ଓଡିଶା

କାଲିମେଳା ଦୟାଲତୁଙ୍ଗ ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ – bajravana

[ad_1]

କାଲିମେଳା: ନିର୍ବାଚନ ପୂର୍ବରୁ ମାଲକାନଗିରି ପୁଲିସ୍‌କୁ ବଡ଼ ସଫଳତା ମିଳିଛି। ଆନ୍ଧ୍ର ପ୍ରଦେଶ ଓଡିଶା ସୀମା ଜଙ୍ଗଲରୁ ବିପୁଳ ପରିମାଣରେ ବିସ୍ଫୋରକ ଜବତ ହୋଇଛି।
କାଲିମେଳା ଥାନା ଅନ୍ତର୍ଗତ ଦୟାଲତୁଙ୍ଗ ଜଙ୍ଗଲରୁ ପୁଲିସ୍‌ ଏହି ବିସ୍ଫୋରକ ଜବତ କରିଛି। ଜବତ ହୋଇଥିବା ବିସ୍ଫୋରକ ମଧ୍ୟରେ ୧୨ ଟି ଲ୍ଯାଣ୍ଡମାଇନ୍, ୧୯୦ ଟି ଜିଲଟିନ୍ ଷ୍ଟିକ ରହିଥିବା ପୁଲିସ୍ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି।

କୁମ୍ବିଂ ବେଳେ ଡିଭିଏଫ ଯବାନଙ୍କ ଦ୍ବାରା ଏହି ବିସ୍ଫୋରକ ଜବତ କରାଯାଇଛି। ଗୁଇନ୍ଦା ଗୁପ୍ତ ସୂଚନା ଆଧାରରେ ପୁଲିସ୍ ପକ୍ଷରୁ କୁମ୍ବିଂ ଅପରେସନ ଆରମ୍ଭ ହୋଇଥିଲା।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button