ଖେଳ ଖବର

ଟସ୍ ଜିତିଲା ସନରାଇଜର୍ସ ହାଇଦ୍ରାବାଦ : ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି – bajravana

[ad_1]

ଅହମ୍ମଦାବାଦ: ଆଇପିଏଲ ୨୦୨୪ର ୧୨ତମ ମ୍ୟାଚରେ ରବିବାର ଗୁଜୁରାଟ ଟାଇଟନ୍ସ (ଜିଟି) ଏବଂ ସନରାଇଜର୍ସ ହାଇଦ୍ରାବାଦ (ଏସ୍ଆର୍‌ଏଚ୍) ମୁହାଁମୁହିଁ ହୋଇଛନ୍ତି। ଗୁଜୁରାଟର ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡ଼ିୟମ୍‌ରେ ଖେଳାଯାଉଥିବା ଏହି ମ୍ୟାଚ୍‌ରେ ସନରାଇଜର୍ସ ହାଇଦ୍ରାବାଦ ଅଧିନାୟକ ପ୍ୟାଟ୍ କମିନ୍ସ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଛନ୍ତି।
ଗୁଜୁରାଟ ଟାଇଟନ୍ସ ଅଧିନାୟକ ଶୁବମାନ ଗିଲ୍‌ଙ୍କ ନେତୃତ୍ବରେ ବୋଲିଂ କହିବାକୁ ପଡ଼ିଆକୁ ଓହ୍ଲାଇଛନ୍ତି।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button