କେବଳ ୫ ମିନିଟରେ ଥଣ୍ଡା, କାଶ ଏବଂ କଫ ଭଳି ସମସ୍ୟା ହୋଇଯିବ ଦୂର
ବନ୍ଧୁଗଣ ଆମେ ଆଜି ଆପଣ ମାନଙ୍କ ପାଇଁ ନେଇ କରି ଆସିଛୁ ଥଣ୍ଡା , କାସ , ଜ୍ୱର ପାଇଁ ଏକ ବହୁତ ଭଲ ଉପଚାର । ତେବେ ବନ୍ଧୁଗଣ ଏହି ଉପଚାର କୁ ବନେଇବା ଯେତେ ପରିମାଣ ରେ ସହଜ ପିଇବା ପାଇଁ ମଧ୍ୟ ଠିକ୍ ସେତିକି ପରିମାଣ ରେ ସ୍ୱାଦିଷ୍ଟ । ଏହା ଏତେ ସ୍ୱାଦିଷ୍ଟ ହୋଇ ଥାଏ କି ଆପଣ ମାନେ ଥରେ ପିଇଲେ ଆପଣ ମାନଙଙ୍କୁ ବାରମ୍ବାର ପିଇବା ପାଇଁ ଇଚ୍ଛା ହେବ । ତେବେ ସେହି ବିଷୟ ରେ ଆସନ୍ତୁ ସଂମ୍ପର୍ଣ୍ଣ ଭାବେ ଜାଣି ନେବା।
ତେବେ ବନ୍ଧୁଗଣ ଆପଣ ମାନେ ଏହି ରମେଡି କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆପଣ ମାନେ ଗୋଟିଏ ପାତ୍ର କୁ ଗ୍ୟାସ୍ ରେ ବସାନ୍ତୁ । ଏବେ ସେହି ଥିରେ ଆପଣ ମାନେ ଅଧା କପ୍ ପାଣି ଢାଳନ୍ତୁ । ପରେ ପାଣି କୁ ଅଳ୍ପ ଗରମ ହେବାକୁ ଦିଅନ୍ତୁ ।ଏବେ ଆପଣ ମାନଙ୍କୁ 10 ରୁ 15 ଗ୍ରାମ୍ ର ଅଦା ଜରୁରୀ ଅଟେ । ଏହାକୁ ଆପଣ ମାନେ ଭଲ ଭାବେ ଛେଚି ଦିଅନ୍ତୁ ।
ଯଦି ଆପଣ ମାନଙ୍କୁ ଅଧିକ କାସ ହୋଉଛି ତେବେ ଆପଣ ମାନେ ସେହି ଥିରେ ଦୁଇଟି ଲବଙ୍ଗ ଛେଚି ସେହି ଥିଲେ ପକାନ୍ତୁ । କାରଣ ଲବଙ୍ଗ କାସ ଭଳି ସମସ୍ୟା ଠାରୁ ବହୁତ ଅଧିକ ଲାଭ ଦାୟକ ଅଟେ । ଏବଂ ପରେ ତାହାକୁ ପାଣି ରେ ପକାନ୍ତୁ ଏବଂ ପରେ ସେହି ଥିରେ 5 ଟି ତୁଳସୀ ପତ୍ର ପକାନ୍ତୁ । ଏବଂ ପରେ ସେହି ଥିରେ ଅଧା ଚାମଚ ଚା ପତି ପକାନ୍ତୁ । ଏବଂ ପରେ ସ୍ୱାଦ ଅନୁସାରେ ସେହି ଥିରେ ଚୀନି ମିଶାନ୍ତୁ।
ତେବେ ଅଲ୍ପ ସମୟ ପରେ ଏହା ବହୁତ ଭଲ ଭାବେ ଫୁଟିବାକୁ ଲାଗିବ । ଏହି ସମୟ ରେ ଆପଣ ମାନେ ସେହି ଥିରେ ଏକ ଗ୍ଲାସ୍ କ୍ଷୀର ମିଶାନ୍ତୁ । ଏବଂ ପରେ ଆପଣ ମାନେ ଏହାକୁ 5 ମିନିଟ୍ ଯାଏ ଫୁଟାନ୍ତୁ ।
ହଳଦୀ ମିଶ୍ରୀତ କ୍ଷୀର ଏହି ସବୁ ପାଇଁ ବହୁତ ଉପକାରୀ ହୋଇ ଥାଏ । ହେଲେ ବହୁତ ଲୋକଙ୍କୁ ଏହି କ୍ଷୀର ଭଲ ଲାଗେ ନାହିଁ ସେହିଥି ପାଇଁ ଆମେ ଆପଣ ମାନଙ୍କୁ ଏହା କହୁଛୁ । ତେବେ ଏହା ପରେ ଆପଣ ମାନେ ଗୋଟିଏ ଗ୍ଲାସ୍ କୁ ଏହାକୁ ଛାଣି ନିଅନ୍ତୁ ଏବଂ ପରେ ଆପଣ ମାନେ ସେହି କ୍ଷୀର କୁ ସେବନ କରନ୍ତୁ ଦେଖିବେ ଆପଣ ମାନଙ୍କର ଏହି ସବୁ ସମସ୍ୟା ଦୂର ହେବ ।