ଦେଶ ବିଦେଶ

ଜାଣନ୍ତି କି ଟ୍ରେନରେ ବାଜିଥାଏ ୧୧ ପ୍ରକାର ହର୍ଣ୍ଣ? ଆଉ ପ୍ରତ୍ୟକ ସଙ୍କେତ ପଛରେ ଥାଏ ଭିନ୍ନ ଭିନ୍ନ କାରଣ

ଟ୍ରେନରେ ଯାତ୍ରା ଆପଣ ସମସ୍ତେ ତ କରିଥିବେ । ଜଙ୍ଗଲ, ନଦୀ, ଗାଁ ଏବଂ ପାହାଡର ଛାତି ଚିରି ଯାଉଥିବା ଟ୍ରେନରେ ଯାତ୍ରା କରିବାର ମଜା ନିଆରା । ଦୂରରୁ ଶୁଭୁଥିବା ଟ୍ରେନର ହର୍ଣ୍ଣ ଏହି ମଜାକୁ କରିଥାଏ ଦ୍ବିଗୁଣିତ । ହେଲେ କେବେ ଧ୍ୟାନ ଦେଇ ଶୁଣିଛନ୍ତି ଟ୍ରେନରେ କେତେ ପ୍ରକାର ହର୍ଣ୍ଣ ବାଜିଥାଏ । ଯଦି ଜାଣି ନାହାଁନ୍ତି ତେବେ ଆମେ ଆପଣଙ୍କୁ ଜଣାଇବୁ କେତେ ପ୍ରକାର ହର୍ଣ୍ଣ ମାରିଥାଏ ଟ୍ରେନ୍ । ଏବଂ ଏହି ୧୧ ପ୍ରକାର ହର୍ଣ୍ଣର ଅର୍ଥ କଣ ।  କେବଳ ଷ୍ଟେସନରେ ପହଂଚିବା ଏବଂ ଛାଡିବା ବ୍ୟତୀତ ଅନ୍ୟ ସମୟରେ ମଧ୍ୟ ଟ୍ରେନ୍ ହର୍ଣ୍ଣ ମାରିଥାଏ ।

ଏବେ ନଜର ପକାନ୍ତୁ କଣ ଏହି ୧୧ ପ୍ରକାର ହର୍ଣ୍ଣ ।

ଗୋଟିଏ ଛୋଟ ହର୍ଣ୍ଣ : ଗୋଟିଏ ଛୋଟ ହର୍ଣ୍ଣ ମାରିବାର ଅର୍ଥ ହେଉଛି ମୋଟରମ୍ୟାନ୍ ଟ୍ରେନକୁ ୟାର୍ଡକୁ ନେଇକି ଯିବ । ଯେଉଁଠାରେ ଟ୍ରେନକୁ ସଫା କରାଯିବା ସହ ଆଗାମୀ ଯାତ୍ରା ପାଇଁ ପ୍ରସ୍ତୁତ କରିବା ।

Related Articles

Leave a Reply

Your email address will not be published. Required fields are marked *

Back to top button