ସ୍ୱାସ୍ଥ୍ୟ

PREGNANCY TIPS : ଗୋଟିଏ ନାରୀ କେବେ ଜଲଦି PREGNANT ହେଇଥାଏ ! କୋଉ ବୟସରେ ଖୁବ ଜଲଦି ପ୍ରେଗନେଣ୍ଟ ହେଇଥାନ୍ତି ମହିଳା

ଆମେ ମାନେ ସମସ୍ତେ ଜାଣିଛୁ କି ପ୍ରତେକ ପୁରୁଷ ଓ ମହିଳା ଙ୍କର ଗୋଟିଏ ଇଚ୍ଛା ଥାଏ କି ସେମାନେ ବିବାହ ପରେ ବାପା ଓ ମା ହେବେ | ତେବେ ମହିଳା ଙ୍କର ନାରୀ ଜୀବନ ର ସାର୍ଥକତା ପାଇଥାଏ ଯେତେବେଳେ ସେ ମାତୃତ୍ୱ ପ୍ରାପ୍ତି କରିଥାଏ | ତେବେ କେତେକ ବିଶେଷ କାରଣ ରହିଛି ଯାହା ପାଇଁ ମହିଳା ଜଣଙ୍କ ପ୍ରେଗ୍ନେଣ୍ଟ ହେବାରୁ ବଞ୍ଚିତ ହୋଇଥାଏ | ଆଉ ତାହା ସହିତ ମହିଳା ଜଣ ଙ୍କ ଜାଣି ପାରି ନ ଥାଏ କି କେତେବେଳେ ସେ ସମ୍ବନ୍ଧ କରିଲେ ପ୍ରେଗ୍ନେଣ୍ଟ ହେଇ ପାରିବ ବୋଲି | ତାହେଲେ ଆସନ୍ତୁ ଆଜି ଆମେ ଜାଣିବା କି ମହିଳା ଜଣ ଙ୍କୁ ଜଲ୍ଦି ପ୍ରେଗ୍ନେଣ୍ଟ ହେବା ପାଇଁ ହେଲେ କେଉଁ କଥା ପ୍ରତି ବିଶେଷ ଭାବରେ ଧ୍ୟାନ ଦେବା ପାଇଁ ପଡିବ ସେ ବିଷୟରେ ସମ୍ପୂର୍ଣ୍ଣ କଥା |

କେତେବେଳେ ମହିଳା ଜଣଙ୍କ ସହବାସ କରିବା ଉଚିତ :-

ତେବେ କୁହାଯାଉଛି କି ମହିଳା ମାନେ ପ୍ରେଗ୍ନେଣ୍ଟ ହେବା ପାଇଁ ହେଲେ ପ୍ରଥମେ ସେମାନଙ୍କର ଅଭୁଲେସନ ପିରିୟଡ଼ କୁ ମନେ ରଖିବା ପାଇଁ ପଡିବ |ତେବେ ପ୍ରଥମେ ଆପଣ ଆପଣଙ୍କର ପିରିୟଡ଼ସ ଡେଟ କୁ ମନେ ରଖିବା ଆଉ ତାହାର ପ୍ରଥମ ଦିନକୁ 1 ବୋଲି ଧରିବା |ତେବେ କୁହାଯାଉଛି କି ପିରିୟଡ଼ସ ର 14-15 ଦିନ ର ପୂର୍ବରୁ ଵା ପରେ ଯଦି ଜଣେ ମହିଳା ପୁରୁଷ ଙ୍କ ସହିତ ସହବାସ କରେ ତାହେଲେ ସେତେବେଳେ ମହିଳା ଜଣଙ୍କ ପ୍ରେଗନେଟ ହୋଇ ପାରିବ | କାରଣ ସେହି ସମୟରେ ଅଣ୍ଡା ଫୁଟିଥାଏ ଓ କଭିନ୍ସ ର ଚାନ୍ସ ଥାଏ |

