବଡ ଆବଶ୍ୟକତା ପୂରଣ କରୁ । ସେଥିପାଇଁ ସବୁ ଝିଅ ନିଜ ବିବାହ କୁ ନେଇ ବେଶୀ ଚିନ୍ତିତ ସହ ଉତ୍ସାହିତ ବି ଥାଆନ୍ତି ।

ବିବାହ ପରେ ଶାରୀରିକ ସମ୍ପର୍କ ରଖିବା ପ୍ରାକୃତିକ ଏବଂ ଗୁରୁତ୍ୱପୂର୍ଣ ମଧ୍ୟ ହୋଇଥାଏ । ନୂଆ ବାହାଘର ହୋଇଥିବା ପୁଅ, ଝିଅ ମାନେ ଶାରିରୀକ ସମ୍ବନ୍ଧ ରଖିବା ପାଇଁ ଅଧିକ ଉତ୍ସାହିତ ଥାଆନ୍ତି । କିନ୍ତୁ ଅଧିକ ଉତ୍ସାହିତ ହୋଇ ନିଜ ଶକ୍ତି ଠାରୁ ଅଧିକ ଶାରୀରିକ ସଂପର୍କ ରଖିବା ଶରୀର ପାଇଁ କ୍ଷତିକାରକ ହୋଇପାରେ ।

 

ଏମିତି କଲେ ପୁରୁଷ ର ପୁରୁଷତ୍ୱ ନଷ୍ଟ ବି ହେଇପାରେ । ତାପରେ ମଧ୍ୟ ନାରୀ ର ଶାରୀରିକ ସଂପର୍କ କରିବାର ଇଛା ମଧ୍ୟ ଧୀରେ ଧୀରେ କମିଯିବ । ବିବାହ ପରେ ଏହି ସବୁ କଥା କୁ ନଜରରେ ରଖିଲେ ବୈବାହିକ ଜୀବନ ସୁଖମୟ ହେବ ।

ଆହୁରି ପଢନ୍ତୁ :- ଏକା ଥିବା ସମୟରେ ହିଁ ଦେଖନ୍ତୁ ଏହି ୱେବ୍ ସିରିଜ୍, ବୋଲ୍ଡ ସିନ ଦେଖି ବାହାରିଯିବ ଆପଣଙ୍କର ଝାଳ, ଆଉ ହୋଇଯିବେ…
ଡାକ୍ତର ଙ୍କ କହିବା ଅନୁସାରେ ୨୦ ରୁ ୩୫ ବର୍ଷ ମଧ୍ୟରେ ପୁରୁଷ କୁ ମାସ ରେ ୧୨ ଥର ଶାରୀରିକ ସଂପର୍କ କଲେ ଶରିର ସୁସ୍ଥ ରହିବା ସହିତ ପୁରୁଷତ୍ବ ନଷ୍ଟ ହୁଏ ନାହିଁ । ସେହିପରି ୩୫ରୁ ୪୫ ବର୍ଷ ପର୍ଯ୍ୟନ୍ତ ବ୍ୟକ୍ତି ସପ୍ତାହକୁ ୨ ଥର ଓ ୪୫ ରୁ ଉର୍ଦ୍ଧ୍ୱ ବୟସ୍କ ବ୍ୟକ୍ତି ସପ୍ତାହକୁ ଥରେ ଶାରୀରିକ ସଂପର୍କ ରଖିବା ଉଚିତ ।

Related Articles

Leave a Reply

Your email address will not be published. Required fields are marked *

Back to top button