ଦେଶ ବିଦେଶ

ମଲା ପର୍ଯ୍ୟନ୍ତ ହେବ ନାହିଁ ଆଣ୍ଠୁ-ଗଣ୍ଠି ବିନ୍ଧା, ଅଣ୍ଟା ବିନ୍ଧା…80 ବର୍ଷ ବୟସରେ ବି ଭରିଦେବ 26 ବର୍ଷ ପରି ଜୋସ ଆଉ ଶକ୍ତି…

ବନ୍ଧୁଗଣ ବର୍ତ୍ତମାନ ର ସମୟରେ ଅନେକ ଲୋକ ଙ୍କ ଠାରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ତ ଦେଖିବାକୁ ମିଳୁଛି । ଏପରି ରେ ଆଜି ଆମେ ସେ ସବୁ ସମସ୍ଯା ର କାରଣ ଓ ତାର ସଠିକ ଉପାଚାର ନେଇ କରି ଆସିଛୁ । ଯାହା ଦ୍ଵାରା ଆପଣ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରୁ ମୁକ୍ତି ପାଇ ପାରିବେ । ବନ୍ଧୁଗଣ ଶରୀରରେ ଯଦି ବାୟୁ ଓ ବ୍ୟାତ ପ୍ରକୃତି ଥାଏ, ତେବେ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ସହଜ ରେ ଶରୀରକୁ ଆକ୍ରାନ୍ତ କରିଥାଏ ।

ଏହାଛଡା ଥଣ୍ଡା ଓ କଫ ପ୍ରବୃତ୍ତି ଥିଲେ ମଧ୍ୟ ଆଣ୍ଠୁ ଗଣ୍ଠି ଜନିତ ସମସ୍ୟା ସୃଷ୍ଟି ହେବାରେ ଲାଗିଥାଏ । କବଜ ବା ମଳକଣ୍ଟକ ଥିଲେ ମଧ୍ୟ ଆଣ୍ଠୁ ଗଣ୍ଠିରେ ବିନ୍ଧା ଏହବର ଦେଖିବାକୁ ମିଳିଥାଏ । ଏହା ବ୍ୟତୀତ ଶରୀର ରେ ଅତ୍ୟଧିକ ମୋଟାପଣ, କାର୍ଯ୍ୟ ନ କରି ଆଳସ୍ୟ କରି ସବୁବେଳେ ଶୋଇ ରହିବା, ଶରୀରର ରେ କ୍ୟାଲସିୟମ ର ଅଭାବ,

ମାନସିକ ଅବସାଦ ଓ ନାରୀ ମାନଙ୍କର ଋତୁସ୍ରାବ ରେ ଅନିୟମିତତା ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ର ପ୍ରମୁଖ କାରଣ ମାନ ହୋଇଥାଏ । ଶରୀର ରେ ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ଦେଖା ଦେଲେ ଚଲା ବୁଲା ରେ କଷ୍ଟ ଅନୁଭବ ହେବା ଠାରୁ ଆରମ୍ଭ କରି ସମସ୍ତ କାର୍ଯ୍ୟ କରିବା ରେ କଷ୍ଟ ଅନୁଭବ ହୋଇଥାଏ । ଆଣ୍ଠୁ ଗଣ୍ଠି ଯନ୍ତ୍ରଣା ଆରୁ ରକ୍ଷା ପାଇବା ଏପାଇଁ ସର୍ବ ପ୍ରଥମେ ପ୍ରଚୁର ମାତ୍ରାରେ ପନିପରିବା ର ସେବନ କରିବା ଉଚିତ ।

ଏହାସହ ଖଟା ଜାତୀୟ ଜିନିଷ ଖାଦ୍ୟ ମାନଙ୍କୁ ନଜର ଅନ୍ଦାଜ କରିବାକୁ ହେବ । ଏହା ସହ ମଦ୍ୟପାନ, ଧୂମ୍ରପାନ ତଥା ସମସ୍ତ ନିଶା ଜାତୀୟ ଦ୍ରବ୍ଯ ଠାରୁ ମଧ୍ୟ ଦୂରେଇ ରହିବାକୁ ହେବ । ତାହାସହ ଅତ୍ୟଧିକ ଜଙ୍କ ଫୁଡ ତଥା ଫାଷ୍ଟ ଫୁଡ ଖାଦ୍ୟର ସେବନ କରୁଥିଲେ ମଧ୍ୟ ତାହାକୁ କମ କରିବାକୁ ହେବ ।

ଆଣ୍ଠୁଗଣ୍ଠି ବିନ୍ଧା ହେଲେ କ୍ଷୀର, ଗହମ, ବୁଟ, ମୁଗ, ମସୁର, ସବୁଜ ପରିବା ତଥା କଦଳୀ, ପିଜୁଳି, କିସମିସ ଓ ଖଜୁରୀ ଆଦି ଅଧିକ ପରିମାଣ ରେ ଖାଆନ୍ତୁ । ଏହାସହ ଅଁଳା, ଖସା ଓ ପଇଡ ଆଦି ଖାଇବା ମଧ୍ୟ ଅତ୍ୟନ୍ତ ଲାଭ ଦାୟୀ ହୋଇଥାଏ ।

ନିୟମିତ କିଛି ସମୟ ଧରି ଯଦି ଯୋଗାଭ୍ଯାସ କରାଯାଏ, ତେବେ ଏହି ଆଣ୍ଠୁ ଗଣ୍ଠି ଜନିତ ସମସ୍ଯା ରୁ ରକ୍ଷା ମିଳି ପାରିବ । ତାହାଛଡା ପ୍ରତ୍ଯେକ ଦିନ ସକାଳେ ସୂର୍ଯ୍ୟ କିରଣ ରେ ଭ୍ରମଣ କରିଲେ ମଧ୍ୟ ଏହି ସମସ୍ଯା ରୁ ମୁକ୍ତି ମିଳିଥାଏ ।

ଏହା ବ୍ୟତୀତ ପ୍ରତିଦିନ ସକାଳେ ତ୍ରିଫଳା ଚୂର୍ଣ୍ଣ ଅଭ୍ଯାସ କରି ଖାଇଲେ, ମଳ ବଦ୍ଧତା ଦୂର ହେବା ସହ ଗଣ୍ଠି ଯନ୍ତ୍ରଣା ରେ ମଧ୍ୟ ଉପକାର ମିଳେ । ତେବେ ବନ୍ଧୁଗଣ ଆପଣ ମାନଙ୍କୁ ଯଦି ଆମର ଏହି ପୋଷ୍ଟ ଟି ଭଲ ଲାଗେ, ତେବେ ଆପଣ ଆମର ଏହି ପୋଷ୍ଟ ଟି କୁ ଲାଇକ ଓ ଶେୟାର କରିବାକୁ ଭୁଲିବେନି । ଧନ୍ୟବାଦ

Related Articles

Leave a Reply

Your email address will not be published. Required fields are marked *

Back to top button