ଦେଶ ବିଦେଶ

ଏହି ୫ଟି ଜିନିଷ ଆପଣଙ୍କ ଲିଙ୍ଗକୁ ମୋଟା ଓ ଲମ୍ବା କରିଥାଏ, ଜାଣନ୍ତୁ

ବନ୍ଧୁଗଣ ଲିଙ୍ଗ ର ଆକାର ବଡ କରିବା ପାଇଁ ବହୁତ ଗୁଡିଏ ଉପାୟ ରହିଛି ଏହି ମଧ୍ୟ ରୁ କିଛି କାମ କରେ ତ ଆଉ କିଛି କାମ କରେ ନାହିଁ । ଯଦି ଆପଣ ମାନେ ନିଜର ଲିଙ୍ଗ କୁ ଲମ୍ବା କରିବା ପାଇଁ ଚାହାଁନ୍ତି ତେବେ ଆପଣ ମାନଙ୍କୁ କିଛି ଔଷଧ ହିଁ ସାହାଯ୍ୟ କରି ପାରିବ ଏବଂ ଏହା ଆପଣ ମାନଙ୍କ ଲିଙ୍ଗ ରେ ରକ୍ତ ସଂଞ୍ଚାଳନ କୁ ବଢେଇ ଥାଏ । ତେବେ ଆମେ ଆଜି ଆପଣ ମାନଙ୍କୁ ସେହି ଔଷଧ ବିଷୟ ରେ ଜଣେଇବୁ ଜାହା ଆପଣ ମାନଙ୍କର ଲିଙ୍ଗ କୁ ସଂମ୍ପର୍ଣ୍ଣ ଭାବେ ଲମ୍ବା କରିବାରେ ସାହାଯ୍ୟ କରି ଥାଏ ।

ପ୍ରଥମେ ତ ଗୋଖରୁ ଫଳ । ଜାହାର ଗୁୁଣ୍ଡ କୁ ଆପଣ ମାନେ ଅନ ଲାଇନ ରେ ଅର୍ଡର ବି କରି ପାରିବେ । ଏହା ଆପଣ ମାନଙ୍କ ଟେଷ୍ଟୋଷ୍ଟିରନ ର ମାତ୍ରା କୁ ବଢେଇବା ରେ ବହୁତ ପରିମାଣ ରେ ସାହାଯ୍ୟ କରି ଥାଏ । ଦ୍ୱତୀୟ ରେ ଜିନସିଙ୍ଗ୍ । ଏହା ସାଧାରଣ ଭାବେ ଦକ୍ଷିଣ କୋରିଆ, ଏବଂ ସାଇବେରିଆ ରେ ମିଳୁ ଥିବା ଔଷଧ ଅଟେ ।

ଏହି ଚେର ରେ ଥିବା ତତ୍ୱ ଆମ ଲିଙ୍ଗ ରେ ରହି ଥିବା ଶୀର କୁ ଠିକ୍ କରିବାରେ ସାହାଯ୍ୟ କରେ ଏବଂ କିଛି ରିସର୍ଚ୍ଚ ରୁ ଜଣା କି ଏହା ସଂଭୋଗ କ୍ରିଆ ରେ ବି ବହୁତ ପରିମାଣ ରେ ସାହାଯ୍ୟ କରେ । ତିନି ନମ୍ବରରେ ଗିଙ୍କ ବାଇଲୋବା ।

ଏହା ଆମ ମାନଙ୍କ ମତ୍ସିକ ସଠିକ୍ ରଖିବାରେ ସାହାଯ୍ୟ କରି ଥାଏ । ଏହା ଛଡା ଏହା ଆମ ଶରୀର ଏବଂ ଲିଙ୍ଗ ର ରକ୍ତ ସଂଞ୍ଚାଳନା କୁ ବଢେଇ ଥାଏ । ଲିଙ୍ଗ କୁ ଲମ୍ବା କରିବାର ଔଷଧୀ ରୂପେ ଏହାକୁ ବ୍ୟବହାର କରା ଯାଏ । ସେହି ପରି ଆପଣ ମାନେ ଲିଙ୍ଗ ର ମାତ୍ରା ଏବଂ ଉତ୍ତେଜନା କୁ ବଢେଇବା ପାଇଁ ମକା ପାୱଡର ର ସେବନ କରନ୍ତୁ ଏହା ଆପଣ ମାନଙ୍କ କାମ ଉତ୍ତେଜନା କୁ ବଢେଇ ଥାଏ ।

ତଥା ଆମେ ଆପଣ ମାନଙ୍କୁ ଯେଉଁ ସବୁ ଔଷଧ ବିଷୟ ରେ କହିସୁ ତାହାକୁ ଖାଇବା ପୂର୍ବ ରୁ ଡା4କ୍ତର ଙ୍କ ପରାମର୍ଶ ନିହାତଚି ନେବେ । ଏମିତି ରେ ଏହି ସବୁ କୁ ଆପଣ ମାନେ ଅନ ଲାଇନର ଷ୍ଟୋର ମାନଙ୍କ ରେ ନିଶ୍ଚିତ ଭାବେ ପାଇ ପାରିବେ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button