ଦେଶ ବିଦେଶ

ସଞ୍ଜୟ ସିଂହଙ୍କ ବିରୋଧରେ ଚାର୍ଜସିଟ ଦାଖଲ କଲା ଇଡି – bajravana

[ad_1]

ନୂଆଦିଲ୍ଲୀ: ଦିଲ୍ଲୀ ଅବକାରୀ ନୀତି ମାମଲାରେ ଇଡି ଆପ୍ ରାଜ୍ୟସଭା ସାଂସଦ ସଞ୍ଜୟ ସିଂହଙ୍କ ବିରୋଧରେ ରାଉଜ ଏଭିନ୍ୟୁ କୋର୍ଟରେ ଚାର୍ଜସିଟ ଦାଖଲ କରିଛି । ଏହି ଚାର୍ଜସିଟର ୬୦ ପୃଷ୍ଠାର ହୋଇଥିବା ଜଣାପଡ଼ିଛି ।

ସଞ୍ଜୟ ସିଂହଙ୍କୁ ୨୦୨୩ ଅକ୍ଟୋବରରେ ଦୀର୍ଘ ସମୟ ଜେରା କରିବା ପରେ ଇଡି ଗିରଫ କରିଥିଲା । ସେବେଠୁ ସଞ୍ଜୟ ତିହାଡ଼ ଜେଲରେ ଅଛନ୍ତି । ଜାମିନ ପାଇଁ ରାଉଜ ଏଭିନ୍ୟୁ କୋର୍ଟ, ଦିଲ୍ଲୀ ହାଇକୋର୍ଟ ଓ ସୁପ୍ରିମକୋର୍ଟରେ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ କୌଣସି ସଫଳତା ମିଳିନାହିଁ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button