ପ୍ରେଗନେଟ ନ ହେବା ର କାରଣ :-

କୁହାଯାଉଛି କି ଫାଷ୍ଟ ଫୁଡ୍,ଜଙ୍କ ଫୁଡ୍ , ଅଧିକ ତୈଳ ଯୁକ୍ତ ଖାଦ୍ୟ ଖାଇବା, ନିଶା ଦ୍ରବ୍ୟ ସେବନ, ଲେଟ୍ ରେ ଖାଇବା କାରଣରୁ ମହିଳା ଙ୍କର ଥିଲ ଭାବରେ ପିରିୟଡ଼ସ ହୁଏ ନାହିଁ , ତାହା ସହିତ ଅଧିକ ଷ୍ଟ୍ରେସ କାରଣରୁ ମଧ୍ୟ ଗର୍ଭ ଧାରଣ ରେ ବିଳମ୍ବ ହୋଇଥାଏ | ମହିଳା ମାନଙ୍କର ଓଜନ ବଢିଲେ ମଧ୍ୟ ଏହି ସମସ୍ୟା ସୃଷ୍ଟି ହୋଇଥାଏ | ତାହା ଛଡା କୁହାଯାଉଛି କି ଲେଟ ରେ ବିବାହ କରିବା 30-35 ପରେ ଯଦି ଆପଣ ବିବାହ କରୁଛନ୍ତି ଆଉ ପିଲା ନେଉଛନ୍ତି ତାହେଲେ ଏହି ଭଳି ସମସ୍ୟା ଦେଖା ଯାଇଥାଏ ବୋଲି କୁହାଯାଉଛି | ତାହା ବ୍ୟତୀତ ଯଦି ବିବାହ ପରେ ପିଲା ନ ନେଇ ଗର୍ଭ ନିରୋଧକ ବଟିକା ଖାଉଛନ୍ତି ତାହାଲେ ମଧ୍ୟ ପ୍ରେଗ୍ନେସି ରେ ଅସୁବିଧା ଦେଖା ଯାଏ |

ତେଣୁ କୁହାଯାଉଛି କି 18-23 ବର୍ଷ ବୟସରେ ଜଣେ ମହିଳାଙ୍କ ର ଥର୍କରେ 1 ମିଲିଅନ ରୁ ଅଧିକ ରିଲିଜ ହେଇଥାଏ କିନ୍ତୁ ସେଥିରୁ 4 ରୁ 5 ଟି ଭଲ ଥାଏ  ଆଉ ଯାହା ପୁରୁଷ ଙ୍କ ଶୂକ୍ରାଣୁ ସହିତ ଫୋର୍ଟିଲାଇଜ ହୋଇକି ମହିଳା ଜଣଙ୍କ ମା ହୋଇଥାନ୍ତି |ତେଣେ ଏହି ଭଳି ଭାବରେ ଜଣେ ମହିଳା ପ୍ରେଗନେଟ ହୋଇ ପାରିବେ ବୋଲି କୁହାଯାଉଛି |ଯଦି ଆମ ଲେଖାଟି ଆପଣଙ୍କୁ ଭଲ ଲାଗିଲା ତେବେ ତଳେ ଥିବା ମତାମତ ବକ୍ସରେ ଆମକୁ ମତାମତ ଦେଇପାରିବେ ଏବଂ ଏହି ପୋଷ୍ଟଟିକୁ ନିଜ ସାଙ୍ଗମାନଙ୍କ ସହ ସେୟାର ମଧ୍ୟ କରିପାରିବେ । ଆମେ ଆଗକୁ ମଧ୍ୟ ଏପରି ଅନେକ ଲେଖା ଆପଣଙ୍କ ପାଇଁ ଆଣିବୁ ଧନ୍ୟବାଦ ।

Related Articles

Leave a Reply

Your email address will not be published. Required fields are marked *

Back to top